Home Left

ଏହି ୨ ଶସ୍ତା ପ୍ଲାନ ବନ୍ଦ କଲା ଜିଓ; ମିଳୁଥିଲା ଏଭଳି ସୁବିଧା

ନୂଆଦିଲ୍ଲୀ,୯।୯: ରିଲାଏନ୍ସ ଜିଓ ନିଜର ଦୁଇଟି ଶସ୍ତା ପ୍ଲାନ ବନ୍ଦ କରିଛି। କମ୍ପାନୀର ଏହି ରିଚାର୍ଜ ପ୍ଲାନ ୩୯ ଏବଂ ୬୯ ଟଙ୍କାର ବୋଲି ଜଣାପଡ଼ିଛି। ଉଭୟ ଜିଓ ଫୋନର ରିଚାର୍ଜ ପ୍ଲାନ। କିଛି ମାସ ପୂର୍ବରୁ ଜିଓ ଫୋନ୍‌ର ଅନେକ…

ବିଦେଶୀଙ୍କୁ ଦେଶଛାଡ଼ିବାକୁ ଅନୁମତି ଦେଲା ତାଲିବାନ୍‌

କାବୁଲ,୯।୯: ଆଫଗାନିସ୍ତାନର ଅନ୍ତରୀଣ ସରକାର(ତାଲିବାନ୍‌) ଗୁରୁବାର ୨୦୦ ବିଦେଶୀଙ୍କୁ ଦେଶ ଛାଡ଼ିବାକୁ ଅନୁମତି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଆମେରିକୀୟ ଅଛନ୍ତି। କାବୁଲ ବିମାନବନ୍ଦରରୁ ସେମାନେ ନିଜ ନିଜ ଦେଶକୁ ଯିବା ପାଇଁ ବାହାରିଛନ୍ତି। ଏନେଇ ଆମେରିକାର ଜଣେ ଅଧିକାରୀ ସୂଚନା…

ସାଉଥ୍‌ଷ୍ଟାରଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଚାହୁଁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାନାୱତ ଏବେ ତାଙ୍କ ଫିଲ୍ମ ‘ଥଲାଇବି’ ପାଇଁ ପୂରା ବ୍ୟସ୍ତ ଅଛନ୍ତି । ସେପ୍ଟେମ୍ବର ୧୦ରେ ଫିଲ୍ମଟି ରିଲିଜ୍ ହେବାକୁ ଯାଉଥିବା ବେଳେ ଏଥିରେ କଙ୍ଗନାଙ୍କ ଅଭିନୟ ସମସ୍ତଙ୍କୁ ଚକିତ କରିବ ବୋଲି କୁହାଯାଉଛି ।…

ରିଲିଜ ହେଲା ଫିଲ୍ମ ଅନ୍ତିମ୍‌ର ପ୍ରଥମ ଗୀତ

ମୁମ୍ବାଇ : ବଲିଉଡ ଅଭିନେତା ତଥା ଦବଙ୍ଗ ଖାନ ସଲମାନଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ର ପ୍ରଥମ ଗୀତ ବିଘ୍ନହର୍ତ୍ତା ରିଲିଜ୍‌ ହୋଇଛି। ଗଣେଶ ପୂଜାକୁ ଦୃଷ୍ଟିରେ ରଖି ଏହି ଗୀତଟିକୁ ରିଲିଜ କରାଯାଇଛି। ଦର୍ଶକ ଏହାକୁ ଖୁବ୍‌…

ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଲେ ନାହିଁ ଡୁପ୍ଲେସି, ତାହିର

ଜୋହାନ୍ସବର୍ଗ,୯।୯: ଆସନ୍ତା ଅକ୍ଟୋବରରେ ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଘୋଷିତ ଦକ୍ଷିଣ ଆଫ୍ରିକା ଦଳରୁ ବାଦ୍‌ ପଡ଼ିଛନ୍ତି ସିନିୟର ବ୍ୟାଟ୍ସମ୍ୟାନ ଫାଫ ଡୁପ୍ଲେସି। ତାଙ୍କ ଭଳି ଅଭିଜ୍ଞ ଲେଗ୍‌ ସ୍ପିନର ଇମ୍ରାନ ତାହିର ଓ ଅଲରାଉଣ୍ଡର କ୍ରିସ ମୋରିସଙ୍କୁ…

ଜନ୍ମଦିନର ଦିନକ ପୂର୍ବରୁ ମା’ଙ୍କୁ ହରାଇ ଭାଙ୍ଗି ପଡ଼ିଲେ ଅକ୍ଷୟ

ମୁମ୍ବାଇ,୯।୯: ବଲିଉଡର ଖିଲାଡ଼ି ଅକ୍ଷୟ କୁମାର ଗୁରୁବାର ୫୪ତମ ବର୍ଷରେ ପାଦ ଦେଇଛନ୍ତି। ଜନ୍ମଦିନର ଦିନକ ପୂର୍ବରୁ ମା’ଙ୍କୁ ହରାଇଥିବା ଅକ୍ଷୟ ଏବେ ଭାଙ୍ଗି ପଡ଼ିଛନ୍ତି। ମା’ଙ୍କୁ ମନେ ପକାଇ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଅକ୍ଷୟ। କ୍ୟାପଶନରେ ଲେଖିଛନ୍ତି,…

