ଆଉ ୭ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୫।୯(ବ୍ୟୁରୋ): ରାଜ୍ୟରେ ୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୭କୁ ବୃଦ୍ଧି ପାଇଛି। ତେବେ ୭ ମୃତକଙ୍କ ମଧ୍ୟରେ ଅନୁଗୋଳ ଓ ବାଲେଶ୍ୱର ଜିଲାରୁ ୨ ଜଣ ଲେଖାଏ ଥିବା ବେଳେ ଭଦ୍ରକ,…
କୋଟିକୋଟି ପ୍ରଶଂସକ, ବହୁ ସମ୍ପତ୍ତିର ମାଲିକ ତଥାପି ହଠାତ୍ ଗାଏବ ହୋଇଗଲେ ଏହି ଅଭିନେତ୍ରୀ
ଚାଇନାର ଶି ଜିନଫିଙ୍ଗ୍ ସରକାର ଦେଶର ଲୋକପ୍ରିୟ ଅଭିନେତ୍ରୀ ଝାଓ ଓ୍ବେଇଙ୍କୁ ରାତାରାତି ଅନ୍ଲାଇନ ପ୍ଲାଟ୍ଫର୍ମରୁ ହଟାଇ ଦେଇଛନ୍ତି। ଝାଓଙ୍କ ଫିଲ୍ମ କିମ୍ବା ତାଙ୍କ ସହିତ ଜଡ଼ିତ କୌଣସି ଅନ୍ଲାଇନ୍ କଣ୍ଟେଣ୍ଟ ବର୍ତ୍ତମାନ ଚାଇନାରେ ଆଉ ଦେଖିବାକୁ ମିଳିବ ନାହିଁ। ଚାଇନାର…
ତାଲିବାନ୍ ସଙ୍କଟ ପାଇଁ ତେଲ ଦର ବଢ଼ୁଛି
ବେଙ୍ଗାଲୁରୁ, ୫।୯: ଭାରତରେ ତେଲ ଦର ବୃଦ୍ଧି ପାଇଁ କର୍ନାଟକର ଭାଜପା ବିଧାୟକ ଆଫଗାନିସ୍ତାନରେ ତାଲିବାନ୍ ସଙ୍କଟକୁ ଦାୟୀ କରିଛନ୍ତି। ତାଲିବାନ୍ ସଙ୍କଟ ଯୋଗୁ ଅଶୋଧିତ ତୈଳ ଯୋଗାଣ ହ୍ରାସ ପାଇଛି। ସେଥିପାଇଁ ମେ’ ମାସରୁ ଏଲ୍ପିଜି, ପେଟ୍ରୋଲ ଓ ଡିଜେଲ…
ଟିଏମ୍ସିରେ ଯୋଗଦେଲେ ଭାଜପା ବିଧାୟକ
କୋଲକାତା, ୫।୯: ପଶ୍ଚିମବଙ୍ଗର ୩ ଆସନରେ ଉପନିର୍ବାଚନ ପୂର୍ବରୁ କାଳିଆଗଞ୍ଜର ଭାଜପା ବିଧାୟକ ସୌମେନ ରାୟ ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ଯୋଗଦେଇଛନ୍ତି। ପରିସ୍ଥିତିକୁ ନେଇ ତାଙ୍କୁ ଭାଜପା ଟିକେଟରେ ନିର୍ବାଚନ ଲଢ଼ିବାକୁ ପଡ଼ିଥିଲା। ହେଲେ ତାଙ୍କ ଆତ୍ମା ଓ ହୃଦୟ ଟିଏମ୍ସିରେ…
ଅଟୋ ଚଳାଇ ପରିବାର ପୋଷୁଛନ୍ତି ୮ ବର୍ଷର ବାଳକ
ବିଜୟଓ୍ବାଡ଼ା, ୫।୯: ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲାରେ ଜଣେ ୮ ବର୍ଷର ବାଳକ ରାଜଗୋପାଳ ରେଡ୍ଡୀ ନିଜ କଅଁଳ କାନ୍ଧରେ ପରିବାରର ବୋଝ ଉଠାଉଛନ୍ତି। ସେ ଏକ ବିଦ୍ୟୁତ୍ଚାଳିତ ଅଟୋ ଚଳାଇ ତାଙ୍କ ଅନ୍ଧ ମାତାପିତା ଓ ଦୁଇ ଭାଇଙ୍କୁ ଖାଦ୍ୟ ଯୋଗାଉଛନ୍ତି।…
ବିଚିତ୍ର ଗଛ: ଦେଖିଲେ ଆଶ୍ଚର୍ଯ୍ୟ ହେବେ
ଆମ ଜୀବନରେ ଗଛ ଏବଂ ଉଦ୍ଭିଦଗୁଡ଼ିକର ମହତ୍ତ୍ୱ ରହିଛି। ଗଛ ସାହାଯ୍ୟରେ ଆମେ ବାୟୁ, ବର୍ଷା ଏବଂ ଖାଦ୍ୟ ପାଇଥାଉ। ପରିବେଶକୁ ସଫା ରଖିବାରେ ମଧ୍ୟ ଗଛଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଦୁନିଆରେ ଅନେକ ପ୍ରକାରର ଗଛ ଏବଂ…
ଘରେ ଲଗାନ୍ତୁ ଏହି ଗଛ, ଆପେଆପେ ଟାଣି ହୋଇ ଆସିବ ଧନ
ବାସ୍ତୁଶାସ୍ତ୍ରରେ ଘରର ବିଭିନ୍ନ ଜିନିଷ ସମ୍ପର୍କରେ ଉଲ୍ଲେଖ ରହିଛି। କେଉଁଟି କଲେ ଶୁଭ ଫଳ ମିଳିଥାଏ, କେଉଁଟି କ୍ଷତି କରାଇଥାଏ ତାହା ମଧ୍ୟ ବର୍ଣ୍ଣନା ହୋଇଛି। ତେବେ ବାସ୍ତୁ ଅନୁଯାୟୀ ପ୍ରତ୍ୟେକ ଉଦ୍ଭିଦର ନିଜସ୍ବ ଗୁଣ ରହିଛି। କେତେକ ଉଦ୍ଭିଦ ଘରୁ…
ଏକ ସନ୍ତାନ ନୀତି ସପକ୍ଷରେ କେନ୍ଦ୍ରମନ୍ତ୍ରୀ
ଅହମଦାବାଦ, ୫।୯: କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠାଓ୍ବାଲେ ଭାରତରେ ଏକ ସନ୍ତାନ ନୀତି ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ବିକାଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଜରୁରୀ। ସେଥିପାଇଁ ତାଙ୍କ ଦଳ ଏକସନ୍ତାନ ନୀତିକୁ ସମର୍ଥନ କରେ ବୋଲି ଆର୍ପିଆଇ ଅଧ୍ୟକ୍ଷ…
ଆଜି ଗୁରୁଦିବସ: କେବଳ ଏହି କାରଣ ପାଇଁ ଗୁରୁଦିବସ ପାଳନ କରିବାକୁ ଛାତ୍ରଙ୍କୁ ନିବେଦନ କରିଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ
ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ‘ଗୁରୁଦିବସ’ ପାଳନ କରାଯାଇଥାଏ। ଏହି ଦିନଟି ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ବାସ୍ତବରେ ସେ ଏହି ଦିନକୁ ‘ଗୁରୁଦିବସ’ ଭାବରେ ପାଳନ କରିବାକୁ ଛାତ୍ରମାନଙ୍କ ନିକଟରେ ଇଚ୍ଛା ପ୍ରକାଶ କରିଥିଲେ। ଭାରତବର୍ଷରେ…
ଜବତ ହୋଇଥିବା ଚୋରି ସାମଗ୍ରୀ ବିକି ଦେଉଥିଲେ ମହିଳା ପୋଲିସ
ପାଲଘର,୫।୯: ଚୋରି ମାମଲାରେ ଜବତ ହୋଇଥିବା ସାମଗ୍ରୀକୁ ବିକ୍ରି କରିବା ଅଭିଯୋଗରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପାଲଘର ଜିଲାର ଭସାଇ ଥାନାରେ। ଭସାଇ ପୋଲିସ ଦ୍ୱାରା ଜବତ ହୋଇଥିବା ଚୋରି ସାମଗ୍ରୀକୁ…
କାମ ଦେଲାନି ରୁଟ୍ଙ୍କ ଚାଲାକି
ଓଭାଲ,୪।୯: ଓଭାଲ ଟେଷ୍ଟରେ ଶନିବାର ଇଂଲଣ୍ଡ ବୋଲରମାନେ ୨୨୭ ରନ୍ ଖର୍ଚ୍ଚ କରିଥିବା ବେଳେ ମାତ୍ର ୩ ଉଇକେଟ ହାତେଇ ଥିଲେ। ଖେଳ ଶେଷ ହେବାକୁ ପ୍ରାୟ ଘଣ୍ଟାଏ ଥାଏ। ଆଲୋକ ଅଭାବ କାରଣରୁ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ପେସରଙ୍କୁ ଖେଳିବା ସହଜ…
ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କୁ ଧକ୍କା ଦେଇ ବୋଲେରୋ ଫେରାର
ପାଟଣା,୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ସ୍ବାଇଁ ଶନିବାର ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ନିଜ ଗ୍ରାମ ମଲହାରପଦାରୁ ସାହାରପଡା ଯାଉଥିବା ବେଳେ ଜାମୁଦା-ବିଲା ରାସ୍ତାର ଲୁଙ୍ଗା ଛକଠାରେ ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ ବୋଲେରୋ ତାଙ୍କୁ…
Archives


