Home Left

ସାରାଙ୍କ ଶାଢୀରେ ବିଗ୍‌ବିଙ୍କ ଡାଇଲଗ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ତାଙ୍କ ଅଭିନୟ ଏବଂ ନୂଆ ନୂଆ ଲୁକ୍‌ରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌ ରହୁଥିବା ସାରା ପୁଣି ଏବେ ଏକ ନୂଆ ଲୁକ୍‌ରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।…

ଭାରତୀୟ କ୍ରିକେଟ୍‌ ପାଇଁ ଆଜି ସ୍ମରଣୀୟ ଦିନ: ଜାଣନ୍ତୁ କାହିଁକି

ଆଜିକାଲି ବିଶ୍ୱ କ୍ରିକେଟରେ ଅଧିକାଂଶ ଦିନିକିଆ ମ୍ୟାଚ୍‌ ଡେ’ ନାଇଟ୍‌ ଖେଳାଯାଉଛି। କିନ୍ତୁ ୩୭ ବର୍ଷ ପୂର୍ବେ, ଏପରି ଜିନିଷ କେବଳ କଳ୍ପନା ମଧ୍ୟ କରାଯାଉ ନ ଥିଲା। ୨୮ ସେପ୍ଟେମ୍ବର ୧୯୮୪ରେ ଭାରତରେ ପ୍ରଥମ ଦିନିକିଆ ଡେ’ ନାଇଟ୍‌ ମ୍ୟାଚ…

ଖୋଲା ସ୍ଥାନରେ ବିବାହ , ଅନ୍ୟ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୨୮ ।୯: କରୋନା ମହାମାରୀ ସଂକ୍ରମର ଯୋଗୁ ସାରା ଦେଶରେ ବିବାହ ଓ ଅନ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ବେଳକୁ ବେଳ ସଂକ୍ରମଣ ସଂଖ୍ୟା କମ୍ ହେବାରୁ ଏବେ ଏଭଳି ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ତେବେ…

୧୭ ନଭେମ୍ବରରେ ନିର୍ବାଚନୀ ଖର୍ଚ୍ଚ ସମୀକ୍ଷା…

କୋଲକାତା,୨୮।୯: ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଆସନରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ହେବ। ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ପାଇଁ କରାଯାଇଥିବା ଖର୍ଚ୍ଚର ସମୀକ୍ଷା ନଭେମ୍ବର ୧୭ରେ କରାଯିବ। ଏନେଇ ମଙ୍ଗଳବାର କୋଲକାତା ହାଇକୋର୍ଟଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।…

ବର୍ଷାଦିନେ ପିଲାଙ୍କ ତ୍ୱଚାର ଯତ୍ନ

ବର୍ଷାଦିନେ ବର୍ଷାରେ ଭିଜିବାକୁ କାହାକୁ ବା ଭଲ ଲାଗେନି! ହେଲେ ଛୋଟ ପିଲାମାନେ ଏହାର ଅଧିକ ମଜା ନିଅନ୍ତି। ଫଳରେ ପରବର୍ତ୍ତୀ ସମୟରେ ଏଥିପାଇଁ ସେମାନଙ୍କ ଚର୍ମ ବେଶି ପ୍ରଭାବିତ ହୁଏ। ତେଣୁ ଏଦିନେ ପିଲାଙ୍କ ତ୍ୱଚାର ଯତ୍ନ କିପରି ନେବେ,…

ଏହି ମହିଳା କ୍ରିକେଟର୍‌ଙ୍କୁ ଭେଟିବାକୁ ସକାଳ ୫ଟାରେ ଯାଉଥିଲେ କୋହଲି: ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା କଥା

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଯୋଡିକୁ ସୁପରହିଟ୍‌ ଆଖ୍ୟା ଦିଆଯାଇଛି। ଉଭୟଙ୍କ ମଧ୍ୟରେ ଦୃଢ ବନ୍ଧନ ରହିଛି। ବିରାଟ ୨୦୧୭ରେ ଅନୁଷ୍କାଙ୍କ ହାତ ଧରିଥିଲେ। କୋହଲିଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ ଜବରଦସ୍ତ ରହିଛି। ମହିଳା କ୍ରିକେଟରଙ୍କ ମଧ୍ୟରେ ତାଙ୍କର…

ଘରେ ବର୍ଷାଦିନିଆ ପେଡିକିଓର୍‌

ବର୍ଷାଦିନେ ମାଟି କାଦୁଅ, ଅପରିଷ୍କାର ପାଣିରେ ପାଦ ଭିଜିବା ଯୋଗୁ ଜୀବାଣୁ ସଂକ୍ରମଣର ଆଶଙ୍କା ବେଶି। ତା’ ଛଡ଼ା ଓଦା ଚପଲ, ଜୋତା ଆଦି ଅଧିକ ସମୟ ରହିବା କାରଣରୁ ପାଦ ଗନ୍ଧ ହେବା ସହ ପାଣିଖାଇବା, ଫଙ୍ଗାଲ ଇନ୍‌ଫେକ୍ସନ ବି…

ରାତାରାତି ମା’ ଅଁଲେଇ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ,୨୮।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଉପକଣ୍ଠ ଟାଙ୍ଗିଆପଡା ପଞ୍ଚାୟତ ନୂଆଗାଁ ନିକଟସ୍ଥ ମା’ ଅଁଲେଇ ଠାକୁରାଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମା’ଙ୍କ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର, ବିଭିନ୍ନ ସାମଗ୍ରୀ ଚୋରି କରି ନେଇଛନ୍ତି। ମନ୍ଦିର ଭିତର…

କାହିଁକି ଅବିବାହିତ ଥିଲେ ସୁରସାମ୍ରାଜ୍ଞୀ

ସୁରସାମ୍ରାଜ୍ଞୀ ଲତା ମଞ୍ଜେଶକର ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ବିଶେଷ ଦିନରେ ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ୩୬ଟି ଭାରତୀୟ ଭାଷାରେ ଗୀତ ରେକର୍ଡିଂ କରିଛନ୍ତି। ସେ କେବଳ ହିନ୍ଦୀ ଭାଷାରେ ୧୦୦୦ରୁ ଅଧିକ ଗୀତରେ ସ୍ବର…

ଶକ୍ତିଙ୍କୁ ପ୍ରପୋଜ୍‌ କଲେ ନୀରଜ

ମୁମ୍ବାଇ: ଟୋକିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରା ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ସ୍ବର୍ଣ୍ଣ ପଦକ ଜିତିବା ପରେ ତାଙ୍କର ବ୍ରାଣ୍ଡ ଭାଲ୍ୟୁ ବଢିଯାଇଛି। ତାଙ୍କୁ ବିଭିନ୍ନ ବିଜ୍ଞାପନରେ ସୁଯୋଗ ମିଳୁଛି। ନିକଟରେ ତାଙ୍କୁ ଡାନ୍ସ…

ଚାଇନାରେ ବିଜୁଳି ସଙ୍କଟ: ଫ୍ୟାକ୍ଟ୍ରିରେ କାମ ବନ୍ଦ, ପାଣି ଗରମ କରିବାକୁ ମନା

ବେଜିଂ,୨୮ ।୯: ଚାଇନାରେ ଏବେ ଉତ୍କଟ ବିଜୁଳି ସଙ୍କଟ ଦେଖାଯାଇଛି । ଚାଇନାର ପୂର୍ବୋତ୍ତର ବନ୍ଦ ହୋଇଯାଇଛି । ଲୋକଙ୍କୁ ଅଧିକ ପାଣି ଗରମ କରିବାକୁ ବାରଣ କରାଯାଇଥିବା ବେଳେ ଅଧିକ ପାୱାର ବାଲା ଗେଜେଟ୍ସର ବ୍ୟବହାର କରିବାକୁ ମନା କରି…

ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୧୮୭କୁ ବୃଦ୍ଧି ପାଇଛି। ୭ ମୃତକଙ୍କ ମଧ୍ୟରେ ଜଗତ୍‌ସିଂହପୁରରୁ ୨ ଜଣ ଥିବା ବେଳେ ଖୋର୍ଦ୍ଧା, କଟକ, ଗଞ୍ଜାମ, ଯାଜପୁର ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri