Home Left

ଧାନ ବାଛିବା ବେଳେ ଘଟିଲା ବଜ୍ରପାତ

କାଳିଆପାଣି,୨୯ା୯(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ କାଙ୍କଡ଼ପାଳ ପଞ୍ଚାୟତ ଭାଲୁକିପାତଳା ନୂଆପାଣି ଗ୍ରାମରେ ଧାନ ବାଛିବା କାମ କରୁଥିବା ବେଳେ ବଜ୍ରପାତ ଘଟି ଜଣଙ୍କ ମୃତ ଘଟିଛି। ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ସୁରୁ…

କଟ୍ରିନାଙ୍କ ଭଳି ଦେଖାଯାଉଥିବା ଯୁବତୀ ଜଣକ କିଏ..

ମୁମ୍ବାଇ,୨୯।୯: ବହୁ ଅଭିନେତା ଓ ଅଭିନେତ୍ରୀଙ୍କ ଡ୍ୟୁପ୍ଲିକେଟ ରହିଛନ୍ତି। ଠିକ୍‌ ସେହିପରି ଏବେ କଟ୍ରିନାଙ୍କ ଚେହେରା ପରି ମିଶୁଥିବା ଜଣେ ଯୁବତୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୋସିଆଲ ମିଡିଆ କଟ୍ରିନାଙ୍କ ପରି…

ପୋଲିସ ଚଢ଼ାଉ ବେଳେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ଲକ୍ଷ୍ନୌ,୨୯।୯: ଉତ୍ତର ପ୍ରଦେଶର ଗୋରଖପୁରର ଏକ ହୋଟେଲରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ ବେଳେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା। ଏଥିଯୋଗୁ ବୁଧବାର ୬ ପୋଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି। ବୁଧବାର ସକାଳେ ମୃତ ବ୍ୟବସାୟୀଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ…

ଉପନିର୍ବାଚନ ପୂର୍ବରୁ ପ୍ରବଳ ବର୍ଷା

କୋଲକାତା,୨୯।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ବିଧାନସଭା ଆସନରେ ଗୁରୁବାର ଉପନିର୍ବାଚନ ହେବ। ଏଠାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତାଙ୍କ ବିରୋଧରେ ଭାଜପା ପ୍ରିୟଙ୍କା ତିବ୍ରଓ୍ବୋଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍‌)ର ଶ୍ରୀଜୀବ ବିଶ୍ୱାସ…

ଭେରିଫିକେଶନ ପାଇଁ ସାର୍ଟିଫିକେଟ ମାଗିବାରୁ ଇସ୍ତଫା ଦେଲେ ଶିକ୍ଷକ

କଣ୍ଟାବାଞ୍ଜି,୨୯ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାଲ ସିଟି ଓ ଶିକ୍ଷାଗତ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା। ଏହିକ୍ରମରେ…

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ବ୍ରହ୍ମପୁର ଅଫିସ,୨୯ା୯: ବୈଦ୍ୟନାଥପୁର ପୋଲିସ ଜଣେ ଅପହୃତା ଛାତ୍ରୀଙ୍କୁ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରୁ ଉଦ୍ଧାର କରିଛି। ଛାତ୍ରୀଙ୍କୁ ଅପହରଣ କରି ହାଇଦ୍ରାବାଦରେ ଏକ ଭଡା ଘରେ ରଖି ବଳାତ୍କାର କରିଥିବା ଅଭିଯୋଗରେ ଅଭିଯୁକ୍ତ ଅଳୟ ବେହେରା (୨୮)ଙ୍କୁ ପୋଲିସ ଗିରଫ କରିଛି। କୋର୍ଟରେ…

ଫେସ୍‌ବୁକ ପାଇଁ ୭୦ ବର୍ଷ ପରେ ମା’ଙ୍କୁ ଫେରିପାଇଲେ

ଢାକା,୨୯।୯: ସୋସିଆଲ ମିଡିଆ ପ୍ଲାଟଫର୍ମ କାରଣରୁ ୭୦ ବର୍ଷ ପରେ ନିଜ ମା’ଙ୍କୁ ଫେରିପାଇଛନ୍ତି ବାଂଲାଦେଶର ଜଣେ ୮୨ ବର୍ଷୀୟ ବୃଦ୍ଧ। ବୃଦ୍ଧଙ୍କ ମା’ଙ୍କ ବୟସ ପାଖାପାଖି ୧୦୦ ହେବ। ଅବଦୁଲ କୁଦ୍ଦୁସ ମୁନସିଙ୍କୁ ଯେତେବେଳେ ୧୦ ବର୍ଷ ଥିଲେ ସେ…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର,୨୯।୯: ବୁଧବାର ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ରେଜଲ୍ଟ । ପରୀକ୍ଷାରେ ୪୯ ହଜାର ୨୭୯ ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇ ନାମଲେଖା ପାଇ ର଼୍ୟାଙ୍କ ପାଇଛନ୍ତି। ଛାତ୍ରୀଛାତ୍ର ୱେବସାଇଟ www.ojee.nic.in ଓ www.odishajee.comରୁ ନିଜ ର଼୍ୟାଙ୍କ ଜାଣିପାରିବେ।…

ଫେରିବେ କି ସିଦ୍ଧୁ! ଅର୍ଚ୍ଚନା କହିଲେ…

ବମ୍ବେ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ଏହାପରେ କମେଡିଆନ୍‌ କପିଲ ଶର୍ମାଙ୍କ ଶୋ’ ସହ ଜଡ଼ିତ ମେମେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। କିଛି କିଛି ଲୋକ ଶୋ’ରେ ଅର୍ଚ୍ଚନା ପୁରନ୍‌ ସିଂହଙ୍କ ଚୌକି…

କମେଡି ଶୋ’ରେ ନଜର ଆସିବେ ଉର୍ମିଳା

ମୁମ୍ବାଇ: ବଲିଉଡର ରଙ୍ଗିଲା ଗର୍ଲ ଉର୍ମିଲା ମାତୋଣ୍ଡକର କିଛି ଦିନ ହେଲା ବଡ ପରଦାରୁ ଦୂରେଇ ରହିଥିବା ବେଳେ ଏବେ ସେ ରାଜନୀତିରେ ପାଦ ରଖିଛନ୍ତି । ହେଲେ ତାଙ୍କ ପ୍ରଶଂସକ ତାଙ୍କୁ ପରଦାରେ ଦେଖିବାକୁ ଅପେକ୍ଷା ରଖିଛନ୍ତି । ଏଥର…

ବିଗ୍‌ ବସ୍‌ ବିଜେତାଙ୍କ ଏଭଳି ଟ୍ରାନ୍ସଫର୍ମେଶନ୍‌ ଦେଖି ପ୍ରଶଂସକ ଚକିତ; ଚିହ୍ନିଲେ ଦେଖି ଏ କିଏ…

ବମ୍ବେ: ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ବିବାଦୀୟ ରିଆଲିଟି ଶୋ’ ବିଗ୍‌ ବସ୍‌। ଏହାର ବିଜେତା ହୋଇଥିଲେ ଦିବ୍ୟା ଅଗ୍ରଓ୍ବାଲ। ଶୋ’ରେ ବଲିଉଡ୍‌ ଅଭିନେତ୍ରୀ ସମିତା ସେଟ୍ଟୀ, ରାକେଶ ବାପତ, ନିଶାନ୍ତ, ପ୍ରତିକ ଶେଜପାଲ ପ୍ରମୁଖ ଥିଲେ…

ଶାହଙ୍କ ଘରେ କ୍ୟାପଟେନ

ନୂଆଦିଲ୍ଲୀ,୨୯।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ଅମରିନ୍ଦର ସିଂ ବୁଧବାର ସନ୍ଧ୍ୟାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ବାସଭବନରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସେ ଭାଜପାରେ ଯୋଗ ଦେବା ନେଇ ଆକଳନ କରାଯାଉଥିଲା। ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri