ବିଧାନସଭାରେ ନମାଜ ପଢିବାକୁ ମିଳିଲା କୋଠରୀ, ଭାଜପା ନେତା କହିଲେ ହନୁମାନ ଚାଳିଶା ପଢିବାକୁ କରାଯାଉ ସୁବିଧା
ରାଞ୍ଚି,୪ ।୯: ଝାଡ଼ଖଣ୍ଡ ବିଧାନସଭା ପରିସରରେ ନମାଜ ପଢିବା ପାଇଁ କୋଠରୀ ଯୋଗାଇ ଦିଆଯିବା ପରଠାରୁ ବିବାଦ ଚରମ ସୀମାରେ ପହଞ୍ଚିଲାଣି । ଏହାକୁ ନେଇ ଏବେ ପୂର୍ବତନ ସ୍ପିକର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତାଙ୍କ ବୟାନ ସାମ୍ନାକୁ ଆସିଛି…
ମରୁଡ଼ି ଅଞ୍ଚଳ ପରିଦର୍ଶନ କଲେ ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ଟିମ୍
ପାଟଣା,୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ନିଅଣ୍ଟିଆ ବର୍ଷା ନେଇ ଶନିବାର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ଟିମ୍ ମରୁଡ଼ି ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଟିମ୍ ପାଟଣା ବ୍ଲକ ଅଧୀନ ତୁରୁମୁଙ୍ଗା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ…
ତାଲିବାନ ଭୟ: ବିମାନ ବନ୍ଦରରେ ଝିଅଙ୍କ ନିକାହ କରି ପଠାଇଲେ ବିଦେଶ
କାବୁଲ,୪ ।୯: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଏହାର ଖରାପ ପ୍ରଭାବ ସବୁଠାରୁ ଅଧିକ ମହିଳା ଓ ମାନବାଧିକାର କର୍ମୀଙ୍କ ଉପରେ ପଡିଛି । ପ୍ରଥମେ ମହିଳାଙ୍କୁ ସେମାନଙ୍କ ଅଧିକାର ଦେବା କଥା ତାଲିବାନ କହିଥିଲେ ବି ଆଫଗାନ…
ତାଲିବାନ ବିରୋଧରେ ମହିଳା ଆନ୍ଦୋଳନ ତେଜିଲା…
କାବୁଲ,୪।୯: ସରକାର ଗଠନ ପାଇଁ ତାଲିବାନ ଯୋଜନା ପୁଣି ଥରେ ଲଟକିଛି। ପୂର୍ବରୁ କୁହାଯାଇଥିଲା ଯେ ତାଲିବାନ ଶନିବାର କାବୁଲରେ ନୂଆ ସରକାର ଗଠନ କରିବ। କିନ୍ତୁ ବିଳମ୍ବିତ ରାତିରେ କିଛି କାରଣରୁ ଏହା ହୋଇପାରିଲା ନାହିଁ। ଏହା ପରେ ନୂଆ…
ଖତ କରି ବିକିଦେଲେ, ହିସାବ ଲୁଚାଇଲେ
ଭୁବନେଶ୍ୱର, ୪।୯(ବ୍ୟୁରୋ): ‘ମୋ ସାଇକେଲ’ ପରି ‘ସିଟି ବସ୍’ ଯୋଜନା ମଧ୍ୟ ବାଟବଣା ହୋଇ କବାଡିଖାନାକୁ ଯାଇଛି। ପୋଖରୀପୁଟସ୍ଥିତ ଡିପୋରେ ୩ବର୍ଷ ପଡିରହିବା ପରେ ବସ୍ଗୁଡିକୁ ସ୍କ୍ରାପ୍ ଦରରେ ବିକ୍ରି କରିଦିଆଯାଇଛି। ୧୨୫ ବସ୍ ମଧ୍ୟରୁ ୧୨୨ଟିକୁ କୋଲକାତାର ଏକ ସ୍କ୍ରାପେଜ୍…
ପରିଚାଳନାଗତ ତ୍ରୁଟିରୁ ରାଜସ୍ଵ କ୍ଷତି
କଟକ ଅଫିସ,୪।୯: ସହରର ବିକାଶ ଲକ୍ଷ୍ୟରେ ଦୀର୍ଘ ୪ଦଶନ୍ଧି ତଳେ କଟକ ଡେଭଲପମେଣ୍ଟ ଅଥରିଟି (ସିଡିଏ) ଗଠନ ହୋଇଥିଲା। ଗତ ୧ତାରିଖରେ ଏହା ୩୯ବର୍ଷ ପୂରଣ କରିଛି। ସିଡିଏର ବିଭିନ୍ନ ବିଭାଗ କାର୍ଯ୍ୟ ତଦାରଖ ଏବଂ ତ୍ୱରାନ୍ବିତ କରାଇବା ଲାଗି ଅଭିଜ୍ଞ…
ଚଳିତ ମାସରେ ଆମେରିକା ଗସ୍ତ କରିପାରନ୍ତି ମୋଦି: ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ହେବ ମୋଦିଙ୍କ ସହ ପ୍ରଥମ ସାକ୍ଷାତ
ନୂଆଦିଲ୍ଲୀ,୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଆମେରିକା ଯାଇ ପାରନ୍ତି । ସେପ୍ଟେମ୍ବର ୨୩-୨୪କୁ ତାଙ୍କର ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଥିବା ଜଣାପଡିଛି । ଅଫିସିୟାଲି ଏହାର କୌଣସି ଘୋଷଣା କରାଯାଇ ନ ଥିବା ବେଳେ ଏଏନ୍ଆଇ…
ବିଦ୍ୟୁତ୍ତାରରେ ଲାଗିଥିଲା ପକ୍ଷୀ, ଏମିତି ଉଦ୍ଧାର କଲା ହେଲିକପ୍ଟର
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ ମଧ୍ୟରୁ କିଛି ଭିଡିଓ ଚକିତ କରିଦେବା ପରି ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏକ ବିଜୁଳିତାରରେ ପକ୍ଷୀଟିଏ ଫସିଯାଇଛି। ଏହି ପକ୍ଷୀକୁ ବଞ୍ଚାଇବା…
ଜଳସଙ୍କଟ, ଶିଳ୍ପ ପ୍ରଦୂଷଣ ବଢୁଛି
କେନ୍ଦ୍ରାପଡ଼ା ଅଫିସ, ୪।୯: ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ଉପରେ ବିପଦ ଘନେଇ ଆସୁଛି। ମଧୁର ଜଳ ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏଥିପାଇଁ କାରଣ ସାଜିଛି। କେବଳ ବ୍ରାହ୍ମଣୀ ନଦୀରୁ ଶିଳ୍ପ ଓ ଖଣି ପାଇଁ ବର୍ଷକୁ ୮୬.୨୬…
ସଙ୍ଗଠନ ଆଳରେ ବିଦ୍ୱେଷଭାବ ସୃଷ୍ଟି କରୁଥିଲେ ମାନସ
ଖୋର୍ଦ୍ଧା ଅଫିସ,୪।୯: ବେଗୁନିଆ ଥାନା ଅଧୀନ ଅଭିମାନପୁରର ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କୁ ଗୁରୁବାର ପୋଲିସ ଗିରଫ କରଛି। ସେହିପରି କଡ଼ବ ଗ୍ରାମର ମାଗୁଣି ନାଏକ ଏବଂ…
ଟ୍ରାଫିକ୍ରେ ଅଟକିଲା କାର୍, ଛାତ ଉପରେ ଚଢ଼ି ଡ୍ୟାନ୍ସ କଲେ ଯୁବତୀ, ଆଉ ତା’ ପରେ…
ଏକ କାର୍ ଛାତ ଉପରେ ଚଢ଼ି ଜଣେ ଯୁବତୀ ଡ୍ୟାନ୍ସ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଯୁବତୀଙ୍କ ଏପରି ଅଜବ କାଣ୍ଡ ଦେଖି ଡ୍ରାଇଭର ତାଙ୍କ ଗୋଡ଼ରେ ପିଟିଥିଲେ। ପରେ ଯୁବତୀ ଜଣକ କାର୍ର ଅପରପାର୍ଶ୍ୱକୁ ଯାଇ ହାତ ଯୋଡ଼ି…
ବ୍ରାଉନ୍ସୁଗାର କାରବାର: ଖୋର୍ଦ୍ଧାର ବିଟେକ୍ ଛାତ୍ରଙ୍କୁ ବାନ୍ଧିଲା ଏସ୍ଟିଏଫ୍
ଖୋର୍ଦ୍ଧା ଅଫିସ,୪।୯ : ଖୋର୍ଦ୍ଧା ପାଲଟିଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ। ଯେତିକି ଧରପଗଡ ଚାଲିଛି, ସେତିକି କାରବାର ବଢିଚାଲିଛି। ବାଲେଶ୍ବର ଜଳେଶ୍ବରଠାରୁ ଚେର ଖୋର୍ଦ୍ଧା ପର୍ଯ୍ୟନ୍ତ ଲମ୍ବିଛି। ଏଠାରୁ ଜିଲାର ବିଭିନ୍ନ ଗ୍ରାମକୁ ବ୍ରାଉନସୁଗାର ପଠାଯାଉଛି। ବାରମ୍ବାର ଏସ୍ଟିଏଫ୍ ପକ୍ଷରୁ ଧରପଗଡ ସତ୍ତ୍ବେ…
Archives


