୯୩,୨୭୭ ଟଙ୍କାର ଟପ୍ ପିନ୍ଧି ପ୍ରଶଂସକଙ୍କ ହୃଦୟ ଜିତିଲେ ଦୀପିକା
ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ । ଅନେକ ଲୋକଙ୍କ କ୍ରସ ହୋଇଥିବା ଦୀପିକା ବଲିଉଡ୍ ଠାରୁ ହଲିଉଡ୍ ପର୍ଯ୍ୟନ୍ତ ସବୁଠି ହିଟ୍ କହିଲେ ଚଳେ । ତାଙ୍କର ଫ୍ୟାଶନ କଥା ଯଦି ଆଲୋଚନା କରାଯାଏ…
ପଞ୍ଜାବ କଂଗ୍ରେସରେ କନ୍ଦଳ ପୁଣି ତେଜିଲା
ଚଣ୍ଡିଗଡ,୨୪।୮: ପଞ୍ଜାବ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ଶେଷ ହେବାର ନାଁ ଧରୁନାହିଁ। ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ନିଯୁକ୍ତ କରାଯିବା ପରେ ସମସ୍ତ ବିବାଦର ସମାଧାନ ହେବ ବୋଲି ବିଶ୍ୱାସ କରାଯାଉଥିଲା କିନ୍ତୁ ତାହା ହୋଇପାରି ନାହିଁ। ମଙ୍ଗଳବାର…
ସାମାନ୍ୟ କଥାରେ ନୂଆ ଲଭ୍ବାର୍ଡ କଟ୍ରିନା-ବିକ୍କିଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା, ଏପରି ହେଉଛି ଚର୍ଚ୍ଚା…
ବମ୍ବେ: ଗତ କିଛି ଦିନ ଧରି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଚୁଲବୁଲି କଟ୍ରିନା କୈଫ। କଥିତ ପ୍ରେମିକ ବିକ୍କି କୌଶଲଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଥିବା ନେଇ କୁହାଯାଉଥିଲା। ହେଲେ ବିକ୍କିଙ୍କ ବାପା ଖବରକୁ ଗୁଜବ ବୋଲି କହିଥିଲେ। …
ଆଫଗାନିସ୍ତାନରୁ ଭାରତୀୟଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ଜାରି: ଅଭିଯାନର ନାମ ରଖାଗଲା ଅପରେଶନ ‘ଦେବୀ ଶକ୍ତି’
ନୂଆଦିଲ୍ଲୀ,୨୪ ।୮: ଆଫଗାନିସ୍ତାନରେ ତାଲିବାନର ନାଲିଆଖି ପରେ ଏବେ ସେଠାରେ ଥିବା ଭାରତୀୟଙ୍କୁ ସ୍ୱେଦେଶ ଫେରାଇ ଆଣିବାର କାର୍ଯ୍ୟକ୍ରମ ଜାରି ରହିଛି । ଏହାରି ଭିତରେ ପାଖାପାଖି ୪୦୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରାଗଲାଣି । ବାକି ସେଠାରେ ରହିଯାଇଥିବା…
ଇତିହାସ ରଚିପାରନ୍ତି ବୁମ୍ରା
ଲଡ୍ସ,୨୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ହେଡିଙ୍ଗଲେରେ ଖେଳାଯିବ। ଉଭୟ ଦଳ ମଧ୍ୟରେ ଏହି ଟେଷ୍ଟ ଅଗଷ୍ଟ ୨୫ରୁ ଅର୍ଥାତ୍ ଆଜିଠୁ ଆରମ୍ଭ ହେବ। ଇଂଲଣ୍ଡ ଦଳ ବିପକ୍ଷ ତୃତୀୟ ମ୍ୟାଚ ଟିମ…
ତାଲିବାନକୁ କଣ୍ଟ୍ରୋଲ କରିବାକୁ ପାକିସ୍ତାନ ପାଖରେ ଅର୍ଥର ଅଭାବ ରହିଛି: ହଶମତ
କାବୁଲ,୨୪ ।୮: ତାଲିବାନର କବଜାକୁ ଆସିବା ପରେ ଆଫଗାନିସ୍ତାନରେ ଶାସକ ପରିବର୍ତ୍ତନକୁ ନେଇ କେତେ କ’ଣ ଆଲୋଚନା ହେଉଛି । ଏପଟେ ଆଫଗାନିସ୍ତାନର ଭବିଷ୍ୟତକୁ ନେଇ ବି ଚର୍ଚ୍ଚା ଯୋର ଧରିଛି । ଏହାର ଭବିଷ୍ୟତକୁ ନେଇ ଭିନ୍ନ ଭିନ୍ନ ଆଶଙ୍କା…
କ୍ଷମା ମାଗିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଜୋହାନ୍ସବର୍ଗ,୨୪।୮: ଦକ୍ଷିଣ ଆଫ୍ରିକାର ପୂର୍ବତନ ଉଇକେଟ କିପର ତଥା ବର୍ତ୍ତମାନର ମୁଖ୍ୟ କୋଚ ମାର୍କ ବାଉଚର୍ କ୍ଷମା ମାଗିଛନ୍ତି। ସେ ଖେଳୁଥିବା ସମୟରେ ଅପମାନଜନକ ଗୀତ ଗାଉଥିବା ଏକ ଗୋଷ୍ଠୀର ଅଂଶ ହୋଇଥିବାରୁ ଏବଂ ଅଶ୍ୱେତ ସାଥୀ ଖେଳାଳିଙ୍କ ଅପମାନ କରିଥିବାରୁ…
ଅଟା କେକ୍
ଆବଶ୍ୟକ ସାମଗ୍ରୀ- ଅଟା- ଏକ କପ୍, ଚିନି – ଏକ କପ୍, ରିଫାଇନ୍ ତେଲ କିମ୍ବା ବଟର- ୧/୪ କପ୍, ଦହି- ୩ ରୁ ୪ ଛୋଟ ଚାମଚ, ଗୁଜୁରାତି- ଗୁଣ୍ଡ (୪ରୁ ୫ଟି), ଅମୁଲ ବା ମିଲ୍କ ପାଉଡର- ୧/୪…
ଘରକୁ ଦିଅନ୍ତୁ ଗ୍ଲାସି ଲୁକ୍
ଘରର ଝରକା ହେଉ କି କବାଟ ସବୁଥିରେ କାଚ ବ୍ୟବହାର କଲେ ବହୁତ ସୁନ୍ଦର ଦେଖାଯିବ। ସବୁ ସିଜନରେ ବି ଘରେ ଗ୍ଲାସ ଲୁକ୍ ସ୍ବତନ୍ତ୍ର ମନେ ହୋଇଥାଏ… ଘରର ଝରକାକୁ ବିଶେଷ ଭାବରେ କାଚରେ ତିଆରି କଲେ ତାହା…
ବଢ଼ାନ୍ତୁ ସୌନ୍ଦର୍ଯ୍ୟ
ବିୟୁଟି ପାର୍ଲର ଯାଇ ମହିଳାମାନେ ନିଜ ନିଜର ବିୟୁଟି ଟ୍ରିଟ୍ମେଣ୍ଟ କରାଇଥାନ୍ତି। କିନ୍ତୁ ପାର୍ଲରକୁ ନ ଯାଇ ବିଭିନ୍ନ ଘରୋଇ ସାମଗ୍ରୀ ବ୍ୟବହାର କରି ଆପଣ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ। ଏଥିପାଇଁ କଣ କରିବେ ଜାଣି ରଖନ୍ତୁ… ତ୍ୱଚାର ଉଜ୍ଜ୍ୱଳତା…
ତାଲିବାନର ନିୟମ: ନେଲ୍ ପଲିସ୍ ଲଗାଇଲେ କାଟି ଦିଆଯିବ ଆଙ୍ଗୁଠି!
କାବୁଲ,୨୪ ।୮: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରଠାରୁ ଏହାର କ୍ରୁରତା ସମ୍ପର୍କରେ ଖବର ଆସିବାରେ ଲାଗିଛି । ବିଶେଷ କରି ସୋସିଆଲ ମିଡିଆରେ ପ୍ରତିଦିନ ତାଲିବାନର କ୍ରୁରତା ଦଖାଯାଉଛି । ଏବେ ସେଠାରେ ପୁରୁଷଙ୍କୁ ଜିନ୍ସ ପିନ୍ଧିବାକୁ ମନା କରାଯାଇଥିବା…
ପିଲାଙ୍କ କୃମି ରୋଗ
”କୃମି ନିୟନ୍ତ୍ରଣ ହେଲେ ରକ୍ତହୀନତା ହେବ ନାହିଁ। ଅର୍ଥାତ୍ ପିଲାଙ୍କ ଶରୀରରେ ଲୋହିତ ରକ୍ତ କଣିକାର ପରିମାଣ ବୃଦ୍ଧି ହେବ। ଏହା ସହିତ ପିଲାଙ୍କର ପୋଷଣ ସ୍ତରରେ ଉନ୍ନତି ହେବ ଓ ସେମାନଙ୍କର ପାଠ ପଢ଼ା ପ୍ରତି ଆଗ୍ରହ ବୃଦ୍ଧି ପାଇବ।…
Archives


