Posted inଫୁରସତ

ବିବାହର ୨୫ ବର୍ଷ ପରେ ସ୍ତ୍ରୀଙ୍କୁ ଏମିତି ସର୍‌ପ୍ରାଇଜ ଦେଲେ ସ୍ବାମୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୋଇଥାଏ ଯାହା ଆମ ହୃଦୟ ଜିଣିନିଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ସ୍ବାମୀ ବିବାହର ୨୫ବର୍ଷ ପରେ ପ୍ରପୋଜ୍‌ କରି ସ୍ତ୍ରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି ଭିଡିଓଟି ଏତେ ସୁନ୍ଦର ଯେ, ଏହାକୁ ଯିଏ ଦେଖିବ ଖୁସିରେ ବିଭୋର ହୋଇଯିବ।

ଭିଡିଓଟିକୁ ଅଭିନେତା କେଟି ପ୍ରେଣ୍ଟିସ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କ୍ୟାପଶନ୍‌ ଲେଖିଛନ୍ତି, “NYC’ରେ ପୁନର୍ବାର ପ୍ରପୋଜାଲ। ପ୍ରାୟ ୨୫ ବର୍ଷ ପରେ, @pdxprentiss [Brian Prentiss] ଏହି ପ୍ରପୋଜକୁ ଏକ ନିଆରା ଢଙ୍ଗରେ କରିଛନ୍ତି। ସେ ଏତେ ବର୍ଷ ପରେ ପୁଣି ରୋମାଣ୍ଟିକ! @ Abi.katherine [Abi] ଦ୍ୱାରା ପ୍ରଦର୍ଶିତ”

 

 

View this post on Instagram

 

A post shared by KATIE PRENTISS🦋 (@katieprentiss)

ଭିଡିଓଟି କିଛି ଦିନ ପୂର୍ବରୁ ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୧ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। ଅନେକ ୟୁଜର ଏହି ଭିଡିଓରେ କମେଣ୍ଟ ବି ଦେଇଛନ୍ତି।

ଜଣେ ୟୁଜର ଲେଖିଛନ୍ତି ‘ଏହା ଅତ୍ୟନ୍ତ ଯାଦୁକର! ଆପଣଙ୍କୁ ଅଭିନନ୍ଦନ। ଏତେ ସୁନ୍ଦର ମୁହୂର୍ତ୍ତ!’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘କେତେ ସୁନ୍ଦର !! ବିଶେଷକରି ତୁମକୁ ଦେଖି ଶୁଣି ମୋ ଆଖିରେ ଖୁସିର ଲୁହ ଆସିଲା। ଆପଣଙ୍କର ଆହୁରି ଅନେକ ବର୍ଷର ସୁଖ କାମନା କରୁଛନ୍ତି! ଅଭିନନ୍ଦନ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦରମାରେ ପ୍ରଭୁ ଲିଙ୍ଗରାଜଙ୍କ ଠାରେ ଭୋଗ କରିଥିଲି: ଲେଖକ ଦୁର୍ଗାଚରଣ ପଣ୍ଡା

ମୋର ଜନ୍ମ ୧୯୪୨ ମସିହା, ଗଞ୍ଜାମ ଜିଲାର ଛତ୍ରପୁରଠାରେ। ସ୍ଥାନୀୟ ଅନ୍‌ସ୍ଲୋ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ ପରେ ହାଇଦ୍ରାବାଦ୍‌ର ଏକ କଳା ଅନୁଷ୍ଠାନରେ ଚିତ୍ରଶିକ୍ଷା...

କରୋନା ଆକ୍ରାନ୍ତ ହେଲେ ଏହି ବ୍ୟକ୍ତିଙ୍କ ମୃତ୍ୟୁର ସମ୍ଭାବନା ଅନ୍ୟ ତୁଳନାରେ ତିନିଗୁଣ ଅଧିକ, ଜାଣନ୍ତୁ..

ବିଶ୍ୱବାସୀଙ୍କ ନିଦ ହଜାଇ ସାରିଛି ମହାମାରୀ କରୋନା। ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେବେ...

ଏମିତି ଜେଲ୍‌, ଯେଉଁଠି ନିରକ୍ଷର କଏଦୀଙ୍କୁ ପଢ଼ାଯାଏ ପାଠ

ଜେଲ୍‌ ନାଁ ଶୁଣିଲେ ମନକୁ ଆପଣାଛାଏଁ ଆସିଯାଏ କି ଏହା ଅପରାଧୀମାନଙ୍କ ପାଇଁ ସ୍ଥାନ। ମାତ୍ର ଉତ୍ତରପ୍ରଦେଶର ଫତେପୁର ଜିଲା କାରାଗାରରେ ଥିବା ବିଚାରାଧୀନ କଏଦୀମାନେ...

ମାଲିକଙ୍କୁ ଏମିତି ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଲା ହାତୀ, ଦେଖିଲେ ଆଖିରେ ରହିବନି ଲୁହ

ହାତୀ ଏବଂ ମଣିଷ ମଧ୍ୟରେ ବନ୍ଧୁତା ଫିଲ୍ମ ‘ହାଥୀ ମେରା ସାଥୀ’ରେ ନିଶ୍ଚିତ ଦେଖିଥିବେ। ଫିଲ୍ମରେ ହାତୀ ମରିବା ପରେ ଅଭିନେତା ହାତୀକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଦୂର ହେବ ଖାଦ୍ୟ ସମସ୍ୟା

ଅଧିକାଂଶ ଲୋକଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବା ପସନ୍ଦ ଆସିଥାଏ। ଏହି ଯାତ୍ରା ଟ୍ରେନ୍‌ ଯୋଗେ କରିବାକୁ ବି ବହୁ ଲୋକ ପସନ୍ଦ କରିଥାନ୍ତି। ତେବେ...

ପ୍ରଥମ ଦରମା ବାବାଙ୍କ ହାତରେ ଦେଇଥିଲି: ପ୍ରତିଭା ବଳିୟାର ସିଂ

ଖୋର୍ଦ୍ଧା ଜିଲା ବାଣପୁର ନିକଟସ୍ଥ ସାଲୁଣୀ ଗାଁରେ ମୋ ଜନ୍ମ। ମାମା ସଚଳା ସୁନ୍ଦରୀ ବଳିୟାର ସିଂ ଓ ବାବା କୃଷ୍ଣଚନ୍ଦ୍ର ବଳିୟାର ସିଂଙ୍କର ୯...

୨୪ ଘଣ୍ଟାରେ ୧୦ ଥର ନେଲେ କରୋନା ଡୋଜ୍‌…

ଓ୍ବିିଲିଂଣ୍ଟନ୍‌, ୧୨।୧୨: ଥରେ ନୁହେଁ ଦୁଇଥର ନୁହେଁ। ଲାଗ ଲାଗ ୧୦ ଥର କରୋନା ଡୋଜ୍‌ ନେଇଛନ୍ତି ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି। ସେ ୨୪ ଘଣ୍ଟାରେ...

ସରିଯିବ ସବୁ ଖାଦ୍ୟ

ନୂଆଦିଲ୍ଲୀ: ଆଉ କିଛି ବର୍ଷ ପରେ ସାରା ବିଶ୍ୱରେ ଦେଖାଦେବ ଭୟଙ୍କର ଖାଦ୍ୟ ସଙ୍କଟ। ଏମିତିକି କୋଟି କୋଟି ଟଙ୍କା ଥିବା ସତ୍ତ୍ୱେ ଦିନକୁ ଓଳିଏ...

Advertisement
Archives

Model This Week