ପରମବୀର ଦେଶ ଛାଡ଼ିବା ଖବର ପାଇଁ କଂଗ୍ରେସ, ଭାଜପା ମୁହାଁମୁହିଁ
ମୁମ୍ବାଇ, ୧।୧୦: ଅନୁସୂଚିତ ଜାତି/ଜନଜାତି (ଅତ୍ୟାଚାର ନିରାକରଣ) ଆଇନରେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂଙ୍କ ବିରୋଧରେ ଅକ୍ଟୋବର ୨୧ ପର୍ଯ୍ୟନ୍ତ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ମହାରାଷ୍ଟ୍ର ସରକାର ଶୁକ୍ରବାର ବମ୍ବେ ହାଇକୋର୍ଟଙ୍କୁ ଜଣାଇଛନ୍ତି।…
ଛାତ୍ରୀଛାତ୍ରଙ୍କୁ ଅଷ୍ଟ୍ରେଲିଆ ମନା
ନୂଆଦିଲ୍ଲୀ,୧।୧୦: ଧିରେଧିରେ କୋଭିଶିଲ୍ଡକୁ ଅନେକ ଦେଶ ମାନ୍ୟତା ଦେଉଛନ୍ତି। ଏବେ ଅଷ୍ଟ୍ରେଲିଆ ମଧ୍ୟ କୋଭିଶିଲ୍ଡକୁ ଦେଇଛି ସବୁଜ ସଙ୍କେତ। ଶୁକ୍ରବାର ଅଷ୍ଟ୍ରେଲିଆ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଟିକା କୋଭିଶିଲ୍ଡକୁ ଅନୁମତି ଦେଇଛି। ଏଣିକି ଅଷ୍ଟ୍ରେଲିଆ ଯିବାକୁ ଚାହୁଁଥିବା ବ୍ୟକ୍ତିମାନେ ଆରାମରେ…
ମଦ ଦୋକାନୀଙ୍କୁ ପିଟି ପିଟି ମାରିଦେଲେ
ଗୋରଖପୁର(ୟୁପି), ୧।୧୦: ଉତ୍ତରପ୍ରଦେଶର ଗୋରଖପୁରରେ ୭୨ ଘଣ୍ଟା ବ୍ୟବଧାନରେ ଦୁଇଟି ହତ୍ୟାକାଣ୍ଡ ଘଟିଯାଇଛି। କାନପୁରର ଜଣେ ବ୍ୟବସାୟୀଙ୍କୁ ହତ୍ୟା କରାଯିବାର ୭୨ ଘଣ୍ଟା ପରେ ଏକ ମଦ ଦୋକାନରେ କାମ କରୁଥିବା ଜଣେ ୨୫ ବର୍ଷୀୟ ଯୁବକଙ୍କୁ ମଦ୍ୟପ ଗ୍ରାହକମାନେ ପିଟି…
‘ପଞ୍ଜାବ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି କେନ୍ଦ୍ର’
ଡେରାଡୁନ,୧।୧୦: ଅମିତ୍ ଶାହାଙ୍କ ଭଳି ଭାଜପା ନେତାଙ୍କ ସହ ଅମରିନ୍ଦର ସିଂଙ୍କ ଘନିଷ୍ଠତା ତାଙ୍କ ଧର୍ମନିରପେକ୍ଷ ବିଶ୍ୱସନୀୟତା ପ୍ରତି ପ୍ରଶ୍ନଚିହ୍ନ ଲଗାଇଛି ବୋଲି ଶୁକ୍ରବାର ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ବତ୍ ଶୁକ୍ରବାର କହିଛନ୍ତି। ଏହା ସହ ପଞ୍ଜାବର ସଂଖ୍ୟାଗରିଷ୍ଠ କଂଗ୍ରେସ…
ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣବଳାତ୍କାର
ଶାହଡୋଲ, ୧।୧୦: ମଧ୍ୟପ୍ରଦେଶର ଶାହଡୋଲ ଜିଲାରେ ଜଣେ ମୂକ ବଧିର ନାବାଳିକାଙ୍କୁ ୬ ଜଣ ଗଣବଳାତ୍କାର କରିଛନ୍ତି। ବଳାତ୍କାରୀଙ୍କ ମଧ୍ୟରେ ରହିଛନ୍ତି ୪ ନାବାଳକ। ଅଭିଯୁକ୍ତମାନେ ଅପରାଧର ଫଟୋ ଉଠାଇ ସ୍ଥାନୀୟ ଅଞ୍ଚଳରେ ତାକୁ ପ୍ରସାରିତ କରିବା ପରେ ଘଟଣାଟି ପଦାକୁ…
ଆସୁଛି ପ୍ରଥମ କୋଭିଡ୍ ବଟିକା
ଓ୍ବାଶିଂଟନ, ୧।୧୦:କୋଭିଡ୍-୧୯ ଚିକିତ୍ସା ପାଇଁ ମର୍କ ଏବଂ ରିଜ୍ବ୍ୟାକ୍ ବାୟୋଥେରାପୁଟିକ୍ସ କମ୍ପାନୀ ମିଳିତ ଭାବେ ପ୍ରସ୍ତୁତ କରିଥିବା ଟାବ୍ଲେଟ ମଲନୁପିରାଭିର ରୋଗୀଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଓ ମୃତ୍ୟୁ ଆଶଙ୍କାକୁ ୫୦ ପ୍ରତିଶତ ହ୍ରାସ କରିପାରୁଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଛି।…
ଏସ୍ସିବିରେ ଏକ୍ମୋ ଚିକିତ୍ସା ବେଳେ ଗଲା ରୋଗୀଙ୍କ ଜୀବନ
କଟକ ଅଫିସ, ୧ା୧୦: ଏସ୍ସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ଏକ୍ମୋ ୟୁନିଟ୍ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ରୋଗୀଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସେ ହେଲେ ଏସ୍ସିବି ମେଡିକାଲ ନ୍ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଅଶୋକ ମଲ୍ଲିକଙ୍କ…
ପଞ୍ଜାବ ଆଗରେ ୧୬୬ ରନ୍ର ବିଜୟ ଲକ୍ଷ୍ୟ
ଦୁବାଇ,୧।୧୦ : ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ ଲିଗ୍ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଆଗରେ ୧୬୬ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)। ଓପନର ଭେଙ୍କଟେଶ ଆୟାରଙ୍କ ୬୭ (୯…
ବାର୍ହା ଆକ୍ରମଣର ଶିକାର ହେଲେ ଶାକିରା
କଲୋମ୍ବିଆ: ପପ୍ ଷ୍ଟାର ଶାକିରା ଇସାବେଲ୍ ମେବାରକ୍ ରିପୋଲ୍ ବାର୍ହା ଆକ୍ରମଣର ଶିକାର ହୋଇଛନ୍ତି। କଲୋମ୍ବିଆନ୍-ଲେବାନିଜ୍ ସିଙ୍ଗର ଶାକିରା ନିଜ ୮ ବର୍ଷର ପୁଅ ମିଲାନଙ୍କ ସହ ବାର୍ସେଲୋନା ପାର୍କରେ ଚାଲି ଚାଲି ଯାଉଥିବାବେଳେ ତାଙ୍କୁ ଦୁଇଟି ହିଂସ୍ର ବାର୍ହା ଟାର୍ଗେଟ…
ବହୁ ବିବାଦ ପରେ ଏକାଠି ହେବେ ଜାପାନ ପ୍ରିନ୍ସେସ୍
ଟୋକିଓ,୧।୧୦: ଜାପାନ ପ୍ରିନ୍ସେସ୍ ମାକୋ ଓ ତାଙ୍କ ପୂର୍ବତନ କ୍ଲାସ୍ମେଟ କେଇ କୋମୁରୋ ଆସନ୍ତା ୨୬ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଇମ୍ପେରିଆଲ ହାଉସ୍ ଏଜେନ୍ସି ପକ୍ଷରୁ ଶୁକ୍ରବାର ଏନେଇ ଘୋଷଣା କରାଯାଇଛି। ଏହି ଯୋଡ଼ି ଏକ ମ୍ୟୁନିସିପାଲିଟିରେ…
ଜୁଆଡ଼ିଙ୍କ ପାଖରୁ ମିଳିଲା ୨.୨୫ ଲକ୍ଷ ଟଙ୍କା, ୧୨ ଦାମୀ କାର୍
ଗୁଣପୁର,୧ା୧୦(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଣପୁର ପୋଲିସ ଏକ ବଡ଼ ଧରଣର ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ୨ ଲକ୍ଷ ୨୫ ହଜାର ୯୯୦ ଟଙ୍କା, ରୟାଲ୍ କଏନ୍, ୧୨ ଦାମୀ କାର୍, ଅଟୋରିକ୍ସା ଏବଂ…
ବାଣ କାରଖାନାରେ ବିସ୍ଫୋରଣ; ୪ ମୃତ
ଲକ୍ଷ୍ନୌ,୧।୧୦ : ଉତ୍ତରପ୍ରଦେଶର ଶାମଲି ଜିଲାରେ ବେଆଇନ ବାଣ କାରଖାନାରେ ଶୁକ୍ରବାର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। କାଇରାନା…
Archives


