Home Left

୧୯୬୦ ପରଠୁ ରତ୍ନଭଣ୍ଡାର ଚାବିକାଠି ହସ୍ତାନ୍ତର ହୋଇନି

ପୁରୀ ଅଫିସ,୨୮।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକାଠି ବାସ୍ତବରେ ହଜିଥିଲା ନା ଏହା ପ୍ରଶାସନର କପୋଳକଳ୍ପିତ କାହାଣୀ ଥିଲା ତାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଛି। ରତ୍ନଭଣ୍ଡାର ଭିତର ଘର ଚାବିକାଠି ୧୯୬୦ ମସିହାଠାରୁ କାହାକୁ ହସ୍ତାନ୍ତର ହୋଇନାହିଁ…

ଏହି ମହାନ କ୍ରିକେଟର୍‌ଙ୍କୁ ହୃଦ୍‌ଘାତ

ଲାହୋର,୨୮।୯: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ ଇଞ୍ଜାମାମ-ଉଲ-ହକ ହୃଦଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସାରେ ଇଞ୍ଜାମାମ ସଫଳ ଆଞ୍ଜିଓପ୍ଲାଷ୍ଟି କରିଥିଲେ। ଇଞ୍ଜାମାମଙ୍କ ଅବସ୍ଥା ସ୍ଥିର ରହିଛି, କିନ୍ତୁ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି।…

ସରିଲା ପ୍ରଚାର, ଭୋଟକୁ ଅପେକ୍ଷା

ପୁରୀ ଅଫିସ,୨୮।୯: ପିପିଲି ଉପନିର୍ବାଚନ ପାଇଁ ୩୦ ତାରିଖରେ ମତଦାନ ହେବାକୁ ଥିବାବେଳେ ସୋମବାର ସନ୍ଧ୍ୟାରେ ପ୍ରଚାର ଶେଶ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ଉପନିର୍ବାଚନ ପ୍ରସ୍ତୁତିର…

ଆୟୁଷ୍ମାନ୍‌ ଭାରତ ଡିଜିଟାଲ ମିଶନ ଶୁଭାରମ୍ଭକୁ ଧର୍ମେନ୍ଦ୍ରଙ୍କ ସ୍ବାଗତ

ଭୁବନେଶ୍ୱର,୨୮।୯(ବ୍ୟୁରୋ):  ସାମଗ୍ରିକ ଏବଂ ସମାବେଶୀ ସ୍ବାସ୍ଥ୍ୟ ମଡେଲ ତଥା ଗରିବ ଏବଂ ମଧ୍ୟବିତ୍ତ ବର୍ଗ ଲୋକଙ୍କ ଚିକିତ୍ସା ପାଇଁ ହେଉଥିବା ସମସ୍ୟା ଦୂରକରିବା ଦିଗରେ ସୋମବାର ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଚୌକା-ଛକାରେ ‘ଶତକ’ ହାସଲ କଲେ ଏହି କ୍ରିକେଟର୍‌

ନ୍ୟୁୟର୍କ,୨୮।୯: ଆମେରିକାରେ କ୍ରିକେଟ ଖେଳୁଥିବା ଭାରତୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଉନ୍ମୁକ୍ତ ଚାନ୍ଦ ପୁଣି ବ୍ୟାଟ୍‌ରେ କମାଲ୍‌ କରିଛନ୍ତି। ମାଇନର କ୍ରିକେଟ ଲିଗରେ ସିଲିକନ ଭ୍ୟାଲି ଷ୍ଟ୍ରାଇକର୍ସ ପାଇଁ ଖେଳୁଥିବାବେଳେ ଚାନ୍ଦ ଶତକ ମାତ୍ର ୬୯ ବଲରେ ୧୩୨ ରନ ସଂଗ୍ରହ କରିଥିଲେ।…

ଶରୀର ପାଇଁ ଉପକାରୀ ଖଜୁରି

ଖଜୁରି ଶରୀର ପାଇଁ ବେଶ୍‌ ଲାଭଦାୟକ। ଏଥିରେ ଫାଇବର, କ୍ୟାଲ୍‌ସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ ବ୍ୟତୀତ ଅନ୍ୟାନ୍ୟ ଉପକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା । ତେବେ ଏହାର ଓଷଧୀୟ ଗୁଣ ସମ୍ପର୍କରେ ଟିପ୍ସ……

ମୁହେଁ ମୁହେଁ କହି ହଇରାଣ ହୋଇଛି

କେବେ ସେ ନାୟକ ସାଜି ଦର୍ଶକଙ୍କ ମନ ଜିତିଛନ୍ତି ତ କେବେ ଖଳନାୟକ ସାଜି ନିଜର ଭିନ୍ନ ରୂପ ଦେଖାଇଛନ୍ତି। ଯେକୌଣସି ଚରିତ୍ରକୁ ନିଖୁଣ ଭାବେ ନିଭାଇ ପାରୁଥିବା ଅଭିନେତା ଜଣକ ହେଲେ ସମରେଶ ରାଉତରାୟ। ହିନ୍ଦୀ ଚଳଚ୍ଚିତ୍ର ‘ଭଗତ ସିଂ’ରେ…

ମର୍କେଲଙ୍କ ପାର୍ଟିର ପରାଜୟ

ବର୍ଲିନ୍‌, ୨୮ା୯: ଜର୍ମାନୀର ସାଧାରଣ ନିର୍ବାଚନରେ ବିଦାୟୀ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କ କଞ୍ଜରଭେଟିଭ ପାର୍ଟି କମ୍‌ ପ୍ରତିଶତ ଭୋଟ ବ୍ୟବଧାନରେ ପରାଜିତ ହୋଇଛି। ମର୍କେଲ ଚଳିତ ଥର ଚାନ୍‌ସେଲର ପଦରେ ରହିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିବାରୁ ଭୋଟରଙ୍କ ଉପରେ…

ସଚେନତନା ହିଁ ନିରାକରଣ

ଜଳାତଙ୍କରେ ପ୍ରତିବର୍ଷ ବହୁ ଲୋକ ଆକ୍ରାନ୍ତ ହୋଇଥାନ୍ତି। ପୋଷା କୁକୁରଠାରୁ ଆରମ୍ଭ କରି ବୁଲା କୁକୁର କାମୁଡ଼ା ଯୋଗୁ ଲୋକେ ଜଳାତଙ୍କରେ ଆକ୍ରାନ୍ତ ହୋଇଥାନ୍ତି। ପୃଥିବୀରେ ବର୍ଷକୁ ୫୯,୦୦୦ ଲୋକଙ୍କର ଜଳାତଙ୍କରେ ମୃତ୍ୟୁ ଘଟିଥାଏ। ତେବେ ସଚେତନତା ଦ୍ୱାରା ଏହାର ନିରାକଣର…

ବନ୍ଦ ପ୍ରଭାବରୁ ଆଲୋଚନା ପାଇଁ ଡାକିଲେ

ନୂଆଦିଲ୍ଲୀ,(ପି.ଟି.)/ଭୁବନେଶ୍ୱର (ବ୍ୟୁରୋ), ୨୮।୯: ବିବାଦୀୟ କୃଷି ଆଇନ ବିରୋଧରେ ସୋମବାର ଦେଶବ୍ୟାପୀ ବନ୍ଦ ପାଳନ କରାଯାଇଥିଲା। ବନ୍ଦ ଯୋଗୁ ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ସମେତ ଭାରତର ବିଭିନ୍ନ ଅଞ୍ଚଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ୩ କୃଷି ଆଇନକୁ ରାଷ୍ଟ୍ରପତି ରାମନାଥ…

ଚିନ୍ତା ଦୂର କରିବାର ନୂଆ ଉପାୟ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଚିନ୍ତାଗ୍ରସ୍ତ ହେବା ଏକ ସାଧାରଣ କଥା ପାଲଟିଗଲାଣି କହିଲେ ଆଦୌ ଭୁଲ୍‌ ହେବ ନାହିଁ। ହେଲେ ଏହାଠାରୁ ଦୂରେଇ ରହିବାର ଏକ ସରଳ ତଥା ସହଜ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି ନିଜର ମନ ପସନ୍ଦର…

ସ୍ମରଣ ଶକ୍ତି କମାଏ ଗ୍ଲୁକୋଜ୍‌ ପରିମାଣ

ସାଧାରଣତଃ ଶରୀରରେ ଗ୍ଲୁକୋଜ୍‌ର ପରିମାଣ ୭.୮ମିଲିମୋଲ୍‌ ରହିଲେ, ତାହାକୁ ଗ୍ଲୁୂକୋଜର ସାଧାରଣ ସ୍ତର ବୋଲି ଗଣନା କରାଯାଇଥାଏ। ହେଲେ, ଏହାର ପରିମାଣ ସର୍ବାଧିକ ୧୧.୧ମିଲିମୋଲ୍‌ ହୋଇଗଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ରକ୍ତରେ ଗ୍ଲୁକୋଜ୍‌ର ପରିମାଣ ଆବଶ୍ୟକତାଠାରୁ ବଢ଼ିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri