Home Left

ବିରାଟବାହିନୀଙ୍କୁ ଡରିଗଲେ ଇଂଲଣ୍ଡ ଅଧିନାୟକ: କହିଲେ ଏମିତି କଥା

ଲଣ୍ଡନ,୨୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଅଗଷ୍ଟ ୨୫ ବୁଧବାର ଠାରୁ ଆରମ୍ଭ ହେଉଛି। ହେଡିଙ୍ଗଲିରେ ଆୟୋଜିତ ହେବାକୁ ଥିବା ଏହି ମ୍ୟାଚରେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ ହେବେ।…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶରୀରକୁ ନେଇ ପ୍ରଶ୍ନ ଉଠାଇଲେ ପାକିସ୍ତାନ କ୍ରିକେଟର୍‌

ଇସଲମାବାଦ,୨୪।୮:ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ଧରି ପିଠି ଯନ୍ତ୍ରଣା ସହ ସଂଗ୍ରାମ କରିଆସୁଛନ୍ତି। ଯଦିଓ ସେ ଶ୍ରୀଲଙ୍କା ଗସ୍ତରେ କିଛି ଓଭର ବୋଲିଂ କରିଥିଲେ ମଧ୍ୟ ସେ ନିଜର ସ୍ପେଲ୍‌ ପୂରଣ କରିପାରି ନ ଥିଲେ। ଏଭଳି ପରିସ୍ଥିତିରେ…

ଗୁରୁ ଗ୍ରନ୍ଥ ସାହିବ ମୁଣ୍ଡରେ ବୋହି ବିମାନ ବନ୍ଦର ବାହାରକୁ ଆଣିଲେ କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୮: ଆଫଗାନିସ୍ତାନରେ ତାଲିବାନ ସଙ୍କଟ ମଧ୍ୟରେ ପୁଣି ଭାରତୀୟମାନେ ସ୍ବଦେଶ ଫେରିଛନ୍ତି। ତାଜିକିସ୍ତାନର ଦୁଶାନବେରୁ ଉଡ଼ାଣ କରୁଥିବା ଏୟାର ଇଣ୍ଡିଆ ବିମାନରେ ପ୍ରାୟ ୭୮ ଜଣ ଲୋକ ଥିଲେ। ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ସେମାନଙ୍କୁ ସ୍ବାଗତ କରିଛନ୍ତି।…

ବରପାଲି ବ୍ଲକ ପ୍ୟାକ୍ସ ସମ୍ପାଦକଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ବରପାଲି,୨୪।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକ ଗୌରଚନ୍ଦ୍ର ବୁଧିଆଙ୍କ ବାସଭବନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ଏକକାଳୀନ…

ନୂଆ ନୂଆ ସମ୍ପର୍କ ଗଢ଼ୁଛନ୍ତି କି… ଭୁଲ୍‌ରେ ବି କରନ୍ତୁନି ଏପରି

ନୂଆ କରି ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ସମସ୍ତଙ୍କ ମନରେ ଭୟ ଥାଏ। କାରଣ ଏହି ସମ୍ପର୍କ ସର୍ବଦା ସୂକ୍ଷ୍ମ ହୋଇଥାଏ। ଉକ୍ତ ସମ୍ପର୍କକୁ ସୁଦୃଢ଼ କରିବାରେ ଅଧିକ ସମୟ ଲାଗିଥାଏ। ଏହି ସମୟରେ ଆପଣଙ୍କ ଛୋଟ ଛୋଟ କଥା ମଧ୍ୟ…

ଇତିହାସ ରଚିଲେ ଏହି କ୍ରିକେଟର୍‌

କିଙ୍ଗଷ୍ଟନ,୨୪।୮:ପାକିସ୍ତାନ କ୍ରିକେଟ ଦଳର ଏବେ ନୂଆ ସଙ୍କଟମୋଚକ ହେଉଛନ୍ତି ଫୱାଦ ଆଲାମ। ଦଳର ଆବଶ୍ୟକତା ସମୟରେ ସେ ଚମତ୍କାର ଖେଲ ପ୍ରଦର୍ଶନ କରୁଛନ୍ତି॥ ୱେଷ୍ଟଇଣ୍ଡିଜ ବିପକ୍ଷରେ କିଙ୍ଗଷ୍ଟନ ଟେଷ୍ଟର ତୃତୀୟ ଦିନରେ ସେ ଏକ ଶତକ ସ୍କୋର କରି ଏହା ପ୍ରମାଣ…

ନାରାୟଣ ରାଣେଙ୍କୁ ଗିରଫ ନିର୍ଦ୍ଦେଶ…

ନାସିକ,୨୪।୮: ଜନ ଆଶୀର୍ବାଦ ଯାତ୍ରା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ନାସିକ ପୋଲିସର ଅପରାଧ ଶାଖା ଦ୍ୱାରା ଏହି ନିର୍ଦ୍ଦେଶ…

କେନ୍ଦ୍ର ଅଧୀନ ଶିକ୍ଷାନୁଷ୍ଠାନର ଖାଲି ପଦବୀ ପୂରଣ ଖୁବ୍‌ଶୀଘ୍ର: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୪।୮(ବ୍ୟୁରୋ): କେନ୍ଦ୍ର ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ସଂଖ୍ୟା ଖୁବଶୀଘ୍ର ପୂରଣ ହେବ। ଏହି ପଦବୀ ନିଯୁକ୍ତିରେ ଅନ୍ୟାନ୍ୟ ପଛୁଆ ବର୍ଗ ଓବିସି ଓ ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କୁ ପ୍ରଧାନ୍ୟ ଦିଆଯିବ ବୋଲି ସୋମବାର ନୂଆଦିଲ୍ଲୀ…

ସମସ୍ୟା ବଢ଼ାଇଲା କମ୍‌ ବୃଷ୍ଟି

ଭୁବନେଶ୍ୱର,୨୪।୮(ବ୍ୟୁରୋ): ରାଜ୍ୟରେ ସ୍ବାଭାବିକଠାରୁ ୨୮.୮% କମ୍‌ ବୃଷ୍ଟିପାତ ହୋଇଛି। ବିଶେଷକରି ଚଳିତ ଅଗଷ୍ଟ ମାସରେ ୫୦% କମ୍‌ ବର୍ଷା ହୋଇଛି। ଏଥିଯୋଗୁ ୧୫ ଜିଲାର ପ୍ରାୟ ୩୦ ବ୍ଲକରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ସେଥିମଧ୍ୟରେ ଅନୁଗୋଳ ଜିଲାର ୪, ବଲାଙ୍ଗୀରର…

ରଜନୀକାନ୍ତଙ୍କ ପାଇଁ ଏହି ଅଭିନେତ୍ରୀ ରଖିଥିଲେ ଉପବାସ

ଅଭିନେତା ରଜନୀକାନ୍ତ  ଏବଂ ବଲିଉଡ୍‌ର ‘ଚାନ୍ଦ୍‌ନୀ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ  ଉଭୟ ଭଲ ବନ୍ଧୁ। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ବେଶ ନିବିଡ଼। ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ପ୍ରାୟ ୨୦ରୁ ଅଧିକ ଫିଲ୍ମରେ ଏକାଠି…

୬ ସପ୍ତାହ ସମୟ ମାଗିଲେ ତଦନ୍ତକାରୀ ନିର୍ଦ୍ଦେଶକ

ଯାଜପୁର ଅଫିସ,୨୪।୮:  ଲୋକାୟୁକ୍ତରେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ସୋମବାର ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ମାମଲାର ଚୂଡାନ୍ତ ଶୁଣାଣି ହୋଇପାରିନାହିଁ। ଦୁର୍ନୀତିର ଗଭୀରତାକୁ ଦର୍ଶାଇ ଲୋକାୟୁକ୍ତଙ୍କ ତଦନ୍ତକାରୀ ନିର୍ଦ୍ଦେଶକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଆହୁରି ୬ ସପ୍ତାହ ସମୟ ମାଗିଛନ୍ତି।…

୫୦ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ କ୍ରିକେଟ୍‌ ଦଳ ରଚିଥିଲା ଇତିହାସ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆକୁ ୨୫ ଅଗଷ୍ଟରୁ ହେଡିଙ୍ଗଲିରେ ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳିବ। ଲର୍ଡସ ଟେଷ୍ଟ ଜିତିବା ପରେ ଭାରତ ଏହି ସିରିଜକୁ ୧-୦ରେ ଆଗେଇ ନେଇଛି। କିନ୍ତୁ କିଛି ଦଶନ୍ଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri