Home Left

ପୂଜାରାଙ୍କୁ ଦେଖି ଇଂଲଣ୍ଡ ବୋଲରଙ୍କୁ ଆସିଲା ରାଗ, କଲେ ଲଜ୍ଜାଜନକ କାମ, ଦେଖନ୍ତୁ ଭିଡିଓ

ଓଭାଲ,୫।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଭାରତ ଏକ ଦୃଢ ସ୍ଥିତିରେ ରହିଛି। ରୋହିତ ଶର୍ମା, କେଏଲ ରାହୁଲ ଏବଂ ଚେତେଶ୍ୱର ପୂଜାରାଙ୍କ ଜବରଦସ୍ତ ବ୍ୟାଟିଂ ଫଳରେ ଭାରତ ଦ୍ୱିତୀୟ ଇନିଂସରେ ୩ ଉଇକେଟ୍‌ ହରାଇ ୨୭୦…

ରୋଜଗାର ଟଙ୍କା ଅନାଥାଶ୍ରମକୁ ଦେଇଥିଲି: କଣ୍ଠଶିଳ୍ପୀ ସଞ୍ଜିତା ମିଶ୍ର

ଭୁବନେଶ୍ୱରସ୍ଥ ଲକ୍ଷ୍ମୀସାଗରରେ ମୋ ଜନ୍ମ। ହରିହର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ବିଜେବି କଲେଜରେ ଯୁକ୍ତ ଦୁଇ ପଢିଥିଲି। ସେତେବେଳେ ମୋ ବାପା ଡ. ବିଜୟ କୁମାର ମିଶ୍ର ବିଜେବି କଲେଜର ପ୍ରିନ୍ସିପାଲ୍‌ ଥାନ୍ତି। ହେଲେ ଚାକିରି କ୍ଷେତ୍ରରେ ତାଙ୍କର…

ନନ୍ଦ ମାଷ୍ଟ୍ରେଙ୍କ ଚାଟଶାଳୀ

ଜୀବନର ଅପରାହ୍ନରେ ସେ ଉପନୀତ। ତଥାପି ବଞ୍ଚେଇ ରଖିଛନ୍ତି ଗାଁ ଚାଟଶାଳୀକୁ। କିନ୍ତୁ ଶିକ୍ଷା କ୍ଷେତ୍ରରେ ସେବା ଓ ତ୍ୟାଗ ପାଇଁ ତାଙ୍କୁ ମିଳିଛି ଦେଶର ସମ୍ମାନଜନକ ଉପାଧି ପଦ୍ମଶ୍ରୀ ପୁରସ୍କାର। ସେହି ବିରଳ ବ୍ୟକ୍ତି ହେଲେ ପଦ୍ମଶ୍ରୀ ନନ୍ଦ କିଶୋର…

ନମାମୀ ଗୁରୁ

କୁହାଯାଏ ଜ୍ଞାନଠୁ ବଡ଼ ଦାନ ନାହିଁ। ଆଉ ଗୁରୁଙ୍କଠୁ ବଡ଼ କେହି ଦାନୀ ନାହିଁ। ସେ ହେଉଛନ୍ତି ଏକ ପଥ ଯେ ନିଜେ ସ୍ଥିର ରହି ଅନ୍ୟକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାନ୍ତି। ତ୍ୟାଗ ତାଙ୍କର ଅନନ୍ୟ। ସେ ନିଜକୁ ଜାଳି ଜ୍ଞାନର…

ଏମିତି ଜେଲ୍‌, ଯେଉଁଠି ନିରକ୍ଷର କଏଦୀଙ୍କୁ ପଢ଼ାଯାଏ ପାଠ

ଜେଲ୍‌ ନାଁ ଶୁଣିଲେ ମନକୁ ଆପଣାଛାଏଁ ଆସିଯାଏ କି ଏହା ଅପରାଧୀମାନଙ୍କ ପାଇଁ ସ୍ଥାନ। ମାତ୍ର ଉତ୍ତରପ୍ରଦେଶର ଫତେପୁର ଜିଲା କାରାଗାରରେ ଥିବା ବିଚାରାଧୀନ କଏଦୀମାନେ ପାଠ ପଢୁଛନ୍ତି। ଏମାନଙ୍କୁ ପଢ଼ାଉଛନ୍ତି ଜଣେ ଅପରାଧୀ। ଯିଏ କି ଜଣେ ଗ୍ରାଜୁଏଟ୍‌। ସାକ୍ଷରତା…

ଏସବୁ ୪୩ ସ୍ମାର୍ଟଫୋନରେ ଆଉ ଚାଲିବନି ହ୍ବାଟସ୍‌ଆପ୍‌…

ନୂଆଦିଲ୍ଲୀ,୫।୯: ନଭେମ୍ବର ୧ଠାରୁ ୪୩ଟି ସ୍ବାର୍ଟଫୋନ୍‌ରେ ଆଉ ହ୍ବାଟସ୍‌ ଆପ୍‌ ଚାଲିବନି। ହ୍ବାଟସ୍‌ ଆପ୍‌ ଲଗାତାର ପୁରୁଣା ଫୋନ୍‌ରେ ନିଜର ସପୋର୍ଟ ବନ୍ଦ କରିବାରେ ଲାଗିଛି। ଏସବୁ ସ୍ମାର୍ଟଫୋନ୍‌ ମଧ୍ୟରେ ଆଣ୍ଡ୍ରଏଡ୍‌ ଏବଂ ଆପଲ ଆଇଓଏସ୍‌ ସ୍ମାର୍ଟଫୋନ୍‌ ରହିଛି। ଏଣିକି ଆଣ୍ଡ୍ରଏଡ୍‌…

ଘରେ ଅବା କାର୍ଯ୍ୟାଳୟରେ ବାସ୍ତୁଦୋଷ ଅଛି କି? ଗଣେଶଙ୍କ ଫଟୋକୁ ଏପରି ରଖିଲେ…

ସବୁ ବିପଦର ମୁକ୍ତି ଦାତା ହେଉଛନ୍ତି ଗଣେଶ । ସେଥିପାଇଁ ତାଙ୍କୁ ବିଘ୍ନ ବିନାଶକ କୁହାଯାଇଥାଏ। ତେବେ ଘରେ ହେଉ ଅବା କାର୍ଯ୍ୟାଳୟରେ ଯଦି କିଛି ବାସ୍ତୁଦୋଷ ଥାଏ, ତା’ହେଲେ ପ୍ରଭୁଙ୍କର ପ୍ରତିମା ହେଉ ଅବା ଫଟୋକୁ କିପରି ରଖିଲେ ସମସ୍ୟାର…

ସନ୍ତାନ ପ୍ରସବ ସମୟରେ ବାହାରକୁ ବାହାରିଆସିଲା ମହିଳାଙ୍କ ଗର୍ଭାଶୟ, ଆଉ ତା’ ପରେ…

ସନ୍ତାନ ପ୍ରସବ କରିବା ଜଣେ ମା’ ପାଇଁ କେତେ କଷ୍ଟ ତାହା କେବଳ ଜଣେ ମା ହିଁ କହିପାରିବେ। ଏମିତି ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି। ସନ୍ତାନ ପ୍ରସବ ସମୟରେ ଏକ ଭୟାନକ ପରିସ୍ଥିତିର ସାମ୍ନା କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଜଣେ…

ଯୁଗେ ଯୁଗେ ଗୁରୁ ପୂଜ୍ୟ: ଜୀବନରେ ଗୁରୁଙ୍କ ଭୂମିକାକୁ ନେଇ କ’ଣ କୁହନ୍ତି ଏମାନେ…

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର…। କୁହାଯାଏ ଭଗବାନ ଓ ଗୁରୁ ସମ୍ମୁଖରେ ଥିଲେ ପ୍ରଥମେ ଗୁରୁଙ୍କୁ ପ୍ରଣାମ କରାଯାଏ। କାରଣ ଗୁରୁ ହିଁ ଆମକୁ ଈଶ୍ୱରଙ୍କ ସହ ପରିଚିତ କରାଇଥାନ୍ତି। ତେଣୁ ଯୁଗେ ଯୁଗେ ଗୁରୁଙ୍କ ସ୍ଥାନ ସ୍ବତନ୍ତ୍ର।…

ବସ୍‌ ବିସ୍ଫୋରଣରେ ୩ ସୁରକ୍ଷାକର୍ମୀ ମୃତ, ୨୦ରୁ ଅଧିକ ଆହତ…

କ୍ୱେଟା,୫।୯: ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାରେ ରବିବାର ସକାଳେ ଏକ ବସ୍‌ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୩ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହେବା ସହିତ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ଉଦ୍ଧାର କରି ଚିକିିତ୍ସା…

ଭ୍ରୂଣହତ୍ୟା ତଦନ୍ତରେ ଫସିଲେ ନକଲି ଡାକ୍ତର: ଡାକ୍ତରୀ ପାଠ ନ ପଢ଼ି…

ନୟାଗଡ଼ ଅଫିସ,୫।୯: ନୟାଗଡ଼ ଜିଲାରେ ଭ୍ରୂଣହତ୍ୟା ଘଟଣା ୨ୟ ଥର ସାମ୍‌ନାକୁ ଆସିବା ପରେ ପ୍ରଶାସନର ନିଦ ହଜିଯାଇଛି । ଏହି ଘଟଣାରେ ପ୍ରଶାସନର ପ୍ରାଥମିକ ତଦନ୍ତରେ ଅଟକ ଥିବା ଅପାଠୁଆ ନକଲି ଡାକ୍ତର ବିଶ୍ୱନାଥ ଘଡ଼େଇଙ୍କୁ ଶନିବାର ନୟାଗଡ଼ ଟାଉନ…

ଦଳୀୟ ଅଫିସ୍‌ ପାଇଁ ଜମି ହିସାବ ଦେଲେ ସରକାର

ଭୁବନେଶ୍ୱର,୫ା୯(ବ୍ୟୁରେ): ରାଜଧାନୀରେ ଦଳୀୟ କାର୍ଯ୍ୟାଳୟ ସ୍ଥାପନ ପାଇଁ ୧୯୬୪ରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଏକର ପିଛା ୧୦ ହଜାର ଟଙ୍କା ହିସାବରେ ୫ ହଜାର ଟଙ୍କା ମୂଲ୍ୟରେ ୫୦୦ ଡିସିମିଲ, ୧୯୯୨ରେ ସିପିଏଆଇଏମ୍‌ ଏକର ପିଛା ୧ ଲକ୍ଷ ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri