Home Left

ମାଗଣାରେ ଦେଖି ପାରିବେ ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମ

ଫିଲ୍ମ ପୁଷ୍ପାର ହିନ୍ଦୀ ଡବିଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ସାଉଥର ଷ୍ଟାର ଅଲ୍ଲୁ ଅର୍ଜୁନ ସମସ୍ତଙ୍କର ପ୍ରିୟ । ତାଙ୍କର ଫ୍ୟାନ ଫଲୋର୍ସ ସଂଖ୍ୟା ମଧ୍ୟ ଖୁବ ଅଧିକ । ସେଥିମଧ୍ୟରୁ ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ଡାଏଲଗ, ଗୀତ ଓ…

ଶରୀରରେ ୩ ମାସ ରହିଥିଲା ଗୁଳି, ଜାଣି ପାରିଲେନି ମହିଳା

ଜେରୁଜେଲମ୍‌,୨୩ା୧: ବନ୍ଧୁକର ଗୁଳି ଅଧିକାଂଶ ଲୋକଙ୍କ ଜୀବନ ନେଇଥାଏ। ମାତ୍ର ଯଦି ଜଣଙ୍କ ଶରୀରରେ ଗୁଳି ରହିବା ପରେ ବି ସେ ଜାଣି ପାରି ନ ଥିଲେ ତାହା ନିଶ୍ଚିତ ଆଶ୍ଚର୍ଯ୍ୟଜନକ। ଇସ୍ରାଏଲର ଜଣେ ମହିଳାଙ୍କ ସହିତ ଏପରି ଘଟିଛି। ବାସ୍ତବରେ…

ରାଜ୍ୟପାଳଙ୍କ ଟୁଇଟର ଆକାଉଣ୍ଟ୍‌ ହ୍ୟାକ୍‌…

ଜୟପୁର, ୨୩।୧ : ରବିବାର ସକାଳେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ରଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା। ରବିବାର ସକାଳ ୧୧ଟା ୨୮ରେ ରାଜ୍ୟପାଳଙ୍କ ଟୁଇଟର ହ୍ୟାଣ୍ଡେଲରୁ ଆରବୀୟ ଭାଷାରେ ଏହି ଟୁଇଟ କରାଯାଇଛି। ଏହା ସହିତ ଏକ ଇମୋଟିକନ ମଧ୍ୟ…

ମାର୍ଚ୍ଚ ୨୭ରୁ ଆଇପିଏଲ୍‌-୧୫; ଭେନ୍ୟୁ ମଧ୍ୟରେ ଭାରତ ପଛକୁ ଦ୍ୱିତୀୟରେ ଦକ୍ଷିଣ ଆଫ୍ରିକା

ମୁମ୍ବାଇ,୨୩।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ। ସମ୍ଭବତଃ ୬୦ ଦିନ ଧରି ଚାଲିବାକୁ ଥିବା ଇଭେଣ୍ଟ ଭାରତ ନ ହେଲେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇପାରେ। ତେବେ ଏହା ଉପରେ…

ଗୋଟିଏ ଆଇଟମ୍‌ ଗୀତ ପାଇଁ ସନି ଲିଓନି ନିଅନ୍ତି ଏତିକି ଟଙ୍କା

ମୁମ୍ବାଇ: ବଲିଉଡ୍‌ରେ ଆଇଟମ୍‌ ଗୀତ ଆଜିକାଲି ପ୍ରାୟ ପ୍ରତ୍ୟେକ ଫିଲ୍ମରେ ରଖାଯାଉଛି। ଅନେକ ଫିଲ୍ମରେ ଦର୍ଶକଙ୍କ ପସନ୍ଦକୁ ଧ୍ୟାନରେ ରଖି ଡ୍ୟାନ୍ସଗୁଡ଼ିକର ଶୁଟିଂ କରାଯାଇଥାଏ। ଯଦିଓ ଏହା ଆବଶ୍ୟକ ନୁହେଁ। ଏଭଳି ପରିସ୍ଥିତିରେ ଅଭିନେତ୍ରୀମାନେ ଏକ ଆଇଟମ୍‌ ନମ୍ବର ଗୀତ ପାଇଁ…

କମିନି ଟେଷ୍ଟିଂ, କମୁଛି ସଂକ୍ରମଣ

ଭୁବନେଶ୍ୱର,୨୩।୧(ବ୍ୟୁରୋ): କରୋନା ସଂକ୍ରମଣ ଧୀରେଧୀରେ କମିବା ଆରମ୍ଭ ହୋଇଛି । ଗତ ୧୨ ତାରିଖଠାରୁ ସଂକ୍ରମଣ କମିବା ଆରମ୍ଭ କରିଛି । କିନ୍ତୁ ଟେଷ୍ଟିଂ ସଂଖ୍ୟା କମିନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ ଆହୁରି ମଧ୍ୟ…

ସାଧାରଣତନ୍ତ୍ର ଦିବସରେ ମୋ ଉଚ୍ଚତାଠୁ ବଡ଼ ଟ୍ରଫି ପାଇଥିଲି: ସୂର୍ଯ୍ୟମୟୀ ମହାପାତ୍ର…

ସେ ଚ୍ୟାଲେଞ୍ଜ ନେବାକୁ ପସନ୍ଦ କରନ୍ତି। ବିଉଟି ଅପେକ୍ଷା ଟ୍ୟାଲେଣ୍ଟକୁ ବେଶି ଗୁରୁତ୍ୱ ଦିଅନ୍ତି। ସମସ୍ତଙ୍କ ମନରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡିବାକୁ ଚାହାନ୍ତି, ଯାହାକି ତାଙ୍କ ଭିନ୍ନ ସ୍ବାଦର ଚଳଚ୍ଚିତ୍ର ତଥା ସିମ୍‌ଲା ଫିଲ୍ମ ଫେଷ୍ଟିଭାଲ୍‌ରେ ବେଷ୍ଟ ଫିଚର…

କାହିଁକି ମା’ ହେବା ପାଇଁ ସରୋଗେସି ରାସ୍ତା ବାଛିଥିଲେ ପ୍ରିୟଙ୍କା…

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସରୋଗେସି ଜରିଆରେ ମା’ ହୋଇଛନ୍ତି। ଏ ନେଇ ସେ ନିଜେ ସୋସିଆଲ ମିଡିଆ ସୂଚନା ଦେଇଥିଲେ। ହେଲେ ନିକ୍‌ ଜୋନାସ କି ପ୍ରିଆଙ୍କା ଜଣାଇ ନ ଥିଲେ ତାଙ୍କର ପୂଅ ହୋଇଛି କି ଝିଅ।…

ବିନା ଡ୍ରେସ୍‌ରେ ପୋଜ୍‌ ଦେଇଥିବା ଏହି କୁନି ଶିଶୁ ଆଜି ବଲିଉଡ୍‌ର ସୁପରଷ୍ଟାର

ମୁମ୍ବାଇ: ଆଜିକାଲି ବଲିଉଡ୍‌ ସେଲିବ୍ରିଟିମାନଙ୍କର ପିଲାଦିନର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ସେମାନଙ୍କର ପ୍ରିୟ ଷ୍ଟାରମାଙ୍କର ପିଲାଦିନର ଫଟୋ ଦେଖିବାକୁ ଭଲ ପାଆନ୍ତି। ସୋସିଆଲ ମିଡିଆରେ ଏହିପରି ଗୋଟିଏ ଫଟୋ ପୁଣି ଥରେ ସାମ୍ନାକୁ…

ଲାଇନ୍‌ରେ ଛିଡ଼ା ହୋଇ ଦିନକୁ ୧୬ ହଜାର ରୋଜଗାର କରୁଛନ୍ତି ଏହି ଯୁବକ, କିପରି ଜାଣିଲେ…

ଟଙ୍କା ରୋଜଗାର ପାଇଁ ଲୋକମାନେ କିଛି ବି କରିପାରନ୍ତି। ସେଭଳି ଜଣେ ବ୍ୟକ୍ତି ଏବେ ଧାଡ଼ିରେ ଛିଡ଼ା ହୋଇ ମାସକୁ ୧୬ହଜାର ରୋଜଗାର କରୁଛନ୍ତି। ଦିନକରୁ କିଛି ସମୟ କାଢ଼ି ସେ ଏପରି କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ।…

ଆଗ ଦାବି ପୂରଣ କର, ନଚେତ୍‌ ଭୋଟ ବର୍ଜନ

ଦେବଗଡ଼,୨୩ା୧(ଡି.ଏନ୍‌.ଏ): ଦାବି ପୂରଣ ହେଉ ନ ଥିବାରୁ ଦେବଗଡ଼ ଜିଲା ତିଲେଇବଣି ବ୍ଲକ ପାଳକୁଦ ପଞ୍ଚାୟତବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେବଗଡ଼ ଜିଲା ସଦର ମହକୁମାରେ ସ୍ଥାପିତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) କାର୍ଯ୍ୟାଳୟକୁ ତିଲେଇବଣି ସ୍ଥାନାନ୍ତର,…

ଶଙ୍ଖ ଧରିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର,୨୩।୧(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ଗୁମ୍ମା ବ୍ଲକର ପୂର୍ବତନ ଅଧ୍ୟକ୍ଷା ମରିୟମ ରଇତ ଭାଜପା ଛାଡି ରବିବାର ବିଜେଡିରେ ଯୋଗ ଦେଇଛନ୍ତି । ମରିୟମଙ୍କ ସହିତ ତାଙ୍କ ସମର୍ଥକ ଦେବଚନ୍ଦ୍ର ପ୍ରଧାନ ଏବଂ ଅନ୍ୟମାନେ ଶଙ୍ଖ ଧରିଛନ୍ତି । ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?