ମହିଳାଙ୍କ ସହ ସେଲ୍ଫି ନେଲେ, ତା ’ପରେ ଆକାଉଣ୍ଟ ଖୋଳ କରିଦେଲେ
ବାହନଗା,୨।୧୦(ଡି.ଏନ୍.ଏ.): ଜିନିଷ କିଣିବାକୁ ଆସି ମହିଳାଙ୍କ ସହିତ ସେଲ୍ଫି ଉଠାଇଲେ। ଆଉ ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲ ଚୋରି କରି ଆକାଉଣ୍ଟ ଖୋଳ କରିଦେଲେ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳରୁ। ଏନେଇ ଲିଖିତ ଅଭିଯୋଗ ହେବା…
ଆଜି ଜମିବ ବିଗ୍ବସ୍-୧୫
ମୁମ୍ବାଇ: ଅକ୍ଟୋବର ୨ ଅର୍ଥାତ୍ ଆଜିଠାରୁ ଆରମ୍ଭ ହେବ ଲୋକପ୍ରିୟ ଶୋ’ ବିଗ୍ବସ-୧୫ର ପ୍ରିମୟର। ସଲମାନ ଖାନ୍ ଏବଂ ରଣବୀର ସିଂଙ୍କୁ ଶୋ’ରେ ମଜା କରୁଥିବାର ଦେଖିବାକୁ ମିଳିବ। ଏହି ଶୋ’ର ପ୍ରିମିୟର୍ ରାତି ୯ଟାରେ ଆରମ୍ଭ ହେବ। ଏଥିରେ ବହୁ…
୧୨୯ରେ ଅଟକିଲା ମୁମ୍ବାଇ ଇଣ୍ଡିଆନ୍ସ
ଶାରଜା,୨।୧୦: ଚଳିତ ଆଇପିଏଲ୍ର ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାକୁ ସଠିକ୍ ପ୍ରମାଣିତ କରିଥିଲେ ବୋଲର। ୨୦ ଓଭରରେ ୮ ଉଇକେଟ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ୧୨୯ ରନ୍ରେ…
ପରିସ୍ରା କରିବାକୁ ରାସ୍ତାରେ ଅଟକାଇଥିଲେ ଗାଡ଼ି, ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା
ଖୋର୍ଦ୍ଧା ଅଫିସ,୨।୧୦: ଦିବାଲୋକରେ ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କା। ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲାରେ। ଜିତେନ୍ଦ୍ର କୁମାର ଗୁରୁ ନାମକ ଜଣେ ବ୍ୟକ୍ତି ଲୁଟ୍ର ଶିକାର ହୋଇଛନ୍ତି। ତାଙ୍କ ଠାରୁ ଦୁର୍ବୃତ୍ତମାନେ ୧ଲକ୍ଷ ୪୬ ହଜାର ଟଙ୍କା…
ଚିରାଗ-ପାରସଙ୍କ ଲଢେଇ ଭିତରେ ଫ୍ରିଜ ହେଲା ଏଲ୍ଜେପିର ନିର୍ବାଚନ ଚିହ୍ନ
ପାଟନା,୨ ।୧୦: ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି)ରେ ଚାଚା-ପୁତୁରାଙ୍କ ମଧ୍ୟରେ ଚାଲିଥିବା ଲଢେଇର ପ୍ରଭାବ ଦଳ ଉପରେ ପଡୁଛି । ନିର୍ବାଚନ କମିଶନ ଚିରାଗ ପାଶୱାନ ଓ ଚାଚା ପଶୁପତି ପାରସଙ୍କ ମଧ୍ୟରେ ଜାରି ରହିଥିବା ଲଢେଇକୁ ଦେଖି ଦଳର ନିର୍ବାଚନ ଚିହ୍ନକୁ…
ଓଜନ କମାଇବା ପରେ କମେଡି କୁଇନ୍ଙ୍କୁ ପସନ୍ଦ କରୁଛନ୍ତି ପ୍ରଶଂସକ
ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂ ତାଙ୍କର ଜବରଦସ୍ତ ଶରୀର ପରିବର୍ତ୍ତନ ପାଇଁ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ଭାରତୀ ତାଙ୍କର ଓଜନ ୧୫ କେଜି କମାଇ ପୂର୍ବ ଅପେକ୍ଷା ପତଳା ଦିଶୁଛନ୍ତି। ଏହା ପରେ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ…
ଆଖିରେ ପଟି ବାନ୍ଧି ୫ ସେକେଣ୍ଡ୍ରେ ପିଆଜ କାଟୁଛନ୍ତି ଯୁବକ
ମୁମ୍ବାଇ,୨ା୧୦: ମହାରାଷ୍ଟ୍ରର ଜଣେ ଯୁବକ ଆଖିରେ ପଟି ବାନ୍ଧି ପିଆଜ କାଟି ପକାଉଛନ୍ତି। ଓ୍ବାଶିମ ଜିଲାର ସେଲୁ ବଜାରରେ ରହୁଥିବା ଜିତେଶଙ୍କ ଏପରି ଅଭିନବ କାମ ସମସ୍ତଙ୍କୁ ଚକିତ କରିଦେଇଛି। ଜିତେଶ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଛନ୍ତି। ତାଙ୍କ ପିତା ୩୫…
ରାଜସ୍ଥାନ ପାଇଁ ‘କର ବା ମର’ ମ୍ୟାଚ୍; ଧୋନୀଙ୍କ ଚେନ୍ନାଇ ବିଜୟ ଲୟ…
ଆବୁଧାବି,୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଶନିବାର ଖେଳାଯିବାକୁ ଥିବା ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ପ୍ଲେ-ଅଫ୍ରେ ସ୍ଥାନିତ ଚେନ୍ନାଇ ନିଜର ଫର୍ମ ବଜାୟ ରଖି ରାଜସ୍ଥାନକୁ ହରାଇବାକୁ ଚେଷ୍ଟା କରିବ। ଏପରି ହେଲେ ଦଳ ଲିଗ୍ର ଶୀର୍ଷ ଦୁଇ…
ରମଣ ସିଂଙ୍କ ପ୍ରଶ୍ନର ଉତ୍ତର ଦେଲେ ବଘେଲ
ରାୟପୁର,୨ ।୧୦: ଛତିଶଗଡ଼ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଉଠୁଥିବା ପ୍ରଶ୍ନର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ସେ କହିଛନ୍ତି ଛତିଶଗଡ଼ କେବେ ପଞ୍ଜାବ ହେବ ନାହିଁ । ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ…
ପଞ୍ଜାବ ଠାରୁ ହାରିଲା କୋଲକାତା; ଅଧିନାୟକ କହିଲେ ‘ମୁଁ ଦୋଷୀ, କ୍ୟାଚ୍ ଛାଡ଼ିବା…’
ଦୁବାଇ,୨।୧୦: ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ପଞ୍ଜାବ କିଙ୍ଗ୍ସ କୋଲକାତା ନାଇଟ ରାଇଡର୍ସକୁ ୫ ଉଇକେଟରେ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କେକେଆର୍ ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୭ ଉଇକେଟ ହରାଇ…
ଆଇସ୍କ୍ରିମ ଷ୍ଟିକ୍ରେ ଇଡ୍ଲି, ଫଟୋ ଭାଇରାଲ ପରେ ୟୁଜର୍ସ କହିଲେ…
ଖାଦ୍ୟ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ହୋଇପାରେ। କିଛି ଲୋକ ଏହାକୁ ସରଳ ଭାବରେ ପସନ୍ଦ କରନ୍ତି ତ ଆଉ କିଛି ଲୋକ ଏହାକୁ ନୂତନତ୍ୱ ସହିତ ପସନ୍ଦ କରନ୍ତି। ଖାଦ୍ୟ ଉଦ୍ଭାବନ ପାଇଁ ଇଣ୍ଟରନେଟ୍ ସ୍କୋର୍ ବି ହୋଇପାରେ। କାରଣ…
ଆଲୋଚନା ମୋତେ ପସନ୍ଦ, କେବେ କେବେ ଆଲୋଚନା କରୁଥିବା ଲୋକଙ୍କୁ ମୁଁ ମିସ୍ କରିଥାଏ: ମୋଦି
ନୂଆଦିଲ୍ଲୀ,୨ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ ମାଗାଜିନକୁ ଦେଇଥିବା ସାକ୍ଷାତ୍କାରରେ କହିଛନ୍ତି, ମୋତେ ଆଲୋଚନା ପସନ୍ଦ । ହେଲେ ଦୁର୍ଭାଗ୍ୟ ଯେ ଆଲୋଚନା କରୁଥିବା ଲୋକଙ୍କ ସଂଖ୍ୟା ବହୁତ କମ୍ । ଲୋକେ ବହୁତ ଶୀଘ୍ର ଅଭିଯୋଗ ଆଣିଥାଆନ୍ତି,…
Archives


