କିପରି ଜାଣିବେ ଆପଣ ମଧୁମେହ ରୋଗୀ କି ନୁହେଁ
ବିଶ୍ୱର ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ। ସେଥି ମଧ୍ୟରୁ ୫ ଭାଗ ଆମ ଭାରତୀୟ। ଯେଉଁମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଥାଏ ସେହିମାନଙ୍କ ଠାରେ ମଧ୍ୟ ଏହାର ଲକ୍ଷଣ ଦେଖାଯାଇଥାଏ। ତେବେ ଅନେକ ବ୍ୟକ୍ତି ଏହାର ଲକ୍ଷଣ ଜାଣିନଥିବାରୁ ଏହି…
ଭାରତ ଉପରେ ରାଗିକି ନିଆଁବାଣ ଏହି ପାକିସ୍ତାନ କ୍ରିକେଟର୍: କହିଲେ…
ଇସଲାମାବାଦ୍,୨୭।୯: ନିକଟରେ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲ୍ୟାଣ୍ଡ ଦଳ ମ୍ୟାଚର ୫ ମିନିଟ ପୂର୍ବରୁ ପାକିସ୍ତାନ ଗସ୍ତକୁ ବାତିଲ କରିଦେଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କ୍ରିକେଟ ପଡିଆ ଥାଉ କି ନ ଥାଉ ଭାରତ ଏବଂ ପାକିସ୍ତାନ…
‘ସ୍ତ୍ରୀ ମୋତେ ଚେନ୍ନାଇ ଜର୍ସି ପିନ୍ଧିବାକୁ ଦେଉନାହାନ୍ତି’
ୟୁଏଇ,୨୬।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ ଆଇପିଏଲ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଖେଳାଯାଉଛି। ଏହିପର୍ଯ୍ୟାୟରେ ପ୍ରଶଂସକମାନଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ଏହି କାରଣରୁ ଦର୍ଶକମାନେ ଷ୍ଟାଡିୟମରେ ସେମାନଙ୍କର ପ୍ରିୟ ଦଳ ଏବଂ ପ୍ରିୟ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି।…
ବାୟୁ ସେନା ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ
କୋଏମ୍ବାଟୋର: ୨୭ ବର୍ଷୀୟା ମହିଳା ଅଧିକାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଗିରଫ ହୋଇଛନ୍ତି ଭାରତୀୟ ବାୟୁ ସେନା (ଆଇଏଏଫ୍)ର ୨୬ ବର୍ଷୀୟ ଫ୍ଲାଇଟ୍ ଲ୍ୟୁଟନାଣ୍ଟ। ତେବେ ଏ ନେଇ ପୀଡ଼ିତା ଦୁଇ ସପ୍ତାହ ତଳେ ପ୍ରଥମେ ଆଇଏଏଫ୍ ନିକଟରେ…
ଓଡ଼ିଶାରେ ସବୁଠି ବନ୍ଦ ପାଳିବ କଂଗ୍ରେସ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୭।୯: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବର୍ଷେ ହେଲା ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍)ର ଆହ୍ବାନରେ ସୋମବାର ଭାରତ ବନ୍ଦ ରହିବ। ବିବାଦୀୟ କୃଷି ଆଇନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ…
ବିଗ୍ ବଜେଟ ଫିଲ୍ମ ପାଇଁ ଖ୍ରୀଷ୍ଟମାସ ସ୍ଲଟ ଛାଡ଼ିଲେ ଅମିର
ମୁମ୍ବାଇ: ବଲିଉଡ୍ ଷ୍ଟାର ଅମିର ଖାନଙ୍କ ଫିଲ୍ମ ସାଧାରଣତଃ ଖ୍ରୀଷ୍ଟମାସରେ ରିଲିଜ ହୁଏ। କିନ୍ତୁ ଚଳିତ ବର୍ଷ ଖ୍ରୀଷ୍ଟମାସରେ ତାଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢ଼ା’ ରିଲିଜ ହେବ ନାହିଁ। ଏହି ଫିଲ୍ମକୁ ୨୦୨୨ ଭାଲେନଟାଇନ୍ସ ଅବସରରେ ରିଲିଜ କରାଯିବ…
ମୁମ୍ବାଇର ସ୍ବପ୍ନ ଭାଙ୍ଗି ଦେଲା ଆରସିବି
ଦୁବାଇ,୨୬।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ପରାଜୟ ଧାରାରେ ବ୍ରେକ୍ ଲାଗିଛି। ଚଳିତ ଆଇପିଏଲର ଦ୍ୱିତୀୟ ଫେଜରେ ଲଗାତାର ଦୁଇଟି ପରାଜୟ ପରେ ପ୍ରଥମ ବିଜୟ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ। ରବିବାର ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ…
ଗାଜଲବାଡ଼ି ଘାଟିରାସ୍ତା ସିଲ୍
ଦାରିଙ୍ଗବାଡ଼ି,୨୬ା୯(ଡି.ଏନ୍.ଏ.):ବାତ୍ୟା ଗୁଲାବ ପ୍ରଭାବରେ ରବିବାର ସନ୍ଧ୍ୟାରୁ ଧୀରେ ଧୀରେ ବର୍ଷାର ପରିମାଣ ବୃଦ୍ଧି ପାଉଛି। ପ୍ରବଳ ବର୍ଷା ହେଲେ ଭୂସ୍ଖଳନ ଆଶଙ୍କା ଥିବାରୁ କନ୍ଧମାଳ ଏବଂ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ୫୯ନଂ. ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ରାସ୍ତାକୁ ବନ୍ଦ…
ନଦୀରେ ଭାସିଗଲେ ଯୁବକ
ପାରଳାଖେମୁଣ୍ଡି,୨୬ା୯(ଡି.ଏନ୍.ଏ.):ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବମିକା ନିକଟ ସାଇଲଡା ଗ୍ରାମ ନଦୀରେ ଭାସି ଯାଇ ରବିବାର ଜଣେ ଯୁବକ ନିଖୋଜ ହୋଇଛନ୍ତି। ସେ ହେଲେ ଜି ରାମୁ (୩୬)। ରାମୁ ସନ୍ଧ୍ୟାରେ ନଦୀ ପାର ହେଉଥିବା ବେଳେ ହଠାତ୍ ପାଣିରେ…
ଆଇପିଏଲ୍ ବେଟିଂ, ଜେଲଗଲେ ୬
ଦିଗପହଣ୍ଡି,୨୬ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଆଇପିଏଲ ବେଟିଂରେ ସମ୍ପୃକ୍ତ ଥିବା ୬ ଅଭିଯୁକ୍ତଙ୍କୁ ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଫାସିଗୁଡ଼ା ଗ୍ରାମର ରମେଶ ଚନ୍ଦ୍ର ନାୟକ, ମଳାଭଞ୍ଜା ଗ୍ରାମର…
୩ ମାସ ତଳେ ଭାଜପାରେ ଯୋଗଦେଇଥିବା କଂଗ୍ରେସ ନେତାଙ୍କୁ ମନ୍ତ୍ରୀ ପଦ
ଲକ୍ଷ୍ନୌ, ୨୫।୯: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ କିଛି ମାସ ବାକି ଥିବାବେଳେ ଜାତି ଏବଂ ଆଞ୍ଚଳିକତାରେ ସନ୍ତୁଳନ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ସନ୍ଧ୍ୟାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୩ ମାସ ତଳେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଥିବା…
‘ହାତୀଙ୍କ ଝଗଡ଼ା ହେଲେ ଘାସ ହିଁ କଷ୍ଟ ପାଏ’
ନୂଆଦିଲ୍ଲୀ: ସୁପରଷ୍ଟାର ଗୋବିନ୍ଦା ଓ ଭଣଜା କୃଷ୍ଣା ଅଭିଷେକଙ୍କ ମଧ୍ୟରେ ଚାଲିଥିବା ଝଗଡ଼ାରେ ବଳି ପଡ଼ିଛନ୍ତି ଅଭିନେତ୍ରୀ ଆରତି ସିଂ। ନିକଟରେ ଗୋବିନ୍ଦା ତାଙ୍କ ସହ କଥା ବନ୍ଦ କରି ଦେଇଥିବା କୃଷ୍ଣାଙ୍କ ଭଉଣୀ ଆରତୀ କହିଛନ୍ତି। ଆରତୀ କହିଛନ୍ତି, ହାତୀମାନଙ୍କ…
Archives


