Posted inଜାତୀୟ

ମାର୍ଚ୍ଚ ସୁଦ୍ଧା ମାଓବାଦୀ ପ୍ରବଣ ଜିଲାରେ ଖୋଲିବ ପୋଷ୍ଟଅଫିସ୍‌

ନୂଆଦିଲ୍ଲୀ, ୩୦।୧୨: ଦେଶର ୯୦ ମାଓବାଦୀ ପ୍ରବଣ ଜିଲାରେ ପୋଷ୍ଟ ଅଫିସ୍‌ର ୪,୯୦୩ ନୂଆ ଶାଖା ଖୋଲିବା ଲାଗି ଡାକ ବିଭାଗ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ତ୍ୱରିତ୍‌ କାର୍ଯ୍ୟ ଚଳାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧,୭୮୯ଟି ପୋଷ୍ଟଅଫିସ ଶାଖା ଖୋଲାଗଲାଣି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଅବଶିଷ୍ଟ ୩,୧୧୪ଟି ନୂଆ ଶାଖା ଖୋଲିବ ବୋଲି ଡାକ ବିଭାଗ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲଙ୍ଗାନା ଓ ଉତ୍ତରପ୍ରଦେଶରେ ଖୋଲାଯିବାକୁ ଥିବା ଏହି ନୂଆ ପୋଷ୍ଟ ଅଫିସ ପାଇଁ ସରକାର ଗ୍ରାମୀଣ ଡାକ ସେବକ, ପୋଷ୍ଟମାଷ୍ଟର ଏବଂ ସହକାରୀ ପୋଷ୍ଟମାଷ୍ଟର ପଦବୀକୁ ମଞ୍ଜୁରୀ ଦେଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼କରୀଙ୍କ ନୂଆ ନିୟମକୁ ବିରୋଧ: ଦିଲ୍ଲୀରେ ଅଖ-ଚକ ଜାମ୍‌

ନୂଆଦିଲ୍ଲୀ,୧୯।୯: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ନୂଆ ଜରିମାନା ନିୟମକୁ ବିରୋଧ କରି ଦିଲ୍ଲୀରେ ଗୁରୁବାର ଅଖ-ଚକ ଜାମ୍‌ ଡାକରା ଦିଆଯାଇଛି। ମିଳିତ ପରିବହନ...

ଶାହିନବାଗରେ ପ୍ରଦର୍ଶନକାରୀଙ୍କୁୁ ହଟାଇବାକୁ ପହଞ୍ଚିଲେ ସାଧାରଣ ଜନତା

ନୂଆଦିଲ୍ଲୀ,୨।୨: ଶାହିନବାଗରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ରାସ୍ତା ଖାଲି କରିବା ପାଇଁ ସେଠାରୁ ପ୍ରଦର୍ଶନମାରୀଙ୍କୁ ହଟାଇବା ଲାଗି ରବିବାର...

ଚିନ୍ତା ବଢାଉଛି କେରଳ, ମିଜୋରାମ

ଥିରୁବନନ୍ତପୁରମ୍‌,୪।୨: ଦେଶର ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର ସହ ୩୪ଟି ରାଜ୍ୟ ସହ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ସଂକ୍ରମଣ କମୁଥିବା ବେଳେ କେରଳ ଓ ମିଜୋରାମରେ...

ଦିଲ୍ଲୀ ବିଧାନସଭା ନିର୍ବାଚନରେ ପାକ୍‌ର ଏଣ୍ଟ୍ରି

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ରହିଛି ଗରମ। ତେବେ ଏହି ସମୟରେ ଦିଲ୍ଲୀ ନିର୍ବାଚନରେ ପାକିସ୍ତାନର ପ୍ରବେଶକୁ ନେଇ ଚର୍ଚ୍ଚା ଯୋର...

ପିଇବା ପାଣି ପାଇଁ ହିଂସାକାଣ୍ଡ: ୧୨ ରାଜ୍ୟରେ ଗଡ଼ିଛି ୫୦ ମୁଣ୍ଡ; ମଧ୍ୟପ୍ରଦେଶ-ମହାରାଷ୍ଟ୍ରରେ ସର୍ବାଧିକ

ନୂଆଦିଲ୍ଲୀ,୨୩।୧୦: ପିଇବା ପାଣି ଏବେ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି। ଏହାକୁ ନେଇ ୨୦୧୭ରେ ଦେଶର ୧୨ଟି ରାଜ୍ୟରେ ୫୦ ଜଣଙ୍କୁ ହତ୍ୟା କରାଯାଇଥିବା ଜାତୀୟ...

ଯୁବକ ଦେଖୁଛନ୍ତି ପରିଣତ ବୟସର ମୁହଁ

ନୂଆଦିଲ୍ଲୀ, ୨୦ା୭: ବର୍ତ୍ତମାନ ଫେସ୍‌ଆପ୍‌ ଭଳି ଏକ ସବୁଠୁ ଲୋକପ୍ରିୟ ଅପ୍ସନ୍‌ ବ୍ୟବହାର କରି ଲୋକେ ଖୁସି ମନାଉଛନ୍ତି। ରୁଷିଆରେ ବିକଶିତ ଏହି ଆପ୍ଲିକେଶନ ଚଳିତ...

ସ୍କୁଲ ପିଲାଙ୍କୁ ମାସ୍କ ବାଣ୍ଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧।୧୧: ଦିଲ୍ଲୀ ପ୍ରଦ୍ୟୁଷଣକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦିଲ୍ଲୀରେ ପ୍ରଦ୍ୟୁଷଣ ପାଇଁ ହରିୟାଣା ଓ ପଞ୍ଜାବ ସରକାରଙ୍କୁ ଦାୟି...

ୟେଦୁରପ୍ପା କ୍ଷମତାକୁ ଆସିବା ପରେ ଟିପୁ ଜୟନ୍ତୀ ବାତିଲ

ବେଙ୍ଗାଲୁରୁ, ୩୧ା୭(ପି.ଟି.): କର୍ନାଟକରେ କ୍ଷମତାକୁ ଆସିବାର ୩ ଦିନ ପରେ ୟେଦୁରପ୍ପା ସରକାର ଟିପୁ ଜୟନ୍ତୀ ମହୋତ୍ସବକୁ ମଙ୍ଗଳବାର ରଦ୍ଦ କରିଛନ୍ତି। ଅଷ୍ଟାଦଶ ଶତାବ୍ଦୀର ଏହି...

Advertisement
Archives

Model This Week