ସାଉଥ୍‌ ଚାଇନା ସମୁଦ୍ରରେ ଖସି ପଡ଼ିଲା ଆମେରିକାର ଫାଇଟର ବିମାନ

ପେଣ୍ଟାଗନ,୨୫।୧: ଦକ୍ଷିଣ ଚାଇନା ସମୁଦ୍ରରେ ବିମାନ କ୍ୟାରିୟର ୟୁଏସ୍‌ଏସ୍‌ କାର୍ଲ ଭିନସନରେ ଅବତରଣ ବେଳେ ଆମେରିକାର ଏଫ୍‌-୩୫ସି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ବିମାନର ପାଇଲଟ୍‌। କିନ୍ତୁ ଏହି ଦୁର୍ଘଟଣାରେ ୭ ଆମେରିକୀୟ ଯବାନ ଆହତ ହୋଇଛନ୍ତି ବୋଲି ଆମେରିକା ନେଭି ପକ୍ଷରୁ କୁହାଯାଇଛି।

ରୁଟିନ ଫ୍ଲାଇଟ୍‌ କାର୍ଯ୍ୟାନୁଷ୍ଠାନ ବେଳେ ଦୁର୍ଘଟଣା ଘଟିଥିବା ନେଭି ପକ୍ଷରୁ ବିବୃତିରେ କୁହାଯାଇଛି।

“ଦୁର୍ଘଟଣା ପୂର୍ବରୁ ବିମାନରୁ ସୁରକ୍ଷିତ ଭାବେ ପାଇଲଟ୍‌ ଇଜେକ୍ଟ କରି ସାରିଥିଲେ। ତାଙ୍କୁ ଆମେରିକୀୟ ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଉଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି। ଏହି ଘଟଣାରେ ୭ ନାବିକ ଆହତ ହୋଇଛନ୍ତି” ବୋଲି ଆମେରିକୀୟ ନେଭି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଲାନିଆଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ସ୍ଲୋଭେନିଆ,୯।୭: ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପଙ୍କ ଏକ କାଠ ପ୍ରତିମୂର୍ତ୍ତି ତାଙ୍କ ସହର ସ୍ଲୋଭେନିଆର ସେଭେନିକାଠାରେ ସ୍ଥାପିତ ହୋଇଥିଲା। ଏହି ପ୍ରତିମୂର୍ତ୍ତିକୁ ଜୁଲାଇ ୪...

ଯେଉଁ ଜଙ୍ଗଲରେ ନିଆଁ ଲାଗି ଯାଇଛି ୯୯ ଜଣଙ୍କର ଜୀବନ, ସେହି ସ୍ଥାନର ନାମ ଭୁଲିଗଲେ ବାଇଡେନ

ଓ୍ବାଶିଂଟନ୍‌,୧୬।୮: ଖବରଦାତାଙ୍କ ପ୍ରଶ୍ନ ଏବଂ ପ୍ରେସ କନଫରେନ୍ସ ସମୟରେ ଦେଇଥିବା ଜବାବ କାରଣରୁ ବିରୋଧୀଦଳର ଟାର୍ଗେଟରେ ରହିଆସୁଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ...

ୟୁକ୍ରେନ୍‌ରେ ଫୋକ୍ସ୍‌ ନ୍ୟୁଜ୍‌ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ…

କ୍ୱିଭ୍‌, ୧୫।୩ : ୟୁକ୍ରେନ୍‌ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ପୋକ୍ସ୍‌ ନ୍ୟୁଜ୍‌ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ପିୟର ଜକ୍ରଜେବସ୍କି। ସେ...

ଶାସକ ଦଳରୁ ଓଲି ବିଦା

କାଠମାଣ୍ଡୁ, ୨୫ା୧: ନେପାଳ ରାଜନୀତି ସଙ୍କଟ ଦେଇ ଗତି କରୁଥିବାବେଳେ ଏବେ ପୁଣି ସୃଷ୍ଟି ହୋଇଛି ହଇଚଇ। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କୁ...

ଜି ୭ର ଗ୍ଲୋବାଲ୍‌ ଇନ୍‌ଫ୍ରା ପ୍ଲାନ୍‌

କାର୍ବିିସ ବେ (ବ୍ରିଟେନ), ୧୩।୬: ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଭିତ୍ତିଭୂମି ପ୍ରକଳ୍ପକୁ ଜି୭ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଛି। ଶନିବାର ଏଠାରେ ଅନୁଷ୍ଠିତ ଜି୭...

ଓ୍ବେଷ୍ଟ ବ୍ୟାଙ୍କରେ ଉତ୍ତେଜନା, ଗାଜା ଉଗ୍ରବାଦୀଙ୍କ ପକ୍ଷରୁ ଇସ୍ରାଏଲ ଉପରେ ୫ ରକେଟ ମାଡ଼…

ଜେରୁଜେଲମ,୫।୭ : ବୁଧବାର ସକାଳେ ଗାଜାରେ ଉଗ୍ରବାଦୀମାନେ ଦକ୍ଷିଣ ଇସ୍ରାଏଲ ଉପରେ ପାଞ୍ଚଟି ରକେଟ ମାଡ଼ କରିଛନ୍ତି। ଇସ୍ରାଏଲର ଆଇରନ ଡୋମ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା...

ମୋଦିଙ୍କ ଆମେରିକା ଗସ୍ତ: ଶକ୍ତି କ୍ଷେତ୍ରରେ ୫ ନିୟୁତ ଟନ୍‌ ଏଲ୍‌ଏନ୍‌ଜି ପାଇଁ ଚୁକ୍ତି

ହ୍ୟୁଷ୍ଟନ,୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଟେକ୍ସାସ୍‌ର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି। ଆମେରିକା ଗସ୍ତର ପ୍ରଥମ ଦିନରେ ଶକ୍ତି କ୍ଷେତ୍ରରେ ବୃହତ୍‌ ବୁଝାମଣା ହୋଇଛି। ଏନେଇ ଆୟୋଜିତ...

ଜର୍ମାନୀରେ ସଶସ୍ତ୍ର କ୍ଷମତା ଦଖଲ ଷଡ଼ଯନ୍ତ୍ରରେ ୨୫ ସନ୍ଦିଗ୍ଧ ଗିରଫ…

ବର୍ଲିନ,୮।୧୨ : ସଶସ୍ତ୍ର କ୍ଷମତା ଦଖଲ ଷଡ଼ଯନ୍ତ୍ର କରୁଥିବା ସନ୍ଦେହରେ ଦକ୍ଷିଣପନ୍ଥୀ ଉଗ୍ରବାଦୀଙ୍କ ବିରୋଧରେ ପୋଲିସ ପକ୍ଷରୁ ଜର୍ମାନୀର ଅନେକ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ପୋଲିସ...

Advertisement
Archives

Model This Week