Posted inଜାତୀୟ

ଅକାଳି ଦଳର ମୋଦି ପ୍ରେମ: ମେଣ୍ଟ ନ କରି ବି ପୋଷ୍ଟରରେ ମୋଦିଙ୍କ ଛବି

ଫିରୋଜପୁର,୨୫ ।୧: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଅକାଳିଦଳ ଭାରତୀୟ ଜନତା ପାର୍ଟି(ଭାଜପା) ସହ ମେଣ୍ଟ କଲାନାହିଁ । ହେଲେ ଦଳର ମୋଦି ପ୍ରେମ ଏବେ ପ୍ରଚାର ସମୟରେ ଦେଖିବାକୁ ମିଳିଛି । ଫିରୋଜପୁର ଜିଲାର ଜଲାଲାବାଦ ବିଧାନସଭା ଆସନରୁ ଶିରୋମଣି ଅକାଳିଦଳର ଅଧ୍ୟକ୍ଷ ସୁଖବିର ବାଦଲ ନିର୍ବାଚନ ଲଢୁଛନ୍ତି । ଏବେ ସେଠାରେ ନିର୍ବାଚନ ପ୍ରଚାର ଯୋରସୋରରେ ହେଉଛି । ଏକ ଅଟୋ ରିକ୍ସାରେ ଅକାଳି ଦଳର ବ୍ୟାନର ଲାଗିଥିବା ଦେଖାଯାଇଛି, ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । କାରଣ ଭାଜପା ସହ ମେଣ୍ଟ କରି ନଥିଲେ ବି ଉକ୍ତ ବ୍ୟାନରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କର ଫଟୋ ବି ରହିଛି । ଏହାସହ ସେଥିରେ ବହୁଜନ ସମାଜ ପାର୍ଟିର ପତାକା ବି ରହିଛି । ଏବେ ଲୋକେ ଏହି ବ୍ୟାନରକୁ ଦେଖି କହୁଛନ୍ତି, ‘ଓ ସାଥିରେ ତେରେ ବିନା ଭି କ୍ୟା ଜିନା…’ ।


Enter your email to get our daily news in your inbox.

All Right Reserved By Dharitri.Com

ପାଇଲଟ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ, ସେଥିପାଇଁ ହୋଇଥିଲା ଟ୍ରେନ୍ ଦୁର୍ଘଟଣା: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, ୨।୩: ଗତବର୍ଷ ଅକ୍ଟୋବର ୨୯ରେ ଆନ୍ଧ୍ରପ୍ରଦେଶର ହୋଇଥିବା ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ବଡ ବୟାନ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଦୁର୍ଘଟଣାରେ ୧୪...

Video: ପ୍ରଧାନମନ୍ତ୍ରୀଙ୍କ ମହାନତା, ସଭା ମଝିରେ କୁନି ଝିଅଠାରୁ ଜଗନ୍ନାଥ ଫଟୋ ନେଲେ ଉପହାର

ନୂଆଦିଲ୍ଲୀ,୨।୩: ଲୋକସଭା ୨୦୨୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୧ ରେ ଦିନିକିଆ ଗସ୍ତରେ ପଶ୍ଚିମବଙ୍ଗ ଯାଇଥିଲେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ...

ମଥୁରାରୁ ନିର୍ବାଚନ ଲଢ଼ିବେ ହେମାମାଳିନୀ

ମୁମ୍ବାଇ: ଲୋକ ସଭା ନିର୍ବାଚନକୁ ନେଇ ଉତ୍ସାହ ଦେଖାଦେଇଛି। ଶନିବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି(ଭାଜପା) ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା...

ଏଣିକି ୮୫ରୁ କମ୍‌ ବୟସ ଭୋଟରଙ୍କୁ ମିଳିବ ନାହିଁ ପୋଷ୍ଟାଲ-ବାଲାଟ୍‌ ସୁବିଧା, ନିୟମ ବଦଳାଇଲେ ସରକାର…

ନୂଆଦିଲ୍ଲୀ,୨।୩: ଆସନ୍ତା ଲୋକ ସଭା ଏବଂ ରାଜ୍ୟ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୋଷ୍ଟାଲ ବାଲାଟ୍‌ ନିୟମ ସଂଶୋଧନ କରିଛନ୍ତି। ପୂର୍ବରୁ ୮୦...

ଲୋକସଭା ନିର୍ବାଚନ ଲଢ଼ିବେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ନୂଆଦିଲ୍ଲୀ,୨।୩: ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାଜପା ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଲୋକସଭା ୨୯...

ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀଙ୍କୁ ଗୁଳିକରି ହତ୍ୟା, ମୋଦିଙ୍କୁ ଗୁହାରି କଲେ ‘ଗୋପି ବୋହୂ’

ନୂଆଦିଲ୍ଲୀ,୨।୩: ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ଗୁଳିକରି ହତ୍ୟା। କୋଲକାତାର ଭରତନାଟ୍ୟମ ଓ କୁଚିପୁଡି ଡ୍ୟାନ୍ସର ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ...

ଗମ୍ଭୀରଙ୍କ ପରେ ରାଜନୀତିରୁ ସନ୍ନ୍ୟାସ ନେଇ ଘୋଷଣା କଲେ ଭାଜପା ଏମ୍‌ପି ଜୟନ୍ତ ସିହ୍ନା

ନୂଆଦିଲ୍ଲୀ,୨।୩: ନିର୍ବାଚନ ଲଢ଼ିବେ ନାହିଁ ଭାଜପା ଏମ୍‌ପି ଜୟନ୍ତ ସିହ୍ନା। କ୍ରିକେଟର ଗୌତମ ଗମ୍ଭୀରଙ୍କ ପରେ ଝାଡ଼ଖଣ୍ଡ ହଜାରିବାଗରୁ ଏମ୍‌ପି ଥିବା ଜୟନ୍ତ ମଧ୍ୟ ସକ୍ରିୟ...

ବାରାଣସୀରୁ ନିର୍ବାଚନ ଲଢ଼ିବେ ମୋଦି

ନୂଆଦିଲ୍ଲୀ,୨ା୩: ଭାରତୀୟ ଜନତା ପାର୍ଟି (ଭାଜପା) ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଶନିବାର ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri