Home Left

ମିଳୁନି ରତ୍ନଭଣ୍ଡାର ରେଜିଷ୍ଟର ତଥ୍ୟ

ପୁରୀ ଅଫିସ,୩୧।୧୨: ୧୯୮୫ ମସିହା ଜୁଲାଇ ୧୪ରେ ବଡ଼ଠାକୁରଙ୍କ ଶିରରେ ଲାଗିଥିବା ଚିତା ବ୍ୟବହାରଯୋଗ୍ୟ ନ ହେବା ହେତୁ ରାଜ୍ୟ ସରକାରଙ୍କ ବିଧି ବିଭାଗ ଚିଠି ନମ୍ବର- ୮୭୬୭,୧୨। ୭।୧୯୮୫ ଆଦେଶାନୁଯାୟୀ ଭିତର ରତ୍ନଭଣ୍ଡାର ଖୋଲାଯାଇ ପୂର୍ବ ପରି ତାଲା ପକାଇ…

ଅନୁବନ୍ଧିତ ଦୋକାନରୁ ମିଳୁନି ସେବା

କଟକ ଅଫିସ,୩୧ା୧୨: ରାଜ୍ୟ ସରକାର ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଇ ଅନେକ ଯୋଜନା କରୁଛନ୍ତି। ଏପରି କି ଗରିବ ରୋଗୀଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଏହି ଯୋଜନାର ସୁଫଳ…

ଭୁବନେଶ୍ୱରରେ ବର୍ଷକରେ ୨୫୮ ଅପହରଣ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାର ବିଭିନ୍ନ ଥାନାରେ ଏବର୍ଷ ୨୫୮ଟି ଅପହରଣ ମାମଲା ରୁଜୁ କରାଯାଇଛି। ଏଥିମଧ୍ୟରୁ ୧୪୭ଟି ମାମଲାର ତଦନ୍ତ ଶେଷ କରାଯାଇଥିବାବେଳେ ସମ୍ପୃକ୍ତ ୪୦ଜଣ ଅଭିଯୁକ୍ତ ଗିରଫ ହୋଇଥିବା କମିଶନରେଟ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ନୟାପଲ୍ଲୀ…

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୬୦କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧା ଜିଲାରୁ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…

ପୁଣି ଜଣେ ଧନକୁବେରଙ୍କ ଘରେ ଚଢାଉ

କନୌଜ,୩୧।୧୨: ଉତ୍ତରପ୍ରଦେଶର କନୌଜ ସହରର ସୁଗନ୍ଧ ବ୍ୟବସାୟୀଙ୍କ ସମସ୍ୟା ଥମିବାର ନାମ ନେଉନାହିଁ। ଏଠାରେ ସୁଗନ୍ଧିତ ବ୍ୟବସାୟୀ ପୀୟୁଷ ଜୈନଙ୍କଠାରୁ ମିଳିଥିବା ବିପୁଳ ନଗଦ କଳା ଟଙ୍କା ମିଳିବା ପରେ, ଏବେ ଆଇଟି ଟିମ ଏସପି ଏମଏଲସି ସୁଗନ୍ଧିତ ବ୍ୟବସାୟୀ ପୁଷ୍ପ୍‌ଜ…

ଆନ୍ଧ୍ର ସ୍କୁଲରେ ରାୟଗଡ଼ା ପିଲା

ରାୟଗଡ଼ା ଅଫିସ,୩୧ା୧୨: ପିଲା ଅଭାବ ଦର୍ଶାଇ ରାଜ୍ୟ ସରକାର ଅନେକ ସ୍କୁଲ ବନ୍ଦ କଲେ। ପରେ କରୋନା ଯୋଗୁ ଦୀର୍ଘ ୨ ବର୍ଷ ହେଲା ପ୍ରାଥମିକ ସ୍କୁଲଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଦୀର୍ଘ ୨ ବର୍ଷ ଧରି ସ୍କୁଲ ବନ୍ଦର ସୁଯୋଗ…

ଆଜି ଦାୟିତ୍ୱ ଗ୍ରହଣ କରିବେ ଡିଜିପି ସୁନୀଲ ବଂଶଲ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ନବନିଯୁକ୍ତ ଡିଜିପି ସୁନୀଲ ବଂଶଲ ଶୁକ୍ରବାର ଅପରାହ୍ଣରେ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ଡିଜିପି ଅଭୟଙ୍କ ଠାରୁ ସେ ଦାୟିତ୍ୱ ନେବେ। ଏହି ଅବସରରେ ନୂତନ ଡିଜିପିଙ୍କୁ ଗାର୍ଡ ଅଫ ଅନର୍‌ ପ୍ରଦାନ କରାଯିବା…

ପରିବେଶପ୍ରେମୀ ପକ୍ଷୀଙ୍କ ପାଇଁ ବସା ବାନ୍ଧିଲେ

ମହାକାଳପଡ଼ା,୩୧ା୧୨(ଡି.ଏନ.ଏ.): ଜଳବାୟୁର ପରିବର୍ତ୍ତନ, ମଣିଷକୃତ ଶିଳ୍ପାୟନର ପ୍ରଭାବ, ସରକାରୀ ସ୍ତରରେ ଇଚ୍ଛାଶକ୍ତିର ଅଭାବ, ଦିନକୁ ଦିନ ବଢୁଥିବା ପ୍ରଦୂଷଣ ପ୍ରଭାବରେ ହଜାର ହଜାର ବର୍ଷ ତଳର ଜୀବଜନ୍ତୁ, ପକ୍ଷୀ, କିଟ ପତଙ୍ଗ ଓ ବିଭିନ୍ନ ସାମୁଦ୍ରିକ ପ୍ରାଣୀ ପ୍ରଭୃତି ଲୁପ୍ତ ହେବାକୁ…

ଗୁଗ୍‌ଲ ମ୍ୟାପ ଦେଖି ଗଛ ଉପରେ କାର୍‌ ଚଢ଼ାଇ ଦେଲେ ଯୁବକ

ଲୋକମାନେ ସାଧାରଣତଃ ଗୁଗ୍‌ଲ ମ୍ୟାପ୍‌ ବ୍ୟବହାର କରନ୍ତି। ନିଶ୍ଚିତ ଭାବରେ ଗୁଗ୍‌ଲ ମ୍ୟାପ ଅନେକ ଲୋକଙ୍କ ରାସ୍ତା ସହଜ କରିଥାଏ। କିନ୍ତୁ ବେଳେବେଳେ ଏହି ଗୁଗ୍‌ଲ ମ୍ୟାପ୍‌ ଯୋଗୁ ଅନେକ ବିସ୍ମୟକର ଘଟଣା ଘଟିଥାଏ। ବାସ୍ତବରେ, ଘାନାର ଜଣେ ବ୍ୟକ୍ତି ଗୁଗ୍‌ଲ…

ଚାଷ, ପାନୀୟ ଜଳ ପ୍ରଭାବିତ ହେବ

କେନ୍ଦ୍ରାପଡ଼ା ଅଫିସ,୩୧ା୧୨: ଖରାଦିନ ଆରମ୍ଭ ହୋଇନାହିଁ। ହେଲେ କେନ୍ଦ୍ରାପଡ଼ା ସହର ପାଇଁ ପାନୀୟ ଜଳସ୍ତର ଶୁଖିବାକୁ ଆରମ୍ଭ ହେଲାଣି। ପିଏଚ୍‌ଡି ଓ ଜଳସମ୍ପଦ ବିଭାଗ ପକ୍ଷରୁ ସହରର ପାଣି ଯୋଗାଣ ପାଇଁ କଳପଡ଼ା ମୋଟର ହାଉସ ପର୍ଯ୍ୟନ୍ତ ଲୁଣା ନଦୀଗର୍ଭରୁ ନାଳି…

ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୨୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୯୭ ଜଣ ଲୋକାଲ କେସ…

ଖୁବଶୀଘ୍ର ବିଦେଶ ଯିବେ ତେଜସ୍ୱୀ!

ପାଟନା,୩୧ ।୧୨: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ଅର୍ଥାତ୍ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଖୁବଶୀଘ୍ର ପତ୍ନୀ ରେଚେଲ ଓରଫ ରାଜଶ୍ରୀଙ୍କୁ ନେଇ ହନିମୁନ କରିବାକୁ ବିଦେଶ ଯାତ୍ରା କରିପାରନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତେଜସ୍ୱୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?