Home Left

କିମିଆ କରୁଛି ଶେହନାଜଙ୍କ ବୋଲ୍ଡ ଲୁକ୍‌

ବମ୍ବେ: ବିଗ୍‌ବସ୍‌ର ୧୩ତମ ସିଜିନରେ ନଜର ଆସିଥିଲେ ଶେହନାଜ ଗିଲ। ଶୋ’ରେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ତାଙ୍କର ଥଟ୍ଟାମଜା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ନିଜର ଚୁଲବୁଲି ସ୍ବଭାବ ଯୋଗୁ ଉଭୟ ଫାଇନାଲରେ ପହଞ୍ଚିଥିଲେ। ଶୋ’ ସିଦ୍ଧାର୍ଥ ଜିତିଥିଲେ ହେଁ ଶେହନାଜଙ୍କ…

ସୁନା ଚୋରା ଚାଲାଣ ପାଇଁ ଏମିତି ବୁଦ୍ଧି

କାନ୍ନୁର,୩୧।୮- କେରଳର କାନ୍ନୁର ବିମାନ ବନ୍ଦରରୁ ୩୦୨ ଗ୍ରାମର ସୁନା ଜବତ ହୋଇଛି। ଏୟାର ଇଣ୍ଟେଲିଜେନ୍ସ ବିଭାଗ ଓ କଷ୍ଟମ୍ସ ବିଭାଗର ଅଧିକାରୀମାନେ ବିମାନ ବନ୍ଦରରେ ଜଣେ ଯାତ୍ରୀଙ୍କ ଠାରୁ ୧୪ ଲକ୍ଷ ଟଙ୍କାର ସୁନା ଜବତ କରିଛନ୍ତି। ଯାତ୍ରୀ ଜଣକ…

ୟୁପିରେ ଅଜ୍ଞାତ ଜ୍ୱର ନେଲାଣି ୩୨ ଛୁଆଙ୍କ ଜୀବନ

ଫିରୋଜାବାଦ୍‌,୩୧।୮: ଏକ ଅଜ୍ଞାତ ଜ୍ୱର କାରଣରୁ ଉତ୍ତର ପ୍ରଦେଶର ଫିରୋଜାବାଦରେ ଅତିକମ୍‌ରେ ୩୨ ଛୁଆ ଓ ୭ ବୟସ୍କଙ୍କ ମୃତ୍ୟୁ ହୋଇଛି। ଏହା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଜ୍ଞାତ ରୋଗରେ ପୀଡ଼ିତ ଲୋକଙ୍କ ଠାରେ ଉଚ୍ଚ ଜ୍ୱର ଓ…

ଭଗ୍ ମାଗାଜିନ ପାଇଁ ପୁଣି ଫଟୋ ଶୁଟ୍ କଲେ ପ୍ରିୟଙ୍କା

ମୁମ୍ବାଇ: ମନୋରଞ୍ଜନ ଜଗତର ନାମୀ ନାୟିକା ପ୍ରିୟଙ୍କା ଚୋପ୍ରା ଜଣେ ଫ୍ୟାଶନ ଆଇକନ ଭାବେ ବି ବେଶ ଜଣାଶୁଣା । ସେ ତାଙ୍କର ଗ୍ଲାମରସ ଅନ୍ଦାଜ ପାଇଁ ରଚିଛନ୍ତି ନିଜର ଭିନ୍ନ ପରିଚୟ । ବଲିଉଡ୍‌ଠାରୁ ହଲିଉଡ୍ ପର୍ଯ୍ୟନ୍ତ ତାଙ୍କର ଅଭିନୟରେ…

ସିରିଜ୍‌ ଜିତିବାକୁ ହେଲେ ଏହି ଖେଳାଳିଙ୍କୁ ଚୁପ୍‌ ରଖ

ଲଣ୍ଡନ,୩୧।୮: ଆମକୁ ଟେଷ୍ଟ ସିରିଜ୍‌ ଜିତିବାକୁ ହେଲେ ଆଗାମୀ ଦୁଇ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଚୁପ୍‌ ରଖିବାକୁ ପଡ଼ିବ। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ମଙ୍ଗଳବାର ଏଭଳି କହିଛନ୍ତି। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଏବେ ୧-୧ର ବରାବର…

ତାଲିବାନର ତାଣ୍ଡବ: ହେଲିକପ୍ଟରରେ ମୃତଦେହ ଝୁଲାଇ ବୁଲାଇଲା ସହର, ଭିଡିଓ ଭାଇରାଲ!

କାବୁଲ,୩୧ ।୮: ଆମେରିକା ସେନା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ଭାବେ ଚାଲି ଆସିବା ପରେ ତାଣ୍ଡବ ରଚିଛି ତାଲିବାନ । ଏକ ଭାଇରାଲ ଭିଡିଓରେ ଦାବି କରାଯାଇଛି କି ଆତଙ୍କବାଦୀମାନେ ଆମେରିକାର ଜଣେ ସାହାଯ୍ୟକାରୀଙ୍କୁ ହେଲିକପ୍ଟରେ ଲଟକାଇ ମାରିବା ସହ ତାଙ୍କର ମୃତ…

କଟକ ସହର ପାଇଁ ଗଣେଶ ପୂଜା ଗାଇଡଲାଇନ୍‌

କଟକ ଅଫିସ,୩୧।୮: ସିଏମ୍‌ସି ପକ୍ଷରୁ ମଙ୍ଗଳବାର କଟକ ସହର ପାଇଁ ଗଣେଶ ପୂଜା ଗାଇଡଲାଇନ୍‌ ଜାରି କରାଯାଇଛି। ତଦନୁଯାୟୀ, ମଣ୍ଡପ ତଥା ପେଣ୍ଡାଲରେ ପୂଜା ଲାଗି ଡିସିପିଙ୍କଠାରୁ ଅନୁମତି ନେବାକୁ ହେବ। କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ। ଲାଇଟ୍‌…

ନୂଆଖାଇ ପାଇଁ ନିର୍ଘଣ୍ଟ ହେଲା ଲଗ୍ନ

ସମ୍ବଲପୁର,୩୧।୮(ବ୍ୟୁରୋ): ସେପ୍ଟେମ୍ବର ୧୧ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏଥିଲାଗି ମଙ୍ଗଳବାର ଶୁଭ ଲଗ୍ନ ନିର୍ଘଣ୍ଟ କରାଯାଇଛି। ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଦ୍ୱାରା ଚଳିତ ବର୍ଷ ପାଇଁ ଲଗ୍ନ ନିର୍ଦ୍ଧାରିତ ହୋଇଛି। ସକାଳ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ…

ରାହୁଲଙ୍କ ସହ ମିଶିଲା ନାହିଁ ଅମରିନ୍ଦରଙ୍କ ବୟାନ

ନୂଆଦିଲ୍ଲୀ,୩୧ ।୮: ଜାଲିଆନାୱାଲାବାଗ ନବୀକରଣକୁ ନେଇ ବିବାଦ ଉପୁଜିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି ଏହାକୁ ଶହୀଦଙ୍କ ପ୍ରତି ଅପମାନ ବୋଲି କହିଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅବରିନ୍ଦର ସିଂ କହିଛନ୍ତିି ଏହାକୁ ମରାମତି କରିବା…

କ୍ରିକେଟରୁ ବିଦାୟ ନେଲେ ଦୁର୍ଦ୍ଧର୍ଷ ବୋଲର

ଜୋହାନ୍ସବର୍ଗ,୩୧।୮: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ପେସର ଡେଲ ଷ୍ଟେଇନ ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୨୦୧୯ରେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଥିବା ଷ୍ଟେଇନଙ୍କୁ ଇତିହାସର ଅତ୍ୟତମ ଦୁର୍ଦ୍ଧର୍ଷ ବୋଲର ଭାବେ ଗଣନା କରାଯାଏ। ଅନ୍ତର୍ଜାତୀୟ କ୍ରିକେଟରେ ସେ…

ଏହି କାରଣରୁ ଇଂଲଣ୍ଡ ବୋଲରଙ୍କୁ ଖେଳିପାରୁନାହାନ୍ତି କୋହଲି; ଇରଫାନ୍‌ ରଖିଲେ ଭିନ୍ନ ମତ

ନୂଆଦିଲ୍ଲୀ,୩୧।୮: ଭାରତୀୟ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ଧରି ନିଜ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ଏପରିସ୍ଥଳେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଏଯାବତ ଶେଷ…

ପୁରୁଣା କ୍ଲବକୁ ଫେରୁଛନ୍ତି ରୋନାଲ୍ଡୋ

ମାଞ୍ଚେଷ୍ଟର,୩୧।୮: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପାଇଁ ଇଟାଲିର ଜୁଭେଣ୍ଟସ ସହ ଚୁକ୍ତି ପ୍ରକ୍ରିୟା ଶେଷ କରିଛି ଇଂଲିଶ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌। ୩୬ ବର୍ଷୀୟ ରୋନାଲ୍ଡୋ ଆଗାମୀ ଦୁଇ ବର୍ଷ ପାଇଁ ପ୍ରିମିୟର ଲିଗ୍‌ରେ ଖେଳିବେ। ଏଥି ଲାଗି ମାଞ୍ଚେଷ୍ଟର ୟୁନାଇଟେଡ୍‌ ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri