Home Left

ଜବତ ହୋଇଥିବା ଚୋରି ସାମଗ୍ରୀ ବିକି ଦେଉଥିଲେ ମହିଳା ପୋଲିସ

ପାଲଘର,୫।୯: ଚୋରି ମାମଲାରେ ଜବତ ହୋଇଥିବା ସାମଗ୍ରୀକୁ ବିକ୍ରି କରିବା ଅଭିଯୋଗରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପାଲଘର ଜିଲାର ଭସାଇ ଥାନାରେ। ଭସାଇ ପୋଲିସ ଦ୍ୱାରା ଜବତ ହୋଇଥିବା ଚୋରି ସାମଗ୍ରୀକୁ…

କାମ ଦେଲାନି ରୁଟ୍‌ଙ୍କ ଚାଲାକି

ଓଭାଲ,୪।୯: ଓଭାଲ ଟେଷ୍ଟରେ ଶନିବାର ଇଂଲଣ୍ଡ ବୋଲରମାନେ ୨୨୭ ରନ୍‌ ଖର୍ଚ୍ଚ କରିଥିବା ବେଳେ ମାତ୍ର ୩ ଉଇକେଟ ହାତେଇ ଥିଲେ। ଖେଳ ଶେଷ ହେବାକୁ ପ୍ରାୟ ଘଣ୍ଟାଏ ଥାଏ। ଆଲୋକ ଅଭାବ କାରଣରୁ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ପେସରଙ୍କୁ ଖେଳିବା ସହଜ…

ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କୁ ଧକ୍କା ଦେଇ ବୋଲେରୋ ଫେରାର

ପାଟଣା,୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ସ୍ବାଇଁ ଶନିବାର ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ନିଜ ଗ୍ରାମ ମଲହାରପଦାରୁ ସାହାରପଡା ଯାଉଥିବା ବେଳେ ଜାମୁଦା-ବିଲା ରାସ୍ତାର ଲୁଙ୍ଗା ଛକଠାରେ ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ ବୋଲେରୋ ତାଙ୍କୁ…

ଭାରତର ପତାକା ଉଠାଇବେ ଅବନୀ

ଟୋକିଓ,୪।୯: ରବିବାର ଟୋକିଓ ପାରାଲିମ୍ପିକ୍ସ ଉଦ୍‌ଯାପିତ ହେବ। ୧୨ ଦିନ ଧରି ଚାଲିଥିବା ପାରାଲିମ୍ପିକ୍ସର ୧୬ତମ ସଂସ୍କରଣର ଉଦ୍‌ଯାନୀ ଉତ୍ସବ ଟୋକିଓ ନ୍ୟାଶନାଲ ଷ୍ଟାଡିୟମରେ ଆୟୋଜନ ହେବ। ଉତ୍ସବରେ ସ୍ବର୍ଣ୍ଣ ପଦକ ଜିତିଥିବା ୧୮ ବର୍ଷୀୟା ମହିଳା ଶୁଟର ଅବନୀ ଲେଖରା…

ରୋହିତଙ୍କ କ୍ୟାଚ୍‌ ଛଡ଼ିବା ଇଂଲଣ୍ଡକୁ ଭାରି ପଡ଼ିଲା

ଓଭାଲ,୪।୯: ଶନିବାର ଖେଳ ଆରମ୍ଭରୁ ଜୀବନଦାନ ପାଇଥିଲେ ରୋହିତ। ଖୋଲା ହାତରେ ସେ ଏହାର ଫାଇଦା ଉଠାଇ ଥିଲେ। ୨୫୬ ବଲରେ ଖେଳିଥିଲେ ୧୨୭ ରନ୍‌ର ଲଢ଼ୁଆ ଇନିଂସ। ରୋହିତଙ୍କ କ୍ୟାରିୟରର ୮ମ ଟେଷ୍ଟ ଶତକରେ ସାମିଲ ଥିଲା ୧୪ ଚୌକା…

ଲ୍ୟାମ୍ପ୍‌ସ ଅଫିସରେ ତାଲାଦେଲେ ମହିଳା

ନନ୍ଦାହାଣ୍ଡି,୪ା୯(ଡି.ଏନ୍‌.ଏ.): ଚାଷୀଙ୍କୁ ୟୁରିଆ ସାର ନ ଦେଇ ଚୋରାଚାଲାଣ ହେଉଥିଲା। ଏହାର ପ୍ରତିବାଦରେ ମହିଳା ଚାଷୀମାନେ ଲ୍ୟାମ୍ପ୍‌ସ କାର୍ଯ୍ୟାଳୟରେ ଶନିବାର ତାଲା ପକାଇ ଦେଇଥିଲେ। ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜାସ୍ଥିତ ସମବାୟ ସମିତି ଏମ୍‌ଡି ଥବୀର ଜାନି ୟୁରିଆ ଚୋରାଚାଲାଣ…

ଆସନ୍ତା ସପ୍ତାହକୁ ଅପେକ୍ଷା

କାବୁଲ,୪।୯: ଆଫଗାନିସ୍ତାନରେ ନୂଆ ସରକାର ଗଠନକୁ ତାଲିବାନ ଆସନ୍ତା ସପ୍ତାହକୁ ସ୍ଥଗିତ ରଖିଛି। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ ଶନିବାର ଏହି ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ ସମୁଦାୟରେ ଗ୍ରହଣୀୟ ହେବା ଭଳି ସହମତି ଭିତ୍ତିକ ସମାବେଶୀ ପ୍ରଶାସନ ଗଠନ କରିବା ଲାଗି…

ମାମୁଁଙ୍କ ସହ ଶୁଟିଂ କରିବାକୁ ଚାହୁଁ ନାହାନ୍ତି କୃଷ୍ଣା

ମୁମ୍ବାଇ,୪।୯: ମାମୁଁ-ଭଣଜା ଯୋଡ଼ି ଭାବେ ଜଣାଶୁଣା ଗୋବିନ୍ଦା ଓ କୃଷ୍ଣା ଅଭିଷେକଙ୍କ ମଧ୍ୟରେ ଏବେ କିଛି ଠିକ୍‌ ନାହିଁ। ୩ ବର୍ଷ ହେଲା ଦୁହେଁ ପରସ୍ପର ସହ ଆଉ କାମ କରିବାକୁ ଚାହୁଁ ନାହାନ୍ତି। ଏବେ କୃଷ୍ଣା ‘ଦ କପିଲ ଶର୍ମା…

ପୁଅ ହତ୍ୟା ମାମଲା: ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡ

ଚମ୍ପୁଆ,୪।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଅତିରିକ୍ତ ଜିଲା ଦୌରାଜଜ ଦୋଳଗୋବିନ୍ଦ ବାରିକ ଏକ ହତ୍ୟା ମାମଲାର ବିଚାର କରି ଶନିବାର ଦୋଷୀ ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ପ୍ରକାଶ ଯେ, ବାମେବାରୀ ଥାନା ଅଧୀନ ବଳଭଦ୍ରପୁର ଗ୍ରାମର ନାରାୟଣ ମହାନ୍ତ ଟ୍ରାନସ୍ପୋର୍ଟିଂ…

୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୪।୯(ବ୍ୟୁରୋ): ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୬ ତାରିଖ ବେଳକୁ ଉତ୍ତର ଓ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ତେଣୁ…

ସ୍ବତନ୍ତ୍ର ପରୀକ୍ଷାର୍ଥୀଙ୍କୁ ମିଳିବ ଯୁକ୍ତ ୩ ନାମଲେଖା ସୁଯୋଗ

ଭୁବନେଶ୍ୱର, ୪।୯(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ସ୍ବତନ୍ତ୍ର ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରଙ୍କ ପାଇଁ ଯୁକ୍ତ ୩ ନାମଲେଖା ନିମନ୍ତେ ଆଉ ଏକ ସୁଯୋଗ ମିଳିବ। ଏ ନେଇ ଶନିବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ…

ଛିଡ଼ା ହୋଇଛନ୍ତି ରୋହିତ-ପୂଜାରା

ଓଭାଲ,୪।୯: ଚଳିତ ଓଭାଲ ଟେଷ୍ଟର ତୃତୀୟ ଦିନର ଉଭୟ ସେସନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ରାଜୁତି କରିଛନ୍ତି। ଶତକ ହାସଲକାରୀ ଓପନର ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା (୪୮)ଙ୍କ ଅବିଭାଜିତ ଯୋଡ଼ି ଯୋଗୁ ଶନିବାର ଚା’ ପାନ ବିରତି ସୁଦ୍ଧା ଭାରତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri