ବିନା ଡ୍ରେସ୍‌ରେ ପୋଜ୍‌ ଦେଇଥିବା ଏହି କୁନି ଶିଶୁ ଆଜି ବଲିଉଡ୍‌ର ସୁପରଷ୍ଟାର

ମୁମ୍ବାଇ: ଆଜିକାଲି ବଲିଉଡ୍‌ ସେଲିବ୍ରିଟିମାନଙ୍କର ପିଲାଦିନର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ସେମାନଙ୍କର ପ୍ରିୟ ଷ୍ଟାରମାଙ୍କର ପିଲାଦିନର ଫଟୋ ଦେଖିବାକୁ ଭଲ ପାଆନ୍ତି। ସୋସିଆଲ ମିଡିଆରେ ଏହିପରି ଗୋଟିଏ ଫଟୋ ପୁଣି ଥରେ ସାମ୍ନାକୁ ଆସିଛି, ଯାହାକୁ ଲୋକମାନେ ଚିହ୍ନିବାକୁ ଚେଷ୍ଟା କରୁଛନ୍ତି। କିଛି ଲୋକ ଫଟୋ ଦେଖିବା ପରେ ଏହି ସୁପରଷ୍ଟାରକୁ ଚିହ୍ନିବାକୁ ଯାଉଛନ୍ତି, କିଛି ଲୋକ ଚେଷ୍ଟା କରିବା ପରେ ମଧ୍ୟ ଚିହ୍ନିବାରେ ସକ୍ଷମ ହୋଇପାରୁନାହାନ୍ତି।

ଏବେ ସେମିତି ଜଣେ ସୁପରଷ୍ଟାରଙ୍କ ପିଲାଦିନର ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ ବିନା ଡ୍ରେସ୍‌ରେ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି। ଅଣ୍ଟାରେ ହାତ ଦେଇ ଏହି ପିଲାଟି କିପରି ଦେଖାଯାଉଛନ୍ତି ତାହା କହିଛନ୍ତି। ତେବେ ସୁପରଷ୍ଟାର ଥିବା ଏହି ପିଲା ଜଣକ କିଏ? ଆଉ ଅଧିକ ଦ୍ୱନ୍ଦ୍ୱରେ ନ ପକାଇ ଇଏ ହେଉଛନ୍ତି ଭାଇଜାନ ସଲମାନ ଖାନ୍‌। ଯେଉଁ ଫଟୋରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

ଫଟୋ ଦେଖି କେହି କେହି ସଞ୍ଜୟ ଦତ୍ତ କହୁଥିବାବେଳେ ଆଉ କେହି କେହି ଅମୀର ଖାନ ବୋଲି କହୁଛନ୍ତି। କିନ୍ତୁ ସଲମାନ ଖାନଙ୍କ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଷ୍ଟାରଙ୍କୁ ଚିହ୍ନି ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଜଲଙ୍କ ରୂପରେ ଏହି ଗୀତରେ ନାଚୁଛନ୍ତି କରଣ, ଭିଡିଓ ଭାଇରାଲ

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ସେ କହିଥିଲେ, ପିଲାମାନଙ୍କ ଉପରେ ତାଙ୍କର ପ୍ରଥମ ପୁସ୍ତକ ଲେଖିବାକୁ ଯାଉଛନ୍ତି। କରଣଙ୍କ...

ମହାତ୍ମା ଗାନ୍ଧୀଙ୍କ ବାୟୋପିକରେ ନଜର ଆସିବେ ପ୍ରତୀକ ଗାନ୍ଧୀ

ବଲିଉଡ୍‌ ଅଭିନେତା ପ୍ରତୀକ ଗାନ୍ଧୀଙ୍କୁ ଆଉ ଏକ ବଡ଼ ପ୍ରୋଜେକ୍ଟ ମିଳିଛି। ଅଭିନେତା ମହାତ୍ମା ଗାନ୍ଧୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅପଲଜ ଏଣ୍ଟରନେମେଣ୍ଟ...

ସାଉଥ୍‌-ବଲିଉଡ୍‌ ବିବାଦରେ ମୁହଁ ଖୋଲିଲେ ତମନ୍ନା

ବର୍ତ୍ତମାନ ଦକ୍ଷିଣ ଭାରତୀୟ ସିନେମାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଏହାସହ ଫିଲ୍ମକୁ ଅଧିକ ସଫଳତା ମଧ୍ୟ ମିଳୁଛି। ଏନେଇ ଏବେ ଦକ୍ଷିଣୀ ଚଳଚ୍ଚିତ୍ରକୁ ବଲିଉଡ୍‌...

ଏହି ଅଭିନେତା ଯଦି ବିବାହ ନ କରନ୍ତି, ଦାନରେ ଚାଲିଯିବ କୋଟି କୋଟି ଟଙ୍କାର ସମ୍ପତ୍ତି…

ବମ୍ବେ: ଦେଶର ସବୁଠାରୁ ଧନୀ ସେଲିବ୍ରିଟି ମଧ୍ୟରୁ ସଲମାନ ଖାନ୍‌ ଜଣେ। କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ସେ। ତାଙ୍କୁ ୫୫ ବର୍ଷ ହୋଇଥିବା...

କାଟ୍ରିନା କୈଫ ବାର୍ଷିକ କେତେ ଟଙ୍କା ଆୟ କରନ୍ତି ଜାଣନ୍ତି

ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ସଫଳତା ପରେ ତାଙ୍କ ଗୋଡ ଆଉ ତଳେ ଲାଗୁନାହିଁ।...

ମହୁମାଛି କଥା ମନେ ପଡ଼େ

ଶୁଟିଂ ସମୟରେ ଅନେକ ଘଟଣା କଳାକାରଙ୍କ ମନରେ ସ୍ମୃତି ହୋଇ ରହିଥାଏ। ସେଭଳି କେତୋଟି ଘଟଣାକୁ ସ୍ମରଣ କରନ୍ତି ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା...

ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ବଚ୍ଚନ ପାଣ୍ଡେ’

ବହୁ ପ୍ରତୀକ୍ଷିତ ଫିଲ୍ମ‘ବଚ୍ଚନ ପାଣ୍ଡେ’ଆଜି ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କ୍ରିତି ସାନନଙ୍କୁ ଦେଖିବାକୁ ପାଇବେ ଦର୍ଶକ।...

ନବରାତ୍ରିକୁ ନେଇ କ୍ୟାଟ୍ରିନା-ରଣବୀରଙ୍କ ଫଟୋରେ ଅଶ୍ଳୀଳ ଟୁଇଟ୍‌ କରି ବିବାଦରେ ଏହି କମ୍ପାନୀ

ବର୍ତ୍ତମାନ ସମଗ୍ର ଦେଶରେ ଦେଶହରା ପୂଜା ଜାରି ରହିଛି। ନବରାତ୍ରି ମଧ୍ୟ ଚାଲିଛି। ଏହି ସମୟରେ ‘ଇରୋଜ ନାଓ’ କମ୍ପାନୀ ନବରାତ୍ରିକୁ ନେଇ କ୍ୟାଟ୍ରିନା କୈଫ୍‌...

Advertisement
Archives

Model This Week