Home Left

ପ୍ରାତଃ ଭ୍ରମଣ କହି ଦୈନିକ ଯାଉଥିଲେ ପାର୍କ, ଦିନେ ପିଛା କରି ଧରିଲା ସ୍ତ୍ରୀ

ନୂଆଦିଲ୍ଲୀ,୧।୧୦: ପାର୍କରେ ଅନ୍ୟ ଜଣେ ମହିଳାଙ୍କ ସହ ସ୍ବାମୀଙ୍କୁ ଧରିଥିଲେ ଜଣେ ମହିଳା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଭିଡିଓରେ ସକାଳୁ ସକାଳୁ ଜଣେ ବ୍ୟକ୍ତି ପାର୍କରେ ଜଣେ ଯୁବତୀଙ୍କ ସହ ବସି କଥା ହେଉଥିବା ବେଳେ…

ଟ୍ରେନିଂ ବେଳେ ନିଜକୁ ଉଡାଇଦେଲା ଏଟିଏମ୍‌ ବମ ଗ୍ୟାଙ୍ଗ

ଦ ହେଗ,୧।୧୦: କ୍ୟାଶ ମେସିନକୁ ବମ୍‌ରେ ଉଡାଇବା ଲାଗି ଭିଡିଓ ଟ୍ରେନିଂ ଦେଉଥିବା ବେଳେ ବିସ୍ଫୋରଣ ଘଟି ଗ୍ୟାଙ୍ଗର ସଦସ୍ୟକ ମୃତ୍ୟୁ ହୋଇଛି। ଏ ନେଇ ନେଦରଲାଣ୍ଡ ଓ ଜର୍ମାନୀ ପୋଲିସ ଅଧିକାରୀ ଗୁରୁବାର ସ୍ପଷ୍ଟ କରିଛନ୍ତି। ନେଦରଲାଣ୍ଡର ଅଟ୍ରେଚ ସହରରେ…

ମା’ ହେବା ପରେ ଗ୍ଲାମରସକୁ ଫେରିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଙ୍ଗଳା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ ଅଭିନୟ ଜଗତ ଏବଂ ରାଜନୀତିରେ ବେଶ୍‌ ନାଁ କମାଇଛନ୍ତି। ନୁସରତ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ତଳେ ସେ ଏକ ପୁତ୍ର…

ବାର୍‌ହା ଶିକାର କରି ବିକୁଥିଲେ ମାଂସ

ଝାରସୁଗୁଡ଼ା ଅଫିସ,୩୦।୯: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କଣ୍ଢେଇକେଲା ଅଞ୍ଚଳରେ ବାର୍‌ହା ଶିକାର କରି ମାଂସ ବିକ୍ରି କରୁଥିବା ବେଳେ ୩ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁରଲିପାଲି ଗ୍ରାମର…

ନିଜ ଷ୍ଟାଇଲରେ ମ୍ୟାଚ୍‌ ଶେଷ କଲେ ଧୋନୀ, ପ୍ଲେ-ଅପ୍‌ରେ ସିଏସ୍‌କେ

ଶାରଜା,୩୦।୯: ମହେନ୍ଦ୍ର ସିଂ ଧୋନୀ ନିଜ ଷ୍ଟାଇଲରେ ଛକା ମାରି ମ୍ୟାଚ୍‌ ଶେଷ କରିଛନ୍ତି। ଏହି ବିଜୟ ସହ ସିଏସ୍‌କେ ପଏଣ୍ଟ ସଂଖ୍ୟା ପହଞ୍ଚିଛି ୧୮ରେ। ଚଳିତ ଆଇପିଏଲ୍‌ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରଥମ ଦଳ ଭାବେ କ୍ୱାଲିଫାୟର୍ସ…

କମ୍ପାନୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଗଲା ଯୁବକଙ୍କ ଜୀବନ

ସମ୍ବଲପୁର,୩୦ା୯(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଶ୍ୟାମ ମେଟାଲିକ୍ସରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କମ୍ପାନୀର ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ୧୯ ବର୍ଷିୟ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଝାରସୁଗୁଡା ଜିଲା ଲହଣ୍ଡାବୁଡ ଗ୍ରାମର ଅଭିମନ୍ୟୁ ଭୂୟାଁ।…

ବହୁ ମହଲା କୋଠା ଭୁଶୁଡ଼ିଲା

ଶିମ୍‌ଲା,୩୦।୯: ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁ ରାଜଧାନୀ ଶିମ୍‌ଲାରେ ଗୁରୁବାର ଏକ ୮ ମହଲା କୋଠା ଭୁଶୁଡ଼ିପଡ଼ିଛି। କଚ୍ଚିଘାଟ ଅଞ୍ଚଳରେ ଥିବା ଏହି କୋଠା ଭୁଶୁଡି ପଡିବା ଆଶଙ୍କା କରି ୧୫ ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ…

କ୍ରୀଡ଼ା ଉତ୍ସବ ପରେ ୨୯ ଡାକ୍ତରୀ ଛାତ୍ରୀଛାତ୍ର ପଜିଟିଭ୍‌

ମୁମ୍ବାଇ, ୩୦।୯: ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ ପରିଚାଳିତ ପାରେଲସ୍ଥିତ କେଇଏମ୍‌ ହସ୍ପିଟାଲର ୨୯ ଜଣ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ଏମ୍‌ବିବିଏସ୍‌ ପ୍ରଥମ ବର୍ଷ ଓ ୨୩ ଜଣ ଦ୍ୱିତୀୟ ବର୍ଷ ଶିକ୍ଷାର୍ଥୀ…

ରାନୁ ମଣ୍ଡଳ ପୁଣି ଚର୍ଚ୍ଚାରେ

ନୂଆଦିଲ୍ଲୀ,୩୦।୯: ରାତାରାତି ପରିଚିତ ହୋଇଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ନିକଟରେ ଶ୍ରୀଲଙ୍କାର ୟୋହାନିଙ୍କ ଗୀତ ‘ମାନିକେ ମାଗେ ହିଥେ’ ଲୋକପ୍ରିୟ ହୋଇଛି। ଏହି ଗୀତକୁ ରାନୁ ମଣ୍ଡଳ ଗାଇ ପୁଣି ଲୋକଙ୍କ ନଜରକୁ ଫେରିଛନ୍ତି। ସୂଚନାନୁସାରେ, ଲତା ମଙ୍ଗେଶକରଙ୍କ…

ଇଭିଏମ୍‌ରେ ମମତାଙ୍କ ଭାଗ୍ୟ ସିଲ୍‌

କୋଲକାତା,୩୦।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାଇପ୍ରୋଫାଇଲ ଆସନ ଭବାନୀପୁରରେ ଗୁରୁବାର ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଏଠାରେ ଅପରାହ୍ନ ୫ଟା ସୁଦ୍ଧା ୫୩.୩୨% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ…

ସିଏସ୍‌କେ ଆଗରେ ୧୩୫ ରନ୍‌ର ଟାର୍ଗେଟ

ଶାରଜା,୩୦।୯: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏହି ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ କରିଥିଲେ ବୋଲରମାନେ। ଜୋଶ ହାଜେଲଉଡ୍‌ (୩ ଉଇକେଟ), ଡ୍ବେନ ବ୍ରାଭୋ (୨), ଶାର୍ଦ୍ଦୁଳ ଠାକୁର (୧)…

ଦିନକୁ ଆୟ କରୁଛନ୍ତି ହଜାରେ କୋଟି

ନୂଆଦିଲ୍ଲୀ,୩୦।୯: ଶିଳ୍ପପତୀ ଗୌତମ ଆଦାନି ଏସିଆର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ବର୍ଷ ଅପେକ୍ଷା ତାଙ୍କ ସମ୍ପତ୍ତି ୪ ଗୁଣା ବୃଦ୍ଧି ପାଇଛି। ୨୦୨୦ରେ ତାଙ୍କ ପାଖରେ ୧,୪୦,୨୦୦ କୋଟି ଟଙ୍କା ସମ୍ପତ୍ତି ଥିଲା। ଏବେ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri