ଶେଷରେ ଗିରଫ ହେଲେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ
ମୁମ୍ବାଇ,୨୪।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିବା ଭଳି ବୟାନ ଦେଇ ବିବାଦକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ଅପରାହ୍ନରେ ରତ୍ନଗିରି ପୋଲିସ ତାଙ୍କୁ ଗିରଫ କରି ସଙ୍ଗମେଶ୍ୱର ଥାନାକୁ ନେଇଥିବା ଜଣାପଡ଼ିଛି।…
‘ବୁମରା ମୋତେ ଆଉଟ୍ କରିବାକୁ ଚାହୁଁ ନ ଥିଲେ’
ଲିଡ୍ସ,୨୪।୮ : ଲଡର୍ସଠାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ପେସର ଯଶପ୍ରୀତ ବୁମରା ପ୍ରତିପକ୍ଷ ଦଳର ବରିଷ୍ଠ ପେସର ଜେମ୍ସ ଆଣ୍ଡରସନଙ୍କୁ ଲଗାତାର ବାଉନ୍ସର ଓ ଶର୍ଟ ପିଚ୍ ବଲ ପକାଇଥିଲେ। ତେବେ ବୁମରା ମୋତେ ଆଉଟ୍ କରିବାକୁ ଉଦ୍ୟମ କରୁ…
‘ପୋନ୍ନିୟିନ ସେଲଭମ’ ସେଟ୍ରୁ ଭାଇରାଲ ହେଉଛି ଐଶ୍ୱର୍ଯ୍ୟାଙ୍କ ଲୁକ୍
ମୁମ୍ବାଇ: ନିର୍ଦ୍ଦେଶକ ମଣିରତ୍ନଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ’ରେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ଏବେ ଏହି ଫିଲ୍ମର ଶୁଟିଂ ମଧ୍ୟପ୍ରଦେଶର ଓରଛାରେ ଚାଲିଛି । କିଛି ଦିନ ପୂର୍ବରୁ ଯେଉଁଠି ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ…
ଅମାନିଆ ହୋଇ ଡଙ୍ଗା ଧାରରେ ବସିଥିଲେ: ଖସିପଡ଼ିବାରୁ ଜୀବନ ଗଲା
ଚିତ୍ରକୋଣ୍ଡା,୨୪।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଡଙ୍ଗାରୁ ନଦୀରେ ଖସିପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼ପଡ଼ା ପଞ୍ଚାୟତ ବାଇଲିଗୁମା ଗ୍ରାମର ଘେନୁ ପାଙ୍ଗି(୪୦)। ସୂଚନାନୁଯାୟୀ, ଘେନୁ ଟଙ୍କା ଉଠାଇବାକୁ ନିଜ ଗ୍ରାମରୁ ଚିତ୍ରକୋଣ୍ଡା ବ୍ୟାଙ୍କ ଆସିଥିଲେ l…
ପୁଅ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବେ ଲାଲୁ!
ପାଟନା,୨୪।୮: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ପୁଅ ତେଜ ପ୍ରତାପ ଯାଦବଙ୍କ ଅନୁଶାସନହୀନ କାର୍ଯ୍ୟକୁ ସହ୍ୟ କରିବାକୁ ମୁଡ୍ରେ ନାହାନ୍ତି। ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପ୍ରସ୍ତୁତ ହେଉଛନ୍ତି। ଏହା ମାଧ୍ୟମରେ ଦଳ…
୭ ବର୍ଷ ଚାଲିଥିଲା ପ୍ରେମ ସମ୍ପର୍କ; ହଠାତ୍ ଅଲଗା ହୋଇ ଚମକାଇଥିଲେ ଏହି ଲୋକପ୍ରିୟ ଯୋଡ଼ି; ଏବେ ପରସ୍ପରର…
ବମ୍ବେ: ଏକଦା ଅଭିନେତ୍ରୀ ଆଶା ନେଗି ଏବଂ ଅଭିନେତା ରିତ୍ୱିକ ଧନଜାନୀ ଟେଲି ପରଦାର ଲୋକପ୍ରିୟ ଯୋଡ଼ି ଥିଲେ। ଉଭୟଙ୍କ ପ୍ରେମସମ୍ପର୍କ ଗଣମାଧ୍ୟମର ଶିରୋନାମା ପାଲଟୁଥିଲା। ହେଲେ ଏବେ ଉଭୟଙ୍କ ବାଟ ଅଲଗା। ଦିନେ ପରସ୍ପରକୁ ଛାଡ଼ି ମୁହୂର୍ତ୍ତେ ରହି ପାରୁ…
୯୩,୨୭୭ ଟଙ୍କାର ଟପ୍ ପିନ୍ଧି ପ୍ରଶଂସକଙ୍କ ହୃଦୟ ଜିତିଲେ ଦୀପିକା
ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ । ଅନେକ ଲୋକଙ୍କ କ୍ରସ ହୋଇଥିବା ଦୀପିକା ବଲିଉଡ୍ ଠାରୁ ହଲିଉଡ୍ ପର୍ଯ୍ୟନ୍ତ ସବୁଠି ହିଟ୍ କହିଲେ ଚଳେ । ତାଙ୍କର ଫ୍ୟାଶନ କଥା ଯଦି ଆଲୋଚନା କରାଯାଏ…
ପଞ୍ଜାବ କଂଗ୍ରେସରେ କନ୍ଦଳ ପୁଣି ତେଜିଲା
ଚଣ୍ଡିଗଡ,୨୪।୮: ପଞ୍ଜାବ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ଶେଷ ହେବାର ନାଁ ଧରୁନାହିଁ। ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ନିଯୁକ୍ତ କରାଯିବା ପରେ ସମସ୍ତ ବିବାଦର ସମାଧାନ ହେବ ବୋଲି ବିଶ୍ୱାସ କରାଯାଉଥିଲା କିନ୍ତୁ ତାହା ହୋଇପାରି ନାହିଁ। ମଙ୍ଗଳବାର…
ସାମାନ୍ୟ କଥାରେ ନୂଆ ଲଭ୍ବାର୍ଡ କଟ୍ରିନା-ବିକ୍କିଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା, ଏପରି ହେଉଛି ଚର୍ଚ୍ଚା…
ବମ୍ବେ: ଗତ କିଛି ଦିନ ଧରି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଚୁଲବୁଲି କଟ୍ରିନା କୈଫ। କଥିତ ପ୍ରେମିକ ବିକ୍କି କୌଶଲଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଥିବା ନେଇ କୁହାଯାଉଥିଲା। ହେଲେ ବିକ୍କିଙ୍କ ବାପା ଖବରକୁ ଗୁଜବ ବୋଲି କହିଥିଲେ। …
ଆଫଗାନିସ୍ତାନରୁ ଭାରତୀୟଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ଜାରି: ଅଭିଯାନର ନାମ ରଖାଗଲା ଅପରେଶନ ‘ଦେବୀ ଶକ୍ତି’
ନୂଆଦିଲ୍ଲୀ,୨୪ ।୮: ଆଫଗାନିସ୍ତାନରେ ତାଲିବାନର ନାଲିଆଖି ପରେ ଏବେ ସେଠାରେ ଥିବା ଭାରତୀୟଙ୍କୁ ସ୍ୱେଦେଶ ଫେରାଇ ଆଣିବାର କାର୍ଯ୍ୟକ୍ରମ ଜାରି ରହିଛି । ଏହାରି ଭିତରେ ପାଖାପାଖି ୪୦୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରାଗଲାଣି । ବାକି ସେଠାରେ ରହିଯାଇଥିବା…
ଇତିହାସ ରଚିପାରନ୍ତି ବୁମ୍ରା
ଲଡ୍ସ,୨୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ହେଡିଙ୍ଗଲେରେ ଖେଳାଯିବ। ଉଭୟ ଦଳ ମଧ୍ୟରେ ଏହି ଟେଷ୍ଟ ଅଗଷ୍ଟ ୨୫ରୁ ଅର୍ଥାତ୍ ଆଜିଠୁ ଆରମ୍ଭ ହେବ। ଇଂଲଣ୍ଡ ଦଳ ବିପକ୍ଷ ତୃତୀୟ ମ୍ୟାଚ ଟିମ…
ତାଲିବାନକୁ କଣ୍ଟ୍ରୋଲ କରିବାକୁ ପାକିସ୍ତାନ ପାଖରେ ଅର୍ଥର ଅଭାବ ରହିଛି: ହଶମତ
କାବୁଲ,୨୪ ।୮: ତାଲିବାନର କବଜାକୁ ଆସିବା ପରେ ଆଫଗାନିସ୍ତାନରେ ଶାସକ ପରିବର୍ତ୍ତନକୁ ନେଇ କେତେ କ’ଣ ଆଲୋଚନା ହେଉଛି । ଏପଟେ ଆଫଗାନିସ୍ତାନର ଭବିଷ୍ୟତକୁ ନେଇ ବି ଚର୍ଚ୍ଚା ଯୋର ଧରିଛି । ଏହାର ଭବିଷ୍ୟତକୁ ନେଇ ଭିନ୍ନ ଭିନ୍ନ ଆଶଙ୍କା…
Archives


