ପ୍ରେମିକାଙ୍କୁ ଏସିଡ୍ ମାଡ଼ କରିଥିବା ପ୍ରେମିକ ଧରାପଡ଼ିଲେ
ଭୁବନେଶ୍ୱର,୧।୧୦(ବ୍ୟୁରୋ): ଅଗଷ୍ଟ ୧୧ତାରିଖରେ ରାଜଧାନୀରେ ଜଣେ ଯୁବତୀଙ୍କୁ ଏସିଡ୍ ମାଡ଼ କରି ପ୍ରେମିକ ଫେରାର ହୋଇଯାଇଥିଲେ। ଏହି ଘଟଣାର ଦେଢମାସ ପରେ ଅଭିଯୁକ୍ତ ପ୍ରେମିକଙ୍କୁ ଧଉଳି ଥାନା ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେ ହେଲେ ପୁରୀ…
ଦିଆ ମିର୍ଜାଙ୍କୁ ଚାମ୍ପିୟନ ଅଫ୍ ଚେଞ୍ଜ ଆୱାର୍ଡ
ମୁମ୍ବାଇ: ବଲିଉଡ୍ ନାୟିକା ଦିଆ ମିର୍ଜାଙ୍କୁ ଚାମ୍ପିୟନ ଅଫ୍ ଚେଞ୍ଜ ଆୱାର୍ଡରେ ସମ୍ମାନୀତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଦିଆଙ୍କୁ ଏହା ପରିବେଶ ସୁରକ୍ଷା କ୍ଷେତ୍ରରେ ଉତ୍ତମ ଯୋଗଦାନ ପାଇଁ ଦିଆଯାଇଛି । ସେପ୍ଟେମ୍ବର ୩୦ରେ ମୁମ୍ବାଇର କୋଲାବା ସ୍ଥିତ…
ଅବସର ଘୋଷଣା କଲେ ଷ୍ଟାର ହକି ଖେଳାଳି
ନୂଆଦିଲ୍ଲୀ,୧।୧୦ : ଅଭିଜ୍ଞ ଭାରତୀୟ ପୁରୁଷ ହକି ଷ୍ଟ୍ରାଇକର ଏସ୍.ଭି. ସୁନୀଲ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଏଥିସହ ଦୀର୍ଘ ୧୪ ବର୍ଷ କ୍ୟାରିୟରର ଅନ୍ତ ହୋଇଛି। ୨୦୧୪ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ…
ସୁନା, ଟଙ୍କା ସହ ନେଇଗଲେ ୨ ବସ୍ତା ଚାଉଳ
କୋକସରା,୧।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ବରାଡଙ୍ଗା ଗ୍ରାମ ତିଳ ନାଏକଙ୍କ ଘରେ କଳାକନା ବୁଳାଇଛନ୍ତି ଦୁର୍ବୁତ୍ତ। ଘରେ ଥିବା ୨୦ ଭରି ସୁନାଗହଣା, ନଗଦ ୨ ଲକ୍ଷ ଟଙ୍କା ସହ ୨ ବସ୍ତା ଚାଉଳ ଚୋରି ହୋଇଥିବା…
‘ଯେସାକୁ ତେସା’ ନୀତି ଆପଣେଇଲା ଭାରତ
ନୂଆଦିଲ୍ଲୀ,୧।୧୦: ଆସନ୍ତା ସୋମବାରଠାରୁ ଭାରତ ଆସୁଥିବା ପ୍ରତ୍ୟେକ ବ୍ରିଟିଶ ନାଗରିକଙ୍କୁ ବାଧ୍ୟତାମୂଳକ ୧୦ ଦିନିଆ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। କୋଭିଡ୍ ଭାକ୍ସିନର ଉଭୟ ଡୋଜ ନେଇଥିବା ନାଗରିକଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ। ତେବେ ୟୁକେରେ ଭାରତ ସମେତ…
ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା
କୋକସରା୧।୧୦(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମୂଷାପାଲି ପଞ୍ଚାୟତ ଛିଲିପାମାଲ ଗ୍ରାମର ଜଣେ ଯୁବକଙ୍କ ବଜ୍ରଘାତରେ ମୃତ୍ୟୁ ହୋଇଛି। ଏ ନେଇ ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ଛିଲିପାମାଳ ଗାଁର ଶରତ ପାଣିଗ୍ରାହୀଙ୍କ ପୁଅ ଅମିତ ପାଣିଗ୍ରାହୀ(୨୩)…
କର ବା ମର ମ୍ୟାଚ୍; ପ୍ରଥମେ ବ୍ୟାଟିଂ କରିବ କେକେଆର
ଦୁବାଇ,୧।୧୦: ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ(କେକେଆର)କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଛନ୍ତି। ରାତିରେ କାକର ପଡ଼ିବାର ସମ୍ଭାବନା ଥିବାରୁ…
ମୁଁ ଭାଜପାକୁ ଖଣ୍ଡ ଖଣ୍ଡ କରି ଦେବି
ନୂଆଦିଲ୍ଲୀ,୧।୧୦: “କଂଗ୍ରେସ ନେତୃତ୍ୱକୁ ସମାଲୋଚନା କରିବାର ଅର୍ଥ ଭାଜପାକୁ ସାହାଯ୍ୟ କରିବା। ଦେଶର ସବୁଠୁ ବଡ଼ ବିରୋଧୀ ଦଳ ହେଉଛି କଂଗ୍ରେସ। କଂଗ୍ରେସ ଯେତେ ମଜଭୁତ ହେବ ଭାଜପାକୁ ସେତିକି ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ”। ଏଭଳି କଡ଼ା ଭାଷାରେ…
ହଟ୍ ଲୁକ୍ରେ ରୁବିନା
ମୁମ୍ବାଇ: ବିଗବସ ୧୪ ଜିତିବା ପରେ ଅଭିନେତ୍ରୀ ରୁବିନା ଦିଲୈକ କିଛି ନା କିଛି କାରଣକୁ ନେଇ ରହୁଛନ୍ତି ଚର୍ଚ୍ଚାରେ। ଶୋ’ ଜିତିବା ପରେ ତାଙ୍କର ଫ୍ୟାନ ଫଲୋଇଙ୍ଗ୍ ମଧ୍ୟ ବଢ଼ି ବଢ଼ି ଚାଲିଛି। ସେ କିଛି ଆଲବମ୍ ସହ ଟେଲି…
ହାତକୁ ଦୁଇ ହାତ ହେବେ ଏହି ସୁନ୍ଦରୀ ନାଗିନ୍; ଦୁବାଇର ବ୍ୟବସାୟୀଙ୍କ…
ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଟେଲି ପରଦାର ସୁନ୍ଦରୀ ନାଗିନ୍ ମୌନି ରୟ। କଥିତ ପ୍ରେମିକ ତଥା ଦୁବାଇର ବ୍ୟବସାୟୀ ସୁରଜ ନାମ୍ବିଆର୍ଙ୍କ ହାତ ଧରିବେ ସେ। ୨୦୨୨ରେ ଏହି ବିବାହ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ମୌନିଙ୍କ ଭାଇ…
ପୋଲିସ କର୍ମୀଙ୍କ ଘରୁ ଲୁଟି ନେଲେ
ବ୍ରହ୍ମପୁର ଅଫିସ,୧ା୧୦: ବ୍ରହ୍ମପୁର ସହରରେ ଚୋରମାନେ ତାଲାବନ୍ଦ ଘରକୁ ଟାର୍ଗେଟ କରୁଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଜଣେ ପୋଲିସ କନଷ୍ଟେବଳଙ୍କ ଘରେ କଳାକନା ବୁଲାଇଛନ୍ତି। ବୈଦ୍ୟନାଥପୁର ଥାନା ଅଧୀନ ସିଦ୍ଧାର୍ଥ ନଗର ଦ୍ୱିତୀୟ ସାରଣୀରେ ରହୁଥିବା କନଷ୍ଟେବଳ ପ୍ରଣତୀ ପଣ୍ଡାଙ୍କ ଅନୁପସ୍ଥିତିର…
ବିବାହର ୪ ଦିନ ପରେ ଡିଭୋର୍ସ ଦେଲେ ହାସ୍ୟ ଅଭିନେତା
ଇଣ୍ଡୋନେସିଆ,୧।୧୦: ବହୁତ ସମୟରେ ମଣିଷ ମାନଙ୍କର ଅଜବ ହରକତ ଦେଖିବାକୁ ମିଳେ। ନିଜର ଅଜବ ହରକତ ଯୋଗୁ ଏବେ ଜଣେ ବ୍ୟକ୍ତି ଭାଇରାଲ ହେବାରେ ଲାଗିଛନ୍ତି। ଇଣ୍ଡୋନେସିଆର ଖୋଇରୁଲ ଆନାମ ନାମକ ଜଣେ ବ୍ୟକ୍ତି ରାଇସକୁକର୍କୁ ବିବାହା ହୋଇ ପୁଣି ୪…
Archives


