Posted inଜାତୀୟ

ଟିକା ନେଇ ନ ଥିଲେ ପରେଡ୍‌ ମନା

ନୂଆଦିଲ୍ଲୀ,୨୪।୧: ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଯୋଗଦେବାକୁ ହେଲେ ଉଭୟ ଡୋଜ୍‌ କୋଭିଡ୍‌ ଟିକା ନେବା ବାଧ୍ୟତାମୂଳକ। ଟିକା ନେଇ ନ ଥିବା ବ୍ୟକ୍ତି ଏବଂ ୧୫ ବର୍ଷରୁ କମ୍‌ ପିଲାଙ୍କୁ ପରେଡ୍‌ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଅନୁମତି ମିଳିବ ନାହିଁ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ଜାରି ଗାଇଡ୍‌ଲାଇନରେ କୁହାଯାଇଛି। ରାଜପଥରେ ହେବାକୁ ଥିବା ପରେଡ୍‌ କାର୍ଯ୍ୟକ୍ରମରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି କୋଭିଡ୍‌ ପ୍ରୋଟୋକଲ୍‌ ପାଳନ କରିବାକୁ ହେବ। ଆମନ୍ତ୍ରିତ ବ୍ୟକ୍ତି ସାଙ୍ଗରେ ଟିକା ସାର୍ଟିଫିକେଟ ଆଣିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୬ ଜାନୁୟାରୀରୁ ବଢିବ ଶୀତ, କମିବ ୫ ରାଜ୍ୟର ତାପମାତ୍ରା

ନୂଆଦିଲ୍ଲୀ,୨୫ ।୧: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ ମଧ୍ୟ ଭାରତରେ ଶୀତର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆଇଏମଡିର...

କୋଟିପତି ଖଣି ଅଧିକାରୀଙ୍କ ଘରେ ଆୟକର ଚଢ଼ାଉ: ବିଡ଼ା ବିଡ଼ା ଟଙ୍କା ଜବତ

ଇନ୍ଦୋର, ୧।୯: ମଧ୍ୟପ୍ରଦେଶ ଇନ୍ଦୋର ଜିଲାର କୋଟିପତି ଖଣି ଅଧିକାରୀ ପ୍ରଦୀପ ଖାନ୍ନାଙ୍କ ଘରେ ମଙ୍ଗଳବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ଘରୁ...

ଆଖି ବୁଝିଲେ ସାକିନାକା ବଳାତ୍କାର ପୀଡ଼ିତା

ମୁମ୍ବାଇ,୧୧।୯: ମୁମ୍ବାଇର ସାକିନାକା ଅଞ୍ଚଳରେ ଟେମ୍ପୋ ଭିତରେ ୩୪ ବର୍ଷୀୟା ମହିଳାଙ୍କୁ ବଳାତ୍କାର ପରେ ପୀଡ଼ିତାଙ୍କ ଯୌନାଙ୍ଗରେ ଅଭିଯୁକ୍ତ ଲୁହା ରଡ୍‌ ପୁରାଇ ଦେଇଥିଲେ। ଗୁରୁତର...

ସୋସିଆଲ ମିଡିଆରେ ବିଚ୍ଛିନ୍ନତାବାଦର ପ୍ରସାର କରିପାରିବେନି କର୍ମଚାରୀ

ନୂଆଦିଲ୍ଲୀ, ୨୨।୯: ଜମ୍ମୁ-କଶ୍ମୀରର ୫ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀ ସୋସିଆଲ୍‌ ମିଡିଆ ବ୍ୟବହାରରେ ନିରଙ୍କୁଶ ସ୍ବାଧୀନତା ହରାଇବେ। ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ରାଜନୀତି...

ଆନନ୍ଦ ସୁବ୍ରମଣ୍ୟମ ଗିରଫ

ଚେନ୍ନାଇ,୨୫।୨: ନ୍ୟାଶନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌(ଏନଏସଇ) ସ୍କାମରେ ସିବିଆଇ ଆନନ୍ଦ ସୁବ୍ରମଣ୍ୟମଙ୍କୁ ଗିରଫ କରିଛି। ଗୁରୁବାର ବିଳମ୍ବିତ ରାତିରେ ଚେନ୍ନାଇରୁ ତାଙ୍କୁ ଗିରଫ କରାଯାଇଥିବା ଶୁକ୍ରବାର ସକାଳେ...

୨,୫୦୦ କୋର୍ଟରେ ରହିବ ଭିଡିଓ କନ୍‌ଫରେନ୍ସ କ୍ୟାବିନ୍‌

ନୂଆଦିଲ୍ଲୀ, ୭।୧୨(ପି.ଟି.): ତଳ କୋର୍ଟଗୁଡ଼ିକରେ ଅନ୍‌ଲାଇନ ଶୁଣାଣି ସାମର୍ଥ୍ୟ ବଢ଼ାଇବା ଲାଗି ଦେଶର ୨,୫୦୬ କୋର୍ଟ କମ୍ପ୍ଲେକ୍ସରେ ଭିଡିଓ କନ୍‌ଫରେନ୍ସ କ୍ୟାବିନ୍‌ ପ୍ରତିଷ୍ଠା କରାଯିବ। ଏଥିପାଇଁ...

ଡିଏମ୍‌ଆର୍‌ସିରୁ ଇସ୍ତଫା ଦେଲେ ‘ମେଟ୍ରୋ ମ୍ୟାନ’

ଥିରୁଭାନନ୍ତପୁରମ,୧୧ ।୩: ମେଟ୍ରୋ ମ୍ୟାନ ଇ ଶ୍ରୀଧରନ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେଶନ( ଡିଏମ୍‌ଆର୍‌ସି)ର ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି । ଦିଲ୍ଲୀ ମେଟ୍ରୋ...

ହିଲ୍‌ ଷ୍ଟେଶନରେ ବଢ଼ିଲା କରୋନା ଭୟ: କେମ୍ପଟି ଫଲ୍‌ରେ ଲାଗୁ ହେଲା କଡ଼ା ନିୟମ

ମସୁରୀ,୯।୭: କରୋନାର ଦ୍ୱିତୀୟ ଲହର ନିୟନ୍ତ୍ରଣ ଆସିବା ମାତ୍ରେ ହିଁ କିଛି ଲୋକ ଛୁଟି କାଟିବାକୁ ହିଲ୍‌ ଷ୍ଟେଶନରେ ପହଞ୍ଚିଛନ୍ତି। ସେଠାରେ ଲଗାତର ଲୋକଙ୍କ ଭିଡ଼...

Advertisement
Archives

Model This Week