Posted inଜାତୀୟ

ନିଟ୍‌-ପିଜି କାଉନ୍‌ସେଲିଂ ୨୦୨୧: ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୭।୧: ନିଟ୍‌-ପିଜି କାଉନ୍‌ସେଲିଂ ୨୦୨୧କୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଓବିସି ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ ମଧ୍ୟ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ଏଥି ସହିତ, ଇଡବ୍ଲ୍ୟୁଏସ୍‌ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଚଳିତ ବର୍ଷ କାର୍ଯ୍ୟକାରୀ ହେବ। ତେବେ ଭବିଷ୍ୟତରେ ଏହି କୋଟା ଜାରି ରହିବ କି ନାହିଁ ତାହା ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ। ରେଜିଡେଣ୍ଟ ଡାକ୍ତରଙ୍କୁ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୁଡ୍‌ ଏବଂ ଏଏସ ବୋପାନ୍ନାଙ୍କ ଦ୍ୱାରା ଗଠିତ ଏକ ବେଞ୍ଚ ଏହି ରାୟ ଦେଇଛନ୍ତି। ଦୁଇ ଦିନର ଶୁଣାଣି ପରେ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଟ୍‌ କାଉନସେଲିଂ ଶୀଘ୍ର ଆରମ୍ଭ ହେବା ଉଚିତ ବୋଲି ବେଞ୍ଚ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ଏହି ମାମଲା ହେତୁ ନିଟ୍‌-ପିଜି ପାଠ୍ୟକ୍ରମ ପାଇଁ କାଉନସେଲିଂ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲୀଗଡ଼ ହେବ ହରିଗଡ଼…

ଲକ୍ଷ୍ନୌ,୧୭।୮: ଉତ୍ତରପ୍ରଦେଶରେ ଜିଲା ପଞ୍ଚାୟତରେ କ୍ଷମତା ବଦଳିବା ପରେ ବିଭିନ୍ନ ଅଞ୍ଚଳର ନାମ ବଦଳାଇବା ଅଭିଯାନ ପୁଣି ଆରମ୍ଭ ହୋଇଛି। ଅଲୀଗଡ଼ ଜିଲାର ନା ପରିବର୍ତ୍ତନ...

୨୨ ସେକେଣ୍ଡରେ ଭାଷଣ ବନ୍ଦ କରି ଚାଲିଗଲେ ରାଜ୍ୟପାଳ

ପୁଣେ,୩।୨: ମହାରାଷ୍ଟ୍ର ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ଦିନରେ ବହୁତ ହୋହାଲ୍ଲା ଦେଖିବାକୁ ମିଳିଛି। ହୋହାଲ୍ଲା ଏତେ ହୋଇଥିଲା ଯେ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ...

କରୋନା ଭ୍ୟାକ୍ସିନକୁ ନେଇ ଆଉ କିଛି ସପ୍ତାହ ମଧ୍ୟରେ ଆସିବ ଭଲ ଖବର : ମୋଦି

ନୂଆଦିଲ୍ଲୀ,୪ ।୧୨: କରୋନାକୁ ହରାଇବା ଏବେ ସମସ୍ତଙ୍କର ଲକ୍ଷ୍ୟ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ ମହାମାରୀର ସ୍ଥିତିକୁ ନେଇ ଚର୍ଚ୍ଚା କରିବା ଲାଗି...

ଆରଏସ୍‌ଏସ୍‌ର ହସ୍ତକ୍ଷେପ ଲୋଡିଲା ଶିବସେନା

ମୁମ୍ବାଇ,୫।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଅଙ୍କକଷା ଚାଲିଛି। ଦୁଇ ଦଳ ମଧ୍ୟରେ ୫୦-୫୦ଫର୍ମୂଲାକୁ ନେଇ ଟଣାଉଟରା ଲାଗି ରହିଥିବା...

ରାଜନୈତିକ କନ୍ଦଳ ମଧ୍ୟରେ ଗେହଲଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପାଇଲଟ

ଜୟପୁର,୩।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଛି। ତେବେ ସଚିନ ପାଇଲଟ ଏହି ରାଜନୈତିକ କନ୍ଦଳ...

‘ଲୋକେ ଦ୍ୱିତୀୟ କିମ୍‌ ଜଙ୍ଗ ଚାହୁଁଛନ୍ତି କି ?’

ଲଖିମପୁର,୧୫।୨: “ଜନସାଧାରଣଙ୍କ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦରକାର ନା ଦ୍ୱିତୀୟ କିମ ଜଙ୍ଗ (ଉତ୍ତର କୋରିଆ) ଭଳି ପ୍ରତିନିଧି ଚାହୁଁଛନ୍ତି। ଲୋକଙ୍କୁ ନିଷ୍ପତ୍ତି...

କେରଳରେ କଂଗ୍ରେସକୁ ଝଟ୍‌କା: ଏଆଇସିସି ସଦସ୍ୟ ପଦରୁ ଇସ୍ତଫା ଦେଲେ ସୁଧିରନ

ଥିରୁଭାନନ୍ତପୁରମ,୨୭ ।୯: କେରଳର ବରିଷ୍ଠ କଂଗ୍ରେସ ନେତା ବି ଏସ୍ ସୁଧିରନ ଏଆଇସିସି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦୁଇଦିନ ପୂର୍ବରୁ ସେ କେପିସିସିର...

ଗୋଆରେ କେଜ୍ରିଓ୍ବାଲଙ୍କ ୭ ପ୍ରତିଶ୍ରୁତି …

ପଣଜୀ,୨୧।୯: ଅସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଭୋଟରଙ୍କୁ ଆକର୍ଷିତ କରିବା ଲାଗି...

Advertisement
Archives

Model This Week