ଅପେକ୍ଷାର ହେବ ଅନ୍ତ: ଦେଶକୁ ମିଳିବ ଗୋଟିଏ ଡୋଜ ବାଲା ଟିକା!
ନୂଆଦିଲ୍ଲୀ,୧୦ ।୯: କରୋନା ଭାଇରସଠାରୁ ଦୂରେଇ ରହିବାକୁ ଏବେ ସମସ୍ତେ ଗୋଟିଏ ଡୋଜ୍ ବାଲା ଭ୍ୟାକ୍ସିନକୁ ଅପେକ୍ଷା ରଖିଛନ୍ତି । ହେଲେ ଖୁବଶୀଘ୍ର ଏହାର ଅନ୍ତ ଘଟିବ ବୋଲି ଜଣାପଡିଛି । ଆସନ୍ତା ମାସରେ ଦେଶରେ ଏହା ଉପଲବ୍ଧ ହେବ ବୋଲି…
ଦୁଇଟି ବିବାହ କରିବାକୁ ଗଣେଶଙ୍କୁ ମିଳିଥିଲା ଅଭିଶାପ, ଜାଣନ୍ତୁ କାହିଁକି
ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିଘ୍ନରାଜଙ୍କୁ ପୂଜା କରାଯାଇଥାଏ। ଚଳିତବର୍ଷ ସେପ୍ଟେମ୍ବର ୧୦ରେ ପୂଜା ପାଇବେ ପ୍ରଭୁ ଗଜାନନ। ଗଣେଶଙ୍କୁ ଅଗ୍ରପୂଜ୍ୟ କୁହାଯାଏ। କାରଣ ସବୁ ପୂଜାରେ ଆଗେ ଗଣେଶଙ୍କୁ ପୂଜା କରାଯାଏ। ଏହିଦିନ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ…
ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ: ଜାଣନ୍ତୁ କେଉଁଠି, କେମିତି ଦେଖିପାରିବେ ମ୍ୟାଚ୍
ମାଞ୍ଚେଷ୍ଟର,୧୦।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ମ୍ୟାଚ ସେପ୍ଟେମ୍ବର ୧୦ଠାରୁ ମାଞ୍ଚେଷ୍ଟରରେ ଖେଳାଯିବ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ଅଛି। ବର୍ଷା ହେତୁ ପ୍ରଥମ ମ୍ୟାଚ ଡ୍ର ହୋଇଥିଲା। ଏଭଳି ପରିସ୍ଥିତିରେ ସମସ୍ତଙ୍କ ନଜର…
ଏହାକୁ ଶୋଇବା ଘରେ ରଖିଲେ ସୁଖମୟ ହେବ ଦାମ୍ପତ୍ୟ ଜୀବନ
ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ଭାବରେ ବିବେଚନା କରାଯାଏ। ବାସ୍ତୁର କେତେକ ନିୟମ ସୂର୍ଯ୍ୟ କିରଣ ଉପରେ ଆଧାରିତ। ଯଦି କୌଣସି ସ୍ଥାନ ଶକ୍ତିହୀନ ଥାଏ, ତେବେ ଏହା ସୂର୍ଯ୍ୟଙ୍କ କିରଣ ଦ୍ୱାରା ଶକ୍ତିଶାଳୀ ହୋଇପାରିବ। ବାସ୍ତୁରେ କ୍ରିଷ୍ଟାଲ ବହୁତ ଗୁରୁତ୍ୱପୂର୍ଣ୍ଣ। ବାସ୍ତବ…
ମାଞ୍ଚେଷ୍ଟର ଟେଷ୍ଟ ଉପରୁ ହଟିଲା ପ୍ରଶ୍ନବାଚୀ
ମାଞ୍ଚେଷ୍ଟର,୧୦।୯: ସପୋର୍ଟ ଷ୍ଟାଫଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଟିମ୍ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କ ଟେଷ୍ଟ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏଥି ଯୋଗୁ ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡଠାରେ ଶୁକ୍ରବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ…
ଆଖୁ ପାଇଁ ପଞ୍ଜାବ-ହରିୟାଣା ମୁହାଁମୁହିଁ
ଚଣ୍ଡିଗଡ଼,୧୦।୯: ଆଖୁ ମୂଲ୍ୟ ବୃଦ୍ଧିକୁ ନେଇ ମୁହାଁମୁହିଁ ହୋଇଛନ୍ତି ପଞ୍ଜାବ ଓ ହରିୟାଣା ସରକାର। ହରିୟାଣାରେ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନ ତେଜୁଥିବା ବେଳେ ଭାଜପା ଓ ଜେଜେପି ସରକାର ବାଜି ମାରି ନେଇଛନ୍ତି। ପଞ୍ଜାବରେ ପୂର୍ବରୁ କୁଇଣ୍ଟାଲ ପିଛା…
ରାଜ୍ୟ ସାରା ବୁଲିିବୁଲି ଲୁଟୁଥିଲେ
ଝାରସୁଗୁଡ଼ା ଅଫିସ,୯ା୯: ଝାରସୁଗଡ଼ା ପୋଲିସ ୨ ଆନ୍ତଃ ଜିଲା ଲୁଟେରାଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜଗତ୍ସିଂହପୁର ଜିଲା ଏରସମା ଥାନା ବତୀଗାଁର ବିକ୍ରମ ବିଶ୍ୱାଳ(୩୫) ଓ ଢେଙ୍କାନାଳ ଚାନ୍ଦମାରୀ ସାହିର ଅଜୟ ବେହେରା(୪୬)। ଏମାନଙ୍କ…
ରାସ୍ତାରେ ବୁଲିଲା ହାତୀ
ଚିତ୍ରଡା,୯।୯(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ରାସଗୋବିନ୍ଦପୁର ରେଞ୍ଜକୁ ପ୍ରବେଶ କରି ଆତଙ୍କ ଖେଳାଇଛି ଏକ ଝାଡ଼ଖଣ୍ଡୀ ହାତୀ। ରାତି ପ୍ରାୟ ୯ଟାରେ ହାତୀଟି ଚିତ୍ରଡା ଅଞ୍ଚଳର ଗାଁରେ ଏଣେତେଣେ ବୁଲିଥିଲା। ବନ କର୍ମଚାରୀ ଘଉଡାଇବାରେ ବିଫଳ ହେବାରୁ ଅଞ୍ଚଳବାସୀ…
ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ
ଭୁବନେଶ୍ୱର,୯।୯: ଓଡ଼ିଶା ସିଭିଲି ସର୍ଭିସ-୨୦୧୯ ମେନ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ଏନେଇ ଲୋକସେବା ଆୟୋଗ(ଓପିଏସସି)ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୩୦୭ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ଆସନ୍ତା ୨୨ତାରିଖରୁ ଡକ୍ୟୁମେଣ୍ଟ ଯାଞ୍ଚ ଓ…
ମାଞ୍ଚେଷ୍ଟର ଟେଷ୍ଟ ହେବ ନା ନାହିଁ
ମାଞ୍ଚେଷ୍ଟର,୯।୯: ଭାରତୀୟ ଦଳର ସପୋର୍ଟ ଷ୍ଟାଫଙ୍କ ଆରଟିପିସଆର ରିପୋର୍ଟ ପଜିଟିଭ ଆସିବା ପରେ ସିରିଜ୍ର ୫ମ ତଥା ଅନ୍ତିମ ଟେଷ୍ଟ ଅନିଶ୍ଚିତତାରେ ଘେରି ହୋଇଯାଇଛି। ଏହା ଉପରେ ମତ ରଖିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ”ବର୍ତ୍ତମାନ ୫ମ ଟେଷ୍ଟ ଖେଳାଯିବ…
ଭାରତଠାରୁ ଓ୍ବାକ ଓଭର ଚାହୁଁଛି ଇଂଲଣ୍ଡ
ମାଞ୍ଚେଷ୍ଟର,୯।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଛି ୫ମ ତଥା ଅନ୍ତିମ ଟେଷ୍ଟ। କିନ୍ତୁ ଭାରତୀୟ ଦଳର ସପୋର୍ଟ ଷ୍ଟାଫ ଆରଟିପିସଆର ରିପୋର୍ଟ ପଜିଟିଭ ଆସିବା ପରେ ସିରିଜ୍ର ଅନ୍ତିମ ମ୍ୟାଚ୍ରେ…
ବଢୁଛି ସଂକ୍ରମଣ, ଚିନ୍ତାରେ ଅଭିଭାବକ
ଭୁବନେଶ୍ୱର,୯।୯(ବ୍ୟୁରୋ) ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ହଜାରେ ତଳକୁ ରହୁଥିବା ବେଳେ, ପିଲାଙ୍କ ସଂକ୍ରମଣ ଚିନ୍ତା ବଢାଇବାରେ ଲାଗିଛି। ଦୈନିକ ଶହେରୁ ଊର୍ଦ୍ଧ୍ୱ ଶିଶୁ ଓ କିଶୋର ଚିହ୍ନଟ ହେଉଛନ୍ତି। ବୁଧବାର ରାଜ୍ୟରୁ ୧୮ବର୍ଷରୁ କମ୍ ୧୦୨ଜଣ ସଂକ୍ରମିତ ହୋଇଥିବାବେଳେ ଗତ…
Archives


