Home Left

ପୁଣି ବଢ଼ିଲା ତୈଳ ଦର

ଭୁବନେଶ୍ୱର/ନୂଆଦିଲ୍ଲୀ,୧।୧୦:ଦିନକର ବିରତି ପରେ ପୁଣି ଥରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ଗୁରୁବାର ଭୁବନେଶ୍ୱରରେ ଡିଜେଲ ୩୩ ପଇସା ଏବଂ ପେଟ୍ରୋଲ…

ରେଙ୍ଗାଲି: ପାଣିରେ ପଡ଼ିବ ୬୬ କୋଟି

ଯାଜପୁର ଅଫିସ,୧ା୧୦:ବ୍ରାହ୍ମଣୀ ନଦୀ ଉପରେ ରେଙ୍ଗାଲି ବହୁମୁଖୀ ଯୋଜନାର ବାମପାର୍ଶ୍ୱ କେନାଲର ଆରଡି ୭୧.୩୧୩ କିମିରୁ ୧୦୦.୪୯ କିମି ଅଞ୍ଚଳର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳରେ ଢେଙ୍କାନାଳ ଜିଲା ଭୁବନ ବ୍ଲକର ଓଡିଶଠାରୁ ଯାଜପୁର ଜିଲା ସୁକିନ୍ଦା ବ୍ଲକ…

ନାଚିଲେ କେନ୍ଦ୍ରମନ୍ତ୍ରୀ, କମେଣ୍ଟ କଲେ ମୋଦି

ଦିଲ୍ଲୀ,୧।୧୦: ଅରୁଣାଚଳ ପ୍ରଦେଶ କାଜଲଙ୍ଗା ଗାଁର କେନ୍ଦ୍ରୀୟ ବିଦ୍ୟାଳୟ ପ୍ରକଳ୍ପ ସମୀକ୍ଷା ପାଇଁ ଯାଇଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ। ପାରମ୍ପରିକ ରୀତିନୀତିରେ ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ସେଠାରେ ବାସ କରୁଥିବା ସାଜୋଲାଙ୍ଗ ଲୋକମାନଙ୍କ ସହ ତାଳ ମିଳାଇ…

ଖୁବ୍‌ଶୀଘ୍ର ରିଲିଜ ହେବ ଆଲିୟାଙ୍କ ଗଙ୍ଗୁବାଇ କାଠିୟାୱାଡ଼ି, କେବେ ଜାଣନ୍ତୁ…

ମୁମ୍ବାଇ: ଆଲିୟା ଭଟ୍ଟଙ୍କ ଗ୍ୟାଙ୍ଗଷ୍ଟାର ଫିଲ୍ମ ଗଙ୍ଗୁବାଇ କାଠିୟାୱାଡ଼ିର ରିଲିଜ ଡେଟ୍‌ ଘୋଷଣା କରାଯାଇଛି। ୨୦୨୨ର ପ୍ରଥମ ହିନ୍ଦୀ ଫିଲ୍ମ ଭାବେ ଜାନୁୟାରୀ ୬ ରେ ରିଲିଜ ହେବ ଏହି ଫିଲ୍ମ। ଏଥିରେ ଆଲିୟାଙ୍କ ସହ ଅଜୟ ଦେବଗନ ଏକ ସ୍ବତନ୍ତ୍ର…

ଜବତ ହେଲା ୫୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର

ବାଲେଶ୍ୱର ଅଫିସ ୧।୧୦: ବାଲେଶ୍ୱର ଜିଲା ଜଳେଶ୍ବର ରାଜପୁର ଗ୍ରାମରୁ ଗୁରୁବାର ରାତିରେ ଅବକାରୀ ବିଭାଗ ଚଢାଉ କରି ୨୪୦ ଗ୍ରାମ ଧଳା ଜହର(ବ୍ରାଉନ ସୁଗାର) ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଅବକାରୀ ଧରିବାରେ ସଫଳ ହୋଇଛି।…

ସିଦ୍ଧୁଙ୍କୁ ମନାଇଲେ ଚନ୍ନି

ଚଣ୍ଡିଗଡ଼,୧।୧୦: ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିପିସିସି) ସଭାପତି ପଦ ଛାଡ଼ିଥିବା ନବଜୋତ୍‌ ସିଂ ସିଦ୍ଧୁ ଚଣ୍ଡିଗଡ଼ର ପଞ୍ଜାବ ଭବନରେ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କୁ ଭେଟିଛନ୍ତି। ଚନ୍ନି ତାଙ୍କୁ ପଦରେ ରହିବା ପାଇଁ ମନାଇବାକୁ ଉଦ୍ୟମ କରିଥିବା କୁହାଯାଉଛି। ବିଧାନସଭା…

ଏହି କ୍ରିକେଟର୍‌ଙ୍କ ସଫଳତାର ରାଜ୍‌ ହେଉଛି ଜୋତା, ବୋତଲ: ଜାଣନ୍ତୁ କେମିତି

ୟୁଏଇ,୧।୧୦: ଆଇପିଏଲ ୨୦୨୧ରେ ନିଜର ସଠିକ ୟର୍କର୍ସ ବୋଲିଂ ସହିତ ଲାଇମ ଲାଇଟକୁ ଆସିଛନ୍ତି ଫାଷ୍ଟ ବୋଲର ଆଭେଶ ଖାନ। ଏହି ସଫଳତାଙ୍କୁ ସେ ବେଶ୍‌ ସଂଘର୍ଷ କରିଛନ୍ତି। କ୍ୟାରିଅର୍‌କୁ ଭଲ କରିବା ପାଇଁ ଏକ ବୋତଲ କିମ୍ବା ଜୋତା ରଖି…

ପ୍ରାତଃ ଭ୍ରମଣ କହି ଦୈନିକ ଯାଉଥିଲେ ପାର୍କ, ଦିନେ ପିଛା କରି ଧରିଲା ସ୍ତ୍ରୀ

ନୂଆଦିଲ୍ଲୀ,୧।୧୦: ପାର୍କରେ ଅନ୍ୟ ଜଣେ ମହିଳାଙ୍କ ସହ ସ୍ବାମୀଙ୍କୁ ଧରିଥିଲେ ଜଣେ ମହିଳା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଭିଡିଓରେ ସକାଳୁ ସକାଳୁ ଜଣେ ବ୍ୟକ୍ତି ପାର୍କରେ ଜଣେ ଯୁବତୀଙ୍କ ସହ ବସି କଥା ହେଉଥିବା ବେଳେ…

ଟ୍ରେନିଂ ବେଳେ ନିଜକୁ ଉଡାଇଦେଲା ଏଟିଏମ୍‌ ବମ ଗ୍ୟାଙ୍ଗ

ଦ ହେଗ,୧।୧୦: କ୍ୟାଶ ମେସିନକୁ ବମ୍‌ରେ ଉଡାଇବା ଲାଗି ଭିଡିଓ ଟ୍ରେନିଂ ଦେଉଥିବା ବେଳେ ବିସ୍ଫୋରଣ ଘଟି ଗ୍ୟାଙ୍ଗର ସଦସ୍ୟକ ମୃତ୍ୟୁ ହୋଇଛି। ଏ ନେଇ ନେଦରଲାଣ୍ଡ ଓ ଜର୍ମାନୀ ପୋଲିସ ଅଧିକାରୀ ଗୁରୁବାର ସ୍ପଷ୍ଟ କରିଛନ୍ତି। ନେଦରଲାଣ୍ଡର ଅଟ୍ରେଚ ସହରରେ…

ମା’ ହେବା ପରେ ଗ୍ଲାମରସକୁ ଫେରିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଙ୍ଗଳା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ ଅଭିନୟ ଜଗତ ଏବଂ ରାଜନୀତିରେ ବେଶ୍‌ ନାଁ କମାଇଛନ୍ତି। ନୁସରତ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ତଳେ ସେ ଏକ ପୁତ୍ର…

ବାର୍‌ହା ଶିକାର କରି ବିକୁଥିଲେ ମାଂସ

ଝାରସୁଗୁଡ଼ା ଅଫିସ,୩୦।୯: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କଣ୍ଢେଇକେଲା ଅଞ୍ଚଳରେ ବାର୍‌ହା ଶିକାର କରି ମାଂସ ବିକ୍ରି କରୁଥିବା ବେଳେ ୩ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁରଲିପାଲି ଗ୍ରାମର…

ନିଜ ଷ୍ଟାଇଲରେ ମ୍ୟାଚ୍‌ ଶେଷ କଲେ ଧୋନୀ, ପ୍ଲେ-ଅପ୍‌ରେ ସିଏସ୍‌କେ

ଶାରଜା,୩୦।୯: ମହେନ୍ଦ୍ର ସିଂ ଧୋନୀ ନିଜ ଷ୍ଟାଇଲରେ ଛକା ମାରି ମ୍ୟାଚ୍‌ ଶେଷ କରିଛନ୍ତି। ଏହି ବିଜୟ ସହ ସିଏସ୍‌କେ ପଏଣ୍ଟ ସଂଖ୍ୟା ପହଞ୍ଚିଛି ୧୮ରେ। ଚଳିତ ଆଇପିଏଲ୍‌ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରଥମ ଦଳ ଭାବେ କ୍ୱାଲିଫାୟର୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri