Home Left

ଘର କଳି ପଦାରେ, ପ୍ରଧାନମନ୍ତ୍ରୀଙ୍କୁ ଆହ୍ବାନ ଦେବାକୁ କଂଗ୍ରେସରେ କେହି ନାହାନ୍ତି…

ନୂଆଦିଲ୍ଲୀ,୨।୧୦: କଂଗ୍ରେସର ଘର କଳି ଏବେ ପଦାରେ ପଡ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତା ଏବେ ମୁହଁ ଖୋଲିବାରେ ଲାଗିଛନ୍ତି। ପୂର୍ବରୁ ଦଳର ଅସନ୍ତୁଷ୍ଟ ୨୩ଙ୍କ ମଧ୍ୟରୁ କପିଲ ସିବଲ ମୁହଁ ଖୋଲିଥିଲେ। ଏବେ ପଞ୍ଜାବରେ ଜାରି ରହିଥିବା ରାଜନୈତିକ ସଙ୍କଟକୁ…

ଗୋଟିଏ ସ୍କୁଲରେ ୨ ଭଉଣୀ ପଢୁଥିଲେ ଜଣଙ୍କର ଫି ହେଉ ଛାଡ଼, କହିଲେ ମୁଖ୍ୟମନ୍ତ୍ରୀ…

ଲକ୍ଷ୍ନୌ,୨।୧୦: ଗୋଟିଏ ପ୍ରାଇଭେଟ୍‌ ସ୍କୁଲରେ ଯଦି ୨ ଭଉଣୀ ପଢୁଥାନ୍ତି ତେବେ ଜଣଙ୍କର ଫି ଛାଡ଼ କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିିଛନ୍ତି। ଯଦି ସ୍କୁଲ କର୍ତ୍ତୃପକ୍ଷ ଏଭଳି ନ କରିବାକୁ ସକ୍ଷମ ନୁହନ୍ତି। ତେବେ ସମ୍ପୃକ୍ତ ବିଭାଗ ଏନେଇ…

ପିପିଲି ଉପନିର୍ବାଚନ: ରବିବାର ସକାଳୁ ଭୋଟଗଣତି

ଭୁବନେଶ୍ୱର,୨।୧୦(ବ୍ୟୁରୋ): ପିପିଲି ଉପନର୍ବାଚନ ପାଇଁ ସେପ୍ଟେମ୍ବର ୩୦ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ତେବେ ରବିବାର ଭୋଟଗଣତି ହେବ। ସକାଳ ୮ଟାରୁ ଭୋଟଗଣତି ହେବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସକାଳ…

ଆସ ଶୁଣିବା ଗାନ୍ଧୀ କଥା ବିଚାର ମଞ୍ଚ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

କେନ୍ଦୁଝର,୨।୧୦(ସ୍ବ.ପ୍ର.): ଆସ ଶୁଣିବା ଗାନ୍ଧୀ କଥା ବିଚାର ମଞ୍ଚ ତେଲକୋଇ ବ୍ଲକ ବନବିହାରୀପୁର ଗ୍ରାମରେ ଆରଭିଡିଓ ପକ୍ଷରୁ ଶନିବାର ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗାନ୍ଧୀ ଦର୍ଶନରେ ଅନୁପ୍ରାଣିତ ହେବା ଲାଗି ଆଲୋଚନା ହୋଇଥିଲା। କୃଷ୍ଣଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ…

ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ନିର୍ଦ୍ଦେଶ: ରେଳ ଧାରଣାରେ ବସିଥିବା କୃଷକଙ୍କ ମାମଲା ପ୍ରତ୍ୟାହାର ହେବ

ଚଣ୍ଡିଗଡ଼,୨ ।୧୦: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ରେଲ ଧାରଣା ଉପରେ ବସି ବିରୋଧ ପ୍ରଦର୍ଶନ କରୁଥିବା କୃଷକ ସଙ୍ଗଠନର ସଦସ୍ୟଙ୍କ ଉପରେ ହୋଇଥିବା ମାମଲାକୁ ପ୍ରତ୍ୟାହାର କରି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସୂଚନା ପଞ୍ଜାବର…

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ସାମିଲ ହେବ। ସମ୍ବଲପୁର ରେଢ଼ାଖୋଲ ଗସ୍ତବେଳେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ କହିଛନ୍ତି, ଭୀମ ଭୋଇଙ୍କ ସାହିତ୍ୟ, ଦର୍ଶନ ଉପରେ ଯେତିକି…

ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଖୋର୍ଦ୍ଧା ଅଫିସ,୨।୧୦: ୧୬ନଂ. ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗର ଗ୍ରାମର ସନାତନ ଦାସ ଏବଂ…

ଏକଲାପଣ ଦୂର କରିବାକୁ ଏମିତି ପଦକ୍ଷେପ ନେଲେ ଯୁବକ, ଏବେ ଲାଗୁଛି ଯୁବତୀଙ୍କ ଲମ୍ବା ଲାଇନ୍‌

କରୋନା ମହାମାରୀ ଯୋଗୁ ଅଧିକାଂଶ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ଏହି ସମୟ ମଧ୍ୟରେ କିଛି ଲୋକ ଲକ୍‌ଡାଉନ୍‌ ହେତୁ ବହୁତ ଉଦାସୀନ ଥିଲେ। ଫଳରେ ଅଜବ ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି।…

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଖୋର୍ଦ୍ଧା ଅଫିସ,୨।୧୦: ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ଖୋର୍ଦ୍ଧା ଆନୁକୂଲ୍ୟରେ ଜିଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସଂସ୍କୃତି ଭବନ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସନତ ମହାନ୍ତି…

ଦୁର୍ଘଟଣାରେ ପୂର୍ବତନ ଛାତ୍ର ସଂସଦ ସଭାପତି ଆହତ, ମେଡିକାଲରେ ଉତ୍ତେଜନା

ଗଞ୍ଜାମ,୨।୧୦(ଡି.ଏନ୍‌.ଏ.): ଋଷିକୂଲ୍ୟା ପୋଲଠାରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଗଞ୍ଜାମ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ଅନିଲ କୁମାର ପରିଡ଼ା ବ୍ରହ୍ମପୁରରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ରାତି ସାଢ଼େ ୯ଟା ସମୟରେ ଏହି…

ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଜାତିସଂଘ ମହାସଚିବ

ଜେନେଭା,୨ ।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜୟନ୍ତି ଅବସରରେ କେବଳ ଦେଶ ନୁହେଁ ବିଦେଶରେ ବି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏମିତିକି ଅକ୍ଟୋବର ୨କୁ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବେ ପାଳନ କରାଯାଇଥାଏ । ଏହି…

ବିଜୟ ପାଇଁ ଜଣେ ସତ୍ୟାଗ୍ରହୀ ଯଥେଷ୍ଟ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨ ।୧୦: ଗାନ୍ଧୀ ଜୟନ୍ତି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri