ନୋରାଙ୍କୁ କରୋନା

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ପୁଣିଥରେ ହାହାକାର ହୋଇଥିବା ବେଳେ ମନୋରଞ୍ଜନ ଦୁନିଆ ବି ଏଥିରୁ ବାଦ୍ ଯାଉନି । କିଛିଦିନ ପୂର୍ବେ ନାୟିକା କରିନା କପୁର ଖାଁ ଓ ଅମୃତା ଅରୋଡା କରୋନାରେ ପୀଡ଼ିତ ହୋଇଥିବା ବେଳେ ଏବେ ଅର୍ଜୁନ କପୁର ବି କରୋନା ପଜିଟିଭ ବୋଲି ଜଣାପଡିଥିଲା । କେବଳ ସେତିକି ନୁହେଁ ଅର୍ଜୁନଙ୍କ ଭଉଣୀ ଅଂଶୁଳା କପୁର ବି କରୋନାରେ ପୀଡ଼ିତ ଥିବା ତାଙ୍କ ଜନ୍ମଦିନରେ ଜଣାପଡିଥିଲା । ଏବେ ଲକ୍ଷେ ଦିଲ କି ଧଡକନ ତଥା ବଲିଉଡ୍ ଡ୍ୟାନ୍ସ କୁଇନ୍ ବିଦେଶୀ ନାୟିକା ନୋରା ଫତେହି କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ଏମିତି ଏକ ଖବର ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି । ସେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ଏହାହିଁ କାମନା କରୁଛନ୍ତି ପ୍ରଶଂସକ ।


Enter your email to get our daily news in your inbox.

All Right Reserved By Dharitri.Com

ଲତାଙ୍କ ପୁରୁଣା ଫଟୋ ଶେୟାର କରି ଭାବବିହ୍ବଳ ହେଲେ ରିଷି

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଅନେକ ସମୟରେ କିଛି ନା କିଛି ପୁରୁଣା ଫଟୋ ଓ ଭିଡିଓ ଶେୟାର କରି ଆସିଥାଆନ୍ତି ଚର୍ଚ୍ଚାକୁ। ନିକଟରେ...

ମା’ ହେବେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଦିଆ ର୍ମିଜା ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ମାଳଦ୍ୱୀପରୁ ଏକ ଫଟୋ ପୋଷ୍ଟ କରି ଦିୟା ପ୍ରଶଂସକଙ୍କୁ ଏହି ବଡ...

ବିବାହ ବନ୍ଧନରେ ଅବିକା !

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅବିକା ଗୌର। ‘ବାଳିକା ବଧୁ’, ‘ସସୁରାଲ ସିମର କା’ ଧାରାବାହିକରେ କାମ କରି ଘରେ...

ବକ୍ସ ଅଫିସରେ ଖାତା ଖୋଲିପାରିବ ନାହିଁ ରାଧେ : ସଲମାନ

ମୁମ୍ବାଇ,୧୧।୫ : ବଲିଉଡ ଷ୍ଟାର ସଲମାନ ଖାନ ସୋମବାର ସନ୍ଧ୍ୟାରେ ଜୁମ ଜରିଆରେ ଯୋଡ଼ି ହୋଇଥିଲେ କିଛି ସାମ୍ବାଦିକଙ୍କ ସହ। ତାଙ୍କ ଅପ୍‌କମିଂ ଫିଲ୍ମ ‘...

‘କେବିସି’ର ଟିଆର୍‌ପି କମିବାରୁ ଅମିତାଭଙ୍କୁ କ୍ଷମା ମାଗିଥିଲେ ଶାହାରୁଖ୍‌: ଜାଣନ୍ତୁ କାହିଁକି

ଛୋଟ ପରଦାର ଲୋକପ୍ରିୟ ଶୋ’ ‘କୌନ୍‌ ବନେଗା କରୋଡପତି’(କେବିସି) ସିଜିନ୍‌ ୧୨ ଗତ ସୋମବାରଠାରୁ ଆରମ୍ଭ ହୋଇଯାଇଛି। ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ହୋଷ୍ଟ କରୁଥିବା...

ଛାଇପରି ବିଗ୍‌ ବି ଅମିତାଭଙ୍କ ସହିତ ରହୁଥିଲେ ଏହି ବ୍ୟକ୍ତି: ବର୍ଷକୁ ନେଉଥିଲେ…

ବଲିଉଡ ତାରକାଙ୍କ ସୁରକ୍ଷା ଦାୟିତ୍ୱ ତାଙ୍କ ବଡିଗାର୍ଡଙ୍କ ଉପରେ ରହିଥାଏ। ପ୍ରଶଂସକଙ୍କଠାରୁ ଆରମ୍ଭ କରି ଭିଡ଼ ମଧ୍ୟରେ ହେଉଥିବା ଅସୁବିଧା ପର୍ଯ୍ୟନ୍ତ ସେମାନେ ତାରକାଙ୍କୁ ବଞ୍ଚାଇଥାନ୍ତି।...

ହୋଲି ଲୁକ୍‌ରେ ନେହା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ସୁନ୍ଦର ଗାୟିକା ଭାବେ ପରିଚିତ ନେହା କକ୍କରଙ୍କ ହୋଲି ଲୁକ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ...

ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା ଅଭିନେତ୍ରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୨୭।୯-ପୂର୍ବତନ ବିଗବସ ପ୍ରତିଯୋଗୀ ତଥା ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।...

Advertisement
Archives

Model This Week