ଆଖି ବୁଜିଲେ ୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୮ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୯୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରୁ କଟକରୁ ୨ ଜଣ…
ଦୁଇ ସଉତୁଣୀ କଳି ଲାଗି ଜଣେ କଲେ ଆତ୍ମହତ୍ୟା
ପାଟଣା,୧୧ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ବିଲ ପଞ୍ଚାୟତ ଖିଞ୍ଚିବେଡ଼ା ଗ୍ରାମର ମୁଣ୍ଡାସାହିରେ ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳୁ ଘର ଭିତରୁ ବିଷ୍ଣୁ ମୁଣ୍ଡାଙ୍କ ଦ୍ୱିତୀୟ ସ୍ତ୍ରୀ ରୀନା ମୁଣ୍ଡା (୩୫)ଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ପିନ୍ଧା…
ଚିନ୍ତା ବଢ଼ାଉଛି ଶିଶୁ ସଂକ୍ରମଣ: ଆଜି ରାଜ୍ୟରେ ୧୧୬ ପିଲା କରୋନା ପଜିଟିଭ୍
ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୬ ଜଣ ୧୮ ବର୍ଷରୁ କମ ବର୍ଗର। ୬୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୬୨ଟି ହେଉଛି…
ବର୍ଷାରେ ବେହାଲ ଦିଲ୍ଲୀ: ରନ୍ୱେରେ ଜମିଲା ପାଣି
ନୂଆଦିଲ୍ଲୀ,୧୧ ।୯: ଶୁକ୍ରବାର ରାତିରୁ ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଫଳରେ ଅନେକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି । ଗଳିକନ୍ଦିରେ ପାଣି ଜମା ହୋଇଯିବା ସହ ସାଧାରଣ ଜବୀନଯାତ୍ରା ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା କି…
ବାପା ହେଲେ ଟେଲିଜଗତର ଏହି ହ୍ୟାଣ୍ଡସମ୍ ହଙ୍କ୍
ବମ୍ବେ: ଟେଲିଭିଜନଜଗତର ହ୍ୟାଣ୍ଡସମ୍ ହଙ୍କ୍ ଶାହିର ଶେଖ ହୋଇଛନ୍ତି ବାପା। ତାଙ୍କ ଘରକୁ କୁନି ରାଜକୁମାରୀ ଆସିଛନ୍ତି। ସ୍ତ୍ରୀ ରୁଚିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡ଼ିଛି। କିଛି ଦିନ ପୂର୍ବରୁ ଶାହିର ରୁଚିକାଙ୍କ ପାଇଁ ‘ଗୋଦ୍ଭରାଇ’ ଆୟୋଜନ କରିଥିଲେ।…
୭ ବର୍ଷ ହେଲାଣି ଏହି ବ୍ୟବସାୟୀଙ୍କୁ ଡେଟ୍ କରୁଛନ୍ତି ସୁରଭି; ଏକଦା ‘ଇସ୍କବାଜ୍’ ଛାଡ଼ିବାକୁ ନେଇ…
ବମ୍ବେ: ଟେଲି ଅଭିନେତ୍ରୀ ସୁରଭି ଚନ୍ଦନାଙ୍କ ଆଜି ହାପି ବର୍ଥ ଡେ। ଏହାକୁ ନେଇ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସାଥୀ କଳାକାରଙ୍କ ତରଫରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ ବିଜ୍ଞାପନରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେ। ଅନେକ…
ଶ୍ରୀଲଙ୍କା ଗାୟକ ସୁନୀଲ ପେରେରାଙ୍କ ଦେହାନ୍ତ
କଲମ୍ବୋ: ଶ୍ରୀଲଙ୍କାର ଜଣାଶୁଣା ଗାୟକ ତଥା ମ୍ୟୁଜିକ କମ୍ପୋଜର ସୁନୀଲ ପେରେରାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଅଗଷ୍ଟରେ ସେ କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀ…
କାନ୍ଦିଲେ ପୁଟିନ୍…
ମସ୍କୋ,୧୧।୯: ରୁଷିଆର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍ଙ୍କୁ ସର୍ବ ସମ୍ମୁଖରେ କାନ୍ଦୁଥିବାର ଦେଖିବାକୁ ମିଳିଛି। ନିଜର ବନ୍ଧୁ ତଥା ପୁଟିନ୍ଙ୍କ କ୍ୟାବିନେଟ୍ର ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରୀ ୟଓ୍ବେଗେନି ଜିନିଚଓ୍ବେଙ୍କର ଅନ୍ତିମ ସଂସ୍କାରରେ ଯୋଗଦେଇ ଥିବା ସମୟରେ ଲୋକେ ସର୍ବଶକ୍ତିମାନ ରାଷ୍ଟ୍ରପତିଙ୍କୁ କାନ୍ଦୁଥିବାର ଦେଖିଛନ୍ତି।…
ପାରିବାରିକ ଶତ୍ରୁତା ସତ୍ତ୍ୱେ ଡୋନାଙ୍କୁ ଲୁଚିଛପି କୋର୍ଟରେ ବିବାହ କରିଥିଲେ ଗାଙ୍ଗୁଲୀ: ଜିଦ୍ରେ ରହିଥିଲେ ଅଟଳ…
ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲୀଙ୍କ ପ୍ରେମଜୀବନ କୌଣସି ଫିଲ୍ମକାହାଣୀଠାରୁ କମ୍ ନ ଥିଲା। ସେ ପରିବାରଲୋକଙ୍କୁ ନ ଜଣାଇ ଡୋନା ରାୟଙ୍କୁ ବିବାହ କରିଥିଲେ। ଫଳରେ ତାଙ୍କୁ ଗୋଟିଏ…
କେବେହେଲେ ଏହି ୩ ସମ୍ପର୍କ ଉପରେ କରନ୍ତୁ ନାହିଁ ବିଶ୍ୱାସ: ହରଡଘଣାରେ ପଡ଼ିବେ…
ଆଚାର୍ଯ୍ୟ ଚାଣକ୍ୟଙ୍କୁ ଚତୁର ଏବଂ ବିଭିନ୍ନ ବିଷୟରେ ପ୍ରଗାଢ଼ ଜ୍ଞାନ ରଖିଥିବା ବ୍ୟକ୍ତିବିଶେଷ ଭାବେ ଗଣାଯାଏ। ସେ ନିଜ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି। ଅଧିକାଂଶ ଲୋକ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ…
ଦୁନିଆର ସବୁଠୁ ଶାନ୍ତ କୋଠରି, ଯେଉଁଠି ଶୁଭେ ହୃଦୟର ସ୍ପନ୍ଦନ ଆଉ ହାଡ଼ର ଶବ୍ଦ
ବ୍ୟସ୍ତବହୁଳ ଜୀବନରୁ ଟିକେ ଶାନ୍ତି ପାଇଁ ସମସ୍ତେ ଚାହାନ୍ତି। ଏକ ଶାନ୍ତ ପରିବେଶରେ, ମନରେ ଏକାଗ୍ରତା ଆସେ। ଯାହାକି ପ୍ରତ୍ୟେକ କାମ କରିବା ସହଜ ହୋଇଥାଏ। ଆଜି ଦୁନିଆର ସବୁଠାରୁ ସୁନ୍ଦର କୋଠରି ବିଷୟରେ କହିବୁ ଯାହାକି ଦୁନିଆର ସବୁଠୁ ଶାନ୍ତ…
ଶପଥ ନେବ ତାଲିବାନ୍ ସରକାର
କାବୁଲ, ୧୧ା୯: ଆମେରିକାରେ ୯/୧୧ ଆକ୍ରମଣର ୨୦ ବର୍ଷପୂର୍ତ୍ତି ଅବସରରେ ଆଫଗାନିସ୍ତାନରେ ନୂଆ ସରକାର ଗଢ଼ିଥିବା ତାଲିବାନ୍ ଶନିବାର ଶପଥ ସମାରୋହ ଆୟୋଜନ କରିପାରେ। ଏପରି କରି ତାଲିବାନ୍ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଭୋଗିଥିବା ଯନ୍ତ୍ରଣାକୁ ବିଦ୍ରୂପ କରିଛି। ଆମେରିକାର ମୋଷ୍ଟ…
Archives