ମାଞ୍ଚେଷ୍ଟର ଟେଷ୍ଟ ଉପରେ କଳା ବାଦଲ

ମୁମ୍ବାଇ,୯।୯: ଜଣଙ୍କ ପରେ ଜଣେ ଭାରତୀୟ ଦଳର ସପୋର୍ଟ ଷ୍ଟାଫଙ୍କ ଆରଟିପିସିଆର୍‌ ରିପୋର୍ଟ ପଜିଟିଭ ଆସିଛି। ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ପରେ ଟିମ୍‌ ଇଣ୍ଡିଆର ଜଣେ ଆସିଷ୍ଟାଣ୍ଟ ଫିଜିଓଥେରାପିଷ୍ଟ ଯୋଗେଶ ପର୍ମାର କୋଭିଡ୍‌-୧୯ରେ ସଂକ୍ରମିତ ହୋଇଛନ୍ତି। ଏଥି ଯୋଗୁ ଇଂଲଣ୍ଡ…

‘ଉଡାଣ’ ଯୋଜନାରେ ଉତ୍ତର ପ୍ରଦେଶ କୁଶିନଗର ସମେତ ୪ ସହରରେ ହେବ ବିମାନ ବନ୍ଦର: ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୯ ।୯: କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ତାଙ୍କ ମନ୍ତ୍ରଣ।।ଳୟର ଯୋଜନା ଓ କାର୍ଯ୍ୟକୁ ନେଇ ବଡ ଘୋଷଣା କରିଛନ୍ତି । ଦେଶରେ ୪ଟି ନୂଆ ବିମାନ ବନ୍ଦର ନିର୍ମାଣ ଓ ‘ଉଡାଣ’ ଯୋଜନାର ଅବଧି…

ବଲିଉଉଡ୍‌ର ଏହି ସବୁ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ଅକ୍ଷୟ କୁମାର: ସ୍ତ୍ରୀଙ୍କ ଥିଲା କଡ଼ା ନଜର

ସେପ୍ଟେମ୍ବର ୯ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର। କୌଣସି ଗଡ୍‌ଫାଦର ନଥାଇ ଅକ୍ଷୟ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିଥିଲେ। ଆଜି ତାଙ୍କର ପ୍ରାୟ ପ୍ରତ୍ୟେକ ଫିଲ୍ମ କୋଟି କୋଟି ଟଙ୍କା ଆୟ କରୁଛି। ସେ…

କରୋନା ଟିକା ନ ନେଲେ ହରାଇବାକୁ ପଡିବ ଚାକିରି

ଓଟାୱା,୯ ।୯: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏୟାର ଲାଇନ୍ସ ପକ୍ଷରୁ ଚେତାବନୀ ଜାରି କରାଯାଇଛି । କମ୍ପାନୀ କହିଛି ଯେଉଁ କର୍ମଚାରୀମାନେ ଏପର୍ଯ୍ୟନ୍ତ କରୋନା ଟିକା ନେଇ ନାହାନ୍ତି ସେମାନଙ୍କୁ ଚାକିରି ହରାଇବାକୁ ପଡିପାରେ । କିମ୍ବା ବିନା ଦରମାରେ…

ବର୍ଷେ ପୂର୍ବରୁ କଥା ଭିନ୍ନ ଥିଲା; ଏବେ ଟି-୨୦ ବିଶ୍ୱକପ୍‌ରେ ଭାରତ ପାଇଁ ଖେଳିବେ…

ନୂଆଦିଲ୍ଲୀ,୯।୯: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିଲାଗି ୧୫ ଜଣିଆ ସଦସ୍ୟ ଟିମ୍‌ରେ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ସ୍ଥାନ ପାଇଛନ୍ତି। ଏକ ବର୍ଷ ପୂର୍ବେ ସୂର୍ଯ୍ୟକୁମାରଙ୍କୁ ଭାରତୀୟ ଟିମ୍‌ରେ କେହି ଜାଣି ନ ଥିଲେ,…

ଫ୍ଲାଟରୁ ମିଳିଲା କଶ୍ମୀର ନେତାଙ୍କ ମୃତଦେହ

ନୂଆଦିଲ୍ଲୀ,୯।୯: ରାଜଧାନୀସ୍ଥିତ ମୋତି ନଗର ଅଞ୍ଚଳର ଏକ ଫ୍ଲାଟରୁ ଗୁରବାର ମିଳିଛି ଜମ୍ମୁ କଶ୍ମୀରର ନେତା ୱାଜିରଙ୍କ ମୃତଦେହ । ରହସ୍ୟମୟ ପରିସ୍ଥିତିରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାରୁ ହତ୍ୟା କରାଯାଇଥିବା କିଛି ରିପୋର୍ଟରେ ଦାବି କରାଯାଇଛି। ତେବେ ଏ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri