ଏହି ଅଭିନେତ୍ରୀଙ୍କୁ ମିଳିଲା ଗୋଲ୍ଡୋନ୍ ଭିସା, ମାତ୍ର ୧୨ ଘଣ୍ଟାରେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଅଭିନୟ ସହିତ ତାଙ୍କର ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡ଼ିଆରେ ମଧ୍ୟ ସେ ବେଶ୍ ଆକ୍ଟିଭ। ନିକଟରେ ସେ ପ୍ରଶଂସକଙ୍କ ସହ ଏକ ଖୁସି ଖବର ବାଣ୍ଟିଛନ୍ତି। ସେଇଟି…
ଶିବସେନାର କଂଗ୍ରେସକୁ ଉପଦେଶ: ଅମରିନ୍ଦର-ସିଦ୍ଧୁଙ୍କୁ ଖୋସାମଦ କଲେ ଲାଭ ନାହିଁ ଆବଶ୍ୟକ ଫୁଲ ଟାଇମ ଅଧ୍ୟକ୍ଷ
ମୁମ୍ବାଇ,୧ ।୧୦: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ସାଙ୍ଗକୁ ସାରା ଦେଶରେ କଂଗ୍ରେସର ସ୍ଥିତି କିଛି ଭଲ ନ ଥିବା ବେଳେ ଏବେ ଦଳକୁ ସୁଧାରିବାକୁ ପରାମର୍ଶ ଦେଇଛି ଶିବସେନା । ଶିବସେନା ମୁଖପତ୍ର ସାମନା ଜରିଆରେ କହିଛି ନବଜୋତ…
ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ: ଠିକାସଂସ୍ଥା ନାଁରେ ପମ୍ପ ହାଉସ ଜମି
କେନ୍ଦ୍ରାପଡ଼ା ଅଫିସ,୧।୧୦: ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦ ପ୍ରତିଦିନ ନୂଆ ପ୍ରଶ୍ନ ସୃଷ୍ଟି କରୁଛି। ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ୮୯୨ କୋଟି ବ୍ୟୟ ଅଟକଳରେ ନିର୍ମାଣାଧୀନ ଏହି ମେଗା ପାନୀୟ ଜଳ ପ୍ରକଳ୍ପର ପମ୍ପ ହାଉସ ଜମି…
ସ୍ବଚ୍ଛ ଭାରତ ମିଶନ- ଅର୍ବାନ ୨.୦ ଶୁଭାରମ୍ଭ: ପ୍ରଧାନମନ୍ତ୍ରୀ କହିଲେ, ସଫେଇ କର୍ମଚାରୀ ଅସଲ ମହାନାୟକ
ନୂଆଦିଲ୍ଲୀ,୧।୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ୟତମ ଚର୍ଚ୍ଚିତ ଯୋଜନା ମଧ୍ୟରୁ ସ୍ବଚ୍ଛ ଭାରତ ମିଶନ ଅନ୍ୟତମ। ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି…
ହିମାଂଶୀଙ୍କଠାରୁ ସୃଷ୍ଟି-ଦିବ୍ୟାଙ୍କ ପର୍ଯ୍ୟନ୍ତ, ବିଗ୍ ବସ୍ ଘରକୁ ଯିବାପରେ ଭାଙ୍ଗିଛି ଏମାନଙ୍କ ସମ୍ପର୍କ…
ବମ୍ବେ: ବିବାଦୀୟ ରିଆଲିଟି ଶୋ’ ‘ବିଗ୍ ବସ୍’ରେ ଅନେକ ପ୍ରେମକାହାଣୀ ଗଢ଼ି ଉଠିଛି। ସେହିଭଳି ଅନେକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ମଧ୍ୟ ପଡ଼ିଛି। ପୁଣି ଥରେ ଅକ୍ଟୋବର ୨ରୁ ଏହାର ସିଜନ୍ ୧୫ ଆରମ୍ଭ ହେଉଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କିଛି…
ଆର୍ଥିକ ସହାୟତା ଆବଶ୍ୟକ ନାହିଁ, ପରିବାର ଚଳାଇବାରେ ଆମେ ସକ୍ଷମ: ଅରିନ୍ଦମଙ୍କ ଭଉଣୀ
ପାଟଣା,୧ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା ଗ୍ରାମର ଯୁବ ରିପୋର୍ଟର ଅରିନ୍ଦମଙ୍କ ମୃତ୍ୟୁ ପରେ କକା ଧରଣୀଧର ଦାସ, ମା’ କୁନି ଦାସ, ସ୍ତ୍ରୀ ସମୀକ୍ଷା ବେହେରା ଓ ଅଢ଼େଇବର୍ଷର ପୁଅ ସାନଭିକ୍, ଭଉଣୀ ଝରଣା ଦାସ…
ଖୁସିରେ ଝୁମି ଉଠିଲେ ଧୋନୀଙ୍କ ସ୍ତ୍ରୀ-ଝିଅ
ଶାରଜା,୧।୧୦: ଆଇପିଏଲ ୨୦୨୧ର ୪୪ତମ ମ୍ୟାଚରେ ଚେନ୍ନାଇ ହାଇଦ୍ରାବାଦକୁ ୬ ଉଇକେଟରେ ପରାସ୍ତ କରିଛି। ଏହା ସହିତ ସିଏସକେ ପ୍ଲେ ଅଫରେ ପହଞ୍ଚିବାରେ ପ୍ରଥମ ଦଳ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୭ ଉଇକେଟ ହରାଇ ୧୩୪ ରନ ସଂଗ୍ରହ…
୨୦ରୁ ରେଭେନ୍ଶାରେ ବିଜ୍ଞାନ ଓ ପରିବେଶ କଂଗ୍ରେସ
ଭୁବନେଶ୍ୱର,୧।୧୦ (ବ୍ୟୁରୋ): ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ଆସନ୍ତା ୨୦ ତାରିଖରୁ ଦୁଇଦିନିଆ ୨୨ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଅନୁଷ୍ଠିତ ହେବ। ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ପରିବେଶ ସମିତି ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ ହେଉଥିବାବେଳେ ବିଷୟବସ୍ତୁ ରହିଛି ‘ସାମ୍ପ୍ରତିକ ଆହ୍ବାନଗୁଡ଼ିକୁ…
ଏୟାର ଇଣ୍ଡିଆର ନୂଆ ‘ମହାରାଜା’ ହେବ ଟାଟା ଗ୍ରୁପ୍
ନୂଆଦିଲ୍ଲୀ,୧।୧୦: ସରକାରୀ ବିମାନ ଏୟାର ଇଣ୍ଡିଆକୁ ଏଣିକି ଟାଟା ଗ୍ରୁପ୍ ନିୟନ୍ତ୍ରଣକୁ ଆସିଛି। ଏୟାର ଇଣ୍ଡିଆର ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପ୍ ସବୁଠୁ ଅଧିକ ଟଙ୍କା ଦେଇ ଏହାକୁ କିଣି ନେଇଛି। ଏୟାର ଇଣ୍ଡିଆ କିଣିବା ପାଇଁ ଟାଟା ଗ୍ରୁପ୍ ଏବଂ…
ବକ୍ସିଙ୍କ ନାଁରେ ନଗର, ପ୍ରତିମୂର୍ତ୍ତି ନାହିଁ
ଖୋର୍ଦ୍ଧା ଅଫିସ,୧ା୧୦: ସ୍ବାଧୀନୋତ୍ତର ଭାରତରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ମିଳିଛି। ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଇକ ବୀରଙ୍କ ବୀରତ୍ୱ ଗାଥାକୁ ମନେ ପକାଇବା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ…
ଆନ୍ଧ୍ର ଲିଭାଇଥିବା ନାମଫଳକ ଲେଖିଲା ଜିଲା ପ୍ରଶାସନ
ପଟ୍ଟାଙ୍ଗୀ,୧।୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ଦୁଇଟି ସ୍ଥାନରେ ଓଡ଼ିଶା ସରକାରଙ୍କ ରହିଥିବା ଓଡ଼ିଆ ନାମଫଳକକୁ ଆନ୍ଧ୍ର ମଙ୍ଗଳବାର ଲିଭାଇ ଦେଇଥିଲା। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଏହାକୁ…
ଚେତାବନୀ ଦେଲେ କୃଷକ ନେତା: ଘରୁ କୁକୁର ବି ବାହାରକୁ ଯିବା ପାଇଁ ଦେବୁ ନାହିଁ
ଚଣ୍ଡିଗଡ,୧।୧୦:କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ସରକାର ଏବଂ କୃଷକ ସଂଗଠନ ପୁଣି ସାମ୍ନା-ସାମ୍ନି ହୋଇଛନ୍ତି। ଧାନ କିଣାକୁ ନେଇ ପଞ୍ଜାବ ଏବଂ ହରିୟାଣାରେ କୃଷକ ଆନ୍ଦୋଳନ ଜୋର ଧରିଛି। ଫସଲ କିଣାରେ ବିଳମ୍ବକୁ ଦୃଷ୍ଟିରେ ରଖି କୃଷକ…
Archives


