Home Left

ବୟଫ୍ରେଣ୍ଡଙ୍କ ଅଭିନୟ ଦେଖି ଏମିତି ରିଆକ୍ସନ ଦେଲେ ମଲାଇକା

ମୁମ୍ବାଇ: ବଲିଉଡ କୁଇନ୍ ମଲାଇକା ଆରୋରା ନିକଟରେ ମୁଭି ‘ଭୁତ ପୋଲିସ’ ଦେଖି ସୋସିଆଲ ମିଡିଆରେ ତାଙ୍କର ରିଆକ୍ସନ ଶେୟାର କରିଛନ୍ତି । ଫିଲ୍ମଟି ଦେଖିବା ପରେ ସେ ତାଙ୍କର ରିଭ୍ୟୁ ଦେଇଛନ୍ତି । ଏଥିରେ ମଲାଇକାଙ୍କ ବୟଫ୍ରେଣ୍ଡ ଅର୍ଜୁନ କପୁର…

ପଞ୍ଜାବ ପାଇଁ ଖେଳିବେ ଦକ୍ଷିଣ ଆଫ୍ରିକୀୟ ଷ୍ଟାର ବ୍ୟାଟ୍ସମ୍ୟାନ

ଦୁବାଇ,୧୧।୯: ଇଂଲଣ୍ଡ ଷ୍ଟାର ବ୍ୟାଟ୍ସମ୍ୟାନ ଦାଓ୍ବିଦ ମଲାନ ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ରେ ଖେଳିବେ ନାହିଁ। ଏ ନେଇ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପକ୍ଷରୁ ସୋସିଆଲ ମିଡିଆରେ ଘୋଷଣା କରାଯାଇଛି। ଆଗକୁ ଟି୨୦ ବିଶ୍ୱକପ୍‌ ଓ ଆଶେସ ସିରିଜ୍‌ ଆସୁଥିବାରୁ…

ଗୁଜରାଟ ନୂଆ ମୁଖ୍ୟମନ୍ତ୍ରୀ ଦୌଡରେ ୪ ନାମ

ଗାନ୍ଧୀନଗର,୧୧ ।୯: ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଶନିବାର ହଠାତ୍ ବିଜୟ ରୂପାନି ଇସ୍ତଫା ଦେଇଛନ୍ତି । ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଆଉ ଏହା ପରେପରେ ଏବେ ଗୁଜରାଟର ନୂଆ…

ହାତଗୋଡ଼ ବାନ୍ଧି ଗର୍ଭବତୀଙ୍କୁ ମାରି ପୋଲ ତଳେ ଫିଙ୍ଗିଦେଲେ, ଅଧା ସନ୍ତାନ ପ୍ରସବ ଅବସ୍ଥାରେ ମିଳିଲା ମୃତଦେହ

ପରଜଙ୍ଗ,୧୧ା୯(ଡି.ଏନ୍‌.ଏ.): ଭଗବାନ ମଣିଷକୁ ବୁଦ୍ଧି, ବିବେକ, ଜ୍ଞାନ ସବୁକିଛି ଦେଇଛନ୍ତି। ମାତ୍ର ସଭ୍ୟ ମଣିଷ ଯେ ଏତେ ଅମଣିଷ ପାଲଟିଯାଏ ତାହା ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ ହୋଇଛି। ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ଜଣେ…

ରୋହିତ-ରାହୁଲଙ୍କ ଓପନିଂ ଭୁଲି ହେବନାହିଁ: ସେହ୍ବାଗ

ନୂଆଦିଲ୍ଲୀ,୧୧।୯: ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ର ଅନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ଉଭୟ ଟିମ୍‌ ସିରିଜର ୪ ଟେଷ୍ଟ ଖେଳିଥିବା ବେଳେ ଶେଷ ମ୍ୟାଚ୍‌ ବାତିଲ ହୋଇଥିଲା। ଭାରତୀୟ ଟିମ୍‌ରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁ ମ୍ୟାଚ୍‌କୁ ବାତିଲ କରିଦିଆଯାଇଥିଲା। ତେବେ…

ପାରିବାରିକ କଳହର କରୁଣ ପରିଣତି: ନିଃସନ୍ତାନ ଦମ୍ପତି ନେଲେ ଏଭଳି ଚରମ ନିଷ୍ପତ୍ତି

ଦିଗପହଣ୍ଡି,୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଗ୍ରାମ ଭଞ୍ଜ ସାହିର ଏକ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସନ୍ତୋଷ ଗୌଡ ଏବଂ ତାଙ୍କ ସ୍ତ୍ରୀ ନୟନି ଗୌଡ। ଖବରପାଇ ପାଟପୁର ପୋଲିସ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାଳୀ ଏବେ ଫୁଟ୍‌ପାଥରେ, ଏମିତି ମିଳିଲା ପରିଚୟ

କୋଲକାତା,୧୧ା୯: ଭାଗ୍ୟ କାହାକୁ କେତେବେଳେ ନେଇ କେଉଁଠି ପହଞ୍ଚାଇ ଦେବ ତାହା କହିହେବ ନାହିଁ। ଠିକ୍‌ ଏମିତି ଦେଖିବାକୁ ମିଳିଛି ଜଣେ ଆଭିଜାତ୍ୟ ପରିବାର ସଦସ୍ୟଙ୍କ କ୍ଷେତ୍ରରେ। ଫ୍ଲପି ଇଂରାଜୀ, ଭାଇରୋଲୋଜିରେ ପିଏଚ୍‌ଡି କିନ୍ତୁ ଜୀବନ ବିତୁଛି ଫୁଟ୍‌ପାଥରେ। ଏହା ହେଉଛି…

ସ୍କୁଲ ଯିବାକୁ ଇଚ୍ଛା ନାହିଁ ବୋଲି କହୁଥିଲେ; ମହିଳା କଲେ ଏଭଳି ଯେ ଭିଡିଓ ଦେଖିଲେ…

କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ଏବେ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ସ୍କୁଲଗୁଡ଼ିକୁ ପୁଣିଥରେ ପର୍ଯ୍ୟାୟକ୍ରମେ ଖୋଲାଯାଉଛି। ଗୋଟିଏ ପଟେ ପିଲାମାନଙ୍କ ମଧ୍ୟରେ ସ୍କୁଲ ଖୋଲିବାକୁ ନେଇ ଉତ୍ସାହ ଥିବା ବେଳେ କିଛି ଏଭଳି…

ଏନ୍‌ଜିଟିକୁ ଗଲା ମେଗା ଜଳ ପ୍ରକଳ୍ପ ବିବାଦ

କେନ୍ଦ୍ରାପଡ଼ା ଅଫିସ,୧୧।୯: ଗତ ୨ ବର୍ଷ ଧରି ଖରସ୍ରୋତାର ପାଣି ବିବାଦ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛି। କେନ୍ଦ୍ରାପଡ଼ା ସହରର ସାମାଜିକ କର୍ମୀ କ୍ଷିତୀଶ କୁମାର ସିଂହ ଏନେଇ ଶୁକ୍ରବାର ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଛନ୍ତି। ଖରସ୍ରୋତା ନଦୀରୁ…

କରନାଲରେ ଶେଷ ହେଲା କୃଷକଙ୍କ ବିରୋଧ ପ୍ରଦର୍ଶନ

ଚଣ୍ଡିଗଡ଼,୧୧ ।୯: ଅଗଷ୍ଟ ୨୮ରେ ବସତାଡା ଟୋଲରେ କୃଷକଙ୍କ ଉପରେ ହୋଇଥିବା ଲାଠିଚାର୍ଜ ଓ ଏସ୍‌ଡିଏମ୍ ଆୟୁଷ ସିହ୍ନାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଅନ୍ୟ ଦାବି ନେଇ କୃଷକ ଓ ପ୍ରଶାସନ ମଧ୍ୟରେ ଲାଗି ରହିଥିବା ଟଣାଓଟରାରେ ବିରତି ଲାଗିଛି…

ଚାଟ୍‌ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ

ବାରଙ୍ଗ,୧୧।୯ (ଡି.ଏନ୍‌.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ଗ୍ରାମ ହାଇସ୍କୁଲ ଛକରେ ଥିବା ଏକ ଚାଟ୍‌ ଦୋକାନରେ ଚାଟ୍‌ ଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଶୁକ୍ରବାର ସାବେଳେ ଏହି ଚାଟ୍‌ ଦୋକାନରେ ଗଣ୍ଡରପୁର ଓ କଲ୍ୟାଣପୁର ଗ୍ରାମର ଯୁବକ…

କୃଷିଭିତ୍ତିକ ଗଣପର୍ବ

ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ପୁରପଲ୍ଲି ସବୁଠି ସବୁ ବର୍ଗର ଲୋକେ ଆନନ୍ଦ ଉଲ୍ଲାସରେ ଏହା ପାଳନ କରିଥାନ୍ତି। ଏହି ପର୍ବ ଆଧୁନିକ ସମାଜକୁ ଅନେକ ବାର୍ତ୍ତା ଦେଇଥାଏ। ଦୈନନ୍ଦିନ ଜୀବନ, ବ୍ୟବହାର, ଐତିହ୍ୟ, ସଂସ୍କୃତି, ଚାଲିଚଳନ, ପରିଧାନ, ଖାଦ୍ୟପେୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri