Home Left

ଲଗାତାର ଦ୍ୱିତୀୟ ମ୍ୟାଚ୍‌ ଜିତିବା ପରେ ବଦଳିଗଲା ବିରାଟଙ୍କ ମନୋଭାବ; ଦଳକୁ ନେଇ କହିଲେ…

ଦୁବାଇ,୩୦।୯: ଆଇପିଏଲ୍‌ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ଦ୍ୱିତୀୟ କ୍ରମାଗତ ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ବିରାଟ କୋହଲିଙ୍କ ମନୋଭାବରେ ପରିବର୍ତ୍ତନ ଘଟିଛି। ବୁଧବାର ଅନୁଷ୍ଠିତ ମ୍ୟାଚ୍‌ ପରେ ସେ ଅତ୍ୟନ୍ତ ଦୃଢ଼ ମନା ସହ ବିବୃତ୍ତି ରଖିଥିଲେ।…

ଆମ ପାଖରେ ଆଉ ହରାଇବାକୁ କିଛି ନାହିଁ: ସଞ୍ଜୁ ସାମସନ

ଦୁବାଇ,୩୦।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ଖେଳାଯାଇଥିବା ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ କରିଥିଲା। ଏହି ପରାଜୟ ପରେ ରାଜସ୍ଥାନ ଦଳ ପଏଣ୍ଟ ତାଲିକାରେ ୭ମ ସ୍ଥାନରେ ରହିଥିବା ବେଳେ ନେଟ୍‌ ରନ୍‌ ରେଟ୍‌ ହ୍ରାସ…

ସିଦ୍ଧୁ ଆମ୍‌ ଆଦମୀ ପାର୍ଟିରେ ଯୋଗଦେବା ନେଇ କେଜ୍‌ରିଓ୍ବାଲ୍‌ କହିଲେ…

ଚଣ୍ଡିଗଡ,୩୦।୯: ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ଦୁଇ ଦିନିଆ ପଞ୍ଜାବ ଗସ୍ତରେ ଅଛନ୍ତି। ଏହି ସମୟରେ କେଜ୍‌ରିୱାଲ ମାଗଣା ବିଦ୍ୟୁତ, ମୋହଲା କ୍ଲିନିକ ଖୋଲିବା ଭଳି ପ୍ରତିଶ୍ରୁତି…

ନରମିଲେ ସିଦ୍ଧୁ

ଚଣ୍ଡିଗଡ,୩୦।୯: ପଞ୍ଜାବ କଂଗ୍ରେସରେ ଚାଲିଥିବା ସଙ୍କଟ ମଧ୍ୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନିଙ୍କୁ ଭେଟିବା ପାଇଁ ନବଜୋତ ସିଂ ସିଦ୍ଧୁ ଚଣ୍ଡିଗଡ଼ ଆସିଛନ୍ତି। ସିଦ୍ଧୁ ଟୁଇଟ୍‌ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋତେ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। ଏଥିପାଇଁ ମୁଁ…

୧୭୫ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମାରିଲା ବିଜୁଳି; ଆଉ ତା’ ପରେ…

ମସ୍କୋ,୩୦ା୯: ରୁଷିଆର ଏକ ବିମାନ ୧୭୫ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା। ଏହି ସମୟରେ ଆକାଶରେ ବିଜୁଳି ମାରିଥିଲା। ଫଳରେ ବିମାନ ପୂରା ହଲି ଯାଇଥିଲା। ଏଥିରେ ଥିବା ଯାତ୍ରୀମାନେ ଝରକା ପଟେ ତଳକୁ ଖସି ପଡ଼ିଥିଲେ। ଯାହାଙ୍କୁ ବଞ୍ଚାଇବା…

ସଖାରାମ ବାଇଣ୍ଡର

ପ୍ରଖ୍ୟାତ ମରାଠୀ ଔପନ୍ୟାସିିକ ବିଜୟ ତେନ୍ଦୁଲକରଙ୍କର ଚର୍ଚ୍ଚିତ ମରାଠୀ ନାଟକ ‘ସଖାରାମ ବାଇଣ୍ଡର’କୁ ଆଧାର କରି ପ୍ରସ୍ତୁତ ହୋଇଛି ଓଡ଼ିଆ ସିନେ ନାଟକ ‘ସଖାରାମ ବାଇଣ୍ଡର’। ଅଭିନେତା ଅସୀତ କୁମାର ପାତ୍ର ଏହାର ଓଡ଼ିଆ ଭାଷାନ୍ତର କରିବା ସହ ନାଟକର ମୁଖ୍ୟ…

ଅଗ୍ନିକାଣ୍ଡରେ ୩ ଦୋକାନ ଜଳିଗଲା

ରାଇକିଆ,୩୦ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ମୁଖ୍ୟ ବଜାର ଠାରେ ଥିବା ତିନୋଟି ଦୋକାନରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି । କେଉଁ କାରଣରୁ ନିଆଁ ଲାଗିଲା ସ୍ପଷ୍ଟ ହୋଇ ନ ଥିବା ବେଳେ ଦିନ…

ପାରିପାରିକ କଳହର କରୁଣ ପରିଣତି: କିରୋସିନ ଢାଳି ହୋଇ ମା’ ମୃତ, ଶିଶୁପୁତ୍ର ଗୁରୁତର

ନାଉଗାଁ,୩୦ା୯(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ତିରୁଆ ପଞ୍ଚାୟତ ତେଣ୍ଟୋଇ ଗ୍ରାମରେ ପାରିବାରିକ କଳହରୁ କିରୋସିନ ଢାଳି ହୋଇ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଢ଼ବର୍ଷର ଶିଶୁପୁତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ସୂଚନାନୁଯାୟୀ, ଉକ୍ତ ଗ୍ରାମର…

ପିପିଲି ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ୫୯.୭୨% ମତଦାନ

ପୁରୀ ଅଫିସ,୩୦।୯: ପିପିଲି ଉପନିର୍ବାଚନକୁ ନେଇ ଗୁରୁବାର ମତଦାନ ଜାରି ରହିଛି। ଦିନ ୩ଟା ସୁଦ୍ଧା ୫୯.୭୨% ମତଦାନ ହୋଇଛି। ପୂର୍ବରୁ ସକାଳ ୯ଟା ସୁଦ୍ଧା ୭.୮% ମତଦାନ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ୨୪.୭୬% ଏବଂ ଦିନ ୧ଟା…

‘୫୦୦ ଟଙ୍କାରେ ଭୋଟ କିଣୁଛନ୍ତି ମମତା’

କୋଲକତା,୩୦।୯: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ମତଦାନ ଜାରି ରହିଛି। ଏହି ହାଇ ପ୍ରୋଫାଇଲ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଭଜପାର ପ୍ରିୟଙ୍କା ଟିବ୍ରେୱାଲଙ୍କ ମଧ୍ୟରେ କଡ଼ା ଟକ୍କର ରହିଛି। ମତଦାନ ଚାଲିଥିବା ବେଳେ ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ, ଟିଏମସି…

ଆସିବ ବର ତୋର

ଥରେ ମନେ ପକାନ୍ତୁ ନା, ସୁପରହିଟ୍‌ ଓଡ଼ିଆ ସିନେମା ‘କାବେରୀ’ର ସେହି ଶ୍ରୋତାଦୃଢ଼ ଗୀତ ‘ଆସିବ ବର ତୋର ହୋଇବ ବାହାଘର, ତା’ପରେ କି ହବ କହଲୋ’କୁ। ସେହି ଗୀତର ଏକ ଧାଡ଼ି ‘ଆସିବ ବର ତୋର’କୁ ନେଇ ନିର୍ମିତ ହେବାକୁ…

ପାର୍ବଣରେ ବଢିପାରେ ସଂକ୍ରମଣ: ଡିଏମ୍‌ଇଟି

  ଭୁବନେଶ୍ୱର,୩୦।୯(ବ୍ୟୁରୋ): ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ। ଏନେଇ ଗୁରୁବାର   ଡିଏମ୍‌ଇଟି ସିବିକେ ମହାନ୍ତି ସତର୍କ କରାଇଛନ୍ତି । ସମସ୍ତେ କୋଭିଡ ମାର୍ଗଦର୍ଶିକା ପାଳନ କରନ୍ତୁ । ଯାହାର କିଛି ବି ଲକ୍ଷଣ ଦେଖାଯାଇଛି  ତୁରନ୍ତ ନିକଟସ୍ଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri