ରାଜସ୍ଥାନରେ ଅଟକିଲା ଚେନ୍ନାଇ
ଆବୁଧାବି, ୨।୧୦: ଆଇପିଏଲରେ ଶନିବାର ଚେନ୍ନାଇ ସୁପରକିଙ୍ଗ୍ସର ଋତୁରାଜ ଗାଏକ୍ୱାଡଙ୍କ ଶତକ ଫିକା ପଡ଼ିଛି। ହାଇ ସ୍କୋରିଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୭ ଉଇକେଟରେ ଚେନ୍ନାଇକୁ ପରାସ୍ତ କରିଛି। ଚେନ୍ନାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୮୯ ରନ କରିଥିଲା।…
ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା
ରାଇଘର, ୨।୧୦(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଫୁଟାନଡ଼ା ସିଆର୍ପିଏଫ୍ କ୍ୟାମ୍ପର ଜଣେ ଯବାନ ଶନିବାର ରାତିରେ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ତେଲଙ୍ଗାନାର ଡି. ଗୋବର୍ଦ୍ଧନ। ଖବରପାଇ ରାଇଘର ଥାନା ଅଧିକାରୀ ଟଙ୍କଗିରି ଭୋଇ…
୪ ନୌସେନା ପର୍ବତାରୋହୀଙ୍କ ମିଳିଲା ମୃତଦେହ
ମୁମ୍ବାଇ,୨।୧୦: ଉତ୍ତରାଖଣ୍ଡର ଚାମୋଲିଠାରେ ହିମସ୍ଖଳନରେ ନିଖୋଜ ଥିବା ଭାରତୀୟ ନୌସେନାର ୫ ପର୍ବତାରୋହୀଙ୍କ ମଧ୍ୟରୁ ଶନିବାର ୪ ଜଣଙ୍କ ମୃତଦେହ ମିଳିଛି। ସେମାନଙ୍କ ମଧ୍ୟରୁ ୩ ଜଣ ନୌସେନା କମାଣ୍ଡର ରଜନୀକାନ୍ତ ଯାଦବ, ଯୋଗେଶ ତିଓ୍ବାରୀ, ଆନନ୍ଦ କୁକ୍ରେଟି ଏବଂ ଜେସିଓ…
ଚାଷ ଜମିକୁ ଯାଇ ଫେରିଲେନି ନବବିବାହିତ
ବରଗଡ଼ ଅଫିସ୍,୨।୧୦: ବଜ୍ରପାତ ଯୋଗୁ ଶନିବାର ବରଗଡ଼ ବ୍ଲକ କଲାପାଣି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର ଏଗାର ଓରଫ ଗୌର ଭୁଏ(୪୦)। ସୂଚନା ମୁତାବକ, ଗୌର ଜମିକୁ କାମ କରିବାକୁ ଯାଇଥିଲେ। କାମ ସାରି…
ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ
ରାଉରକେଲା ଅଫିସ,୨।୧୦: ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ରେଲୱେ କ୍ୱାଟର୍ସରେ ବନ୍ଦ ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। ମୃତକ ହେଲେ ଯଶୋବନ୍ତ ବେହେରା(୩୫)। ସେ ବନ୍ଧମୁଣ୍ଡା ଡିଜେଲ କଲୋନୀ କ୍ୱାର୍ଟର୍ସ ନଂ ଡିଏଲ-୮/୨ରେ ରହୁଥିବା ବେଳେ ବନ୍ଧମୁଣ୍ଡା…
ଭିନ୍ନ ଧର୍ମର ଯୁବତୀଙ୍କ ସହ ସମ୍ପର୍କ ରଖିବାରୁ ହତ୍ୟା
ବେଙ୍ଗାଲୁରୁ, ୨।୧୦: କର୍ନାଟକର ଏକ ରେଳ ଧାରଣାରୁ ଗତ ୨୮ ତାରିଖରେ ମୁଣ୍ଡ କଟାଯାଇଥିବା ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତଦେହ ମିଳିଥିଲା। ଅର୍ବାଜ ମୁଲ୍ଲା ନାମକ ଏହି ଯୁବକ ଭିନ୍ନ ଧର୍ମର ଯୁବତୀଙ୍କ ସହ ସମ୍ପର୍କ ରଖିଥିବାରୁ ତାଙ୍କୁ ହତ୍ୟା…
ଯୁବତୀଙ୍କୁ ପିଟିଲେ ଆର୍ପିଏଫ୍ କନଷ୍ଟେବଳ
ରାଉରକେଲା ଅଫିସ,୨ା୧୦: ରାଉରକେଲା ପାନପୋଷ ରେଲଓ୍ବେ ଷ୍ଟେଶନରେ ଜଣେ ଯୁବତୀଙ୍କୁ ଆର୍ପିଏଫ୍ କନଷ୍ଟେବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କନଷ୍ଟେବଳଙ୍କ ମାଡ଼ରେ ଯୁବତୀ ଜଣଙ୍କ ଲହୁଲୁହାଣ ହୋଇ ଆର୍ଜିଏଚ୍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏ ନେଇ ରାଉରକେଲା ଜିଆର୍ପି ଥାନାରେ…
ଆଇପିଏଲ୍ ଋତୁର ରାଜା
ଆବୁଧାବି,୨।୧୦: ଚଳିତ ଆଇପିଏଲ୍ର ଶନିବାର ଦ୍ୱିତୀୟ ମୁକାବିଲାରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଚେନ୍ନାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୮୯ରନ୍ କରିଥିଲା। ରାଜସ୍ଥାନ ରୟାଲ୍ସ ଆଗରେ ୧୯୦…
କୋଭିଶିଲ୍ଡ ଟିକା ନେଲେ ୟୁଏନ୍ଜିଏ ଅଧ୍ୟକ୍ଷ
ଜାତିସଂଘ, ୨।୧୦: ଜାତିସଂଘ ସାଧାରଣ ସଭା ୭୬ତମ ଅଧିବେଶନର ଅଧ୍ୟକ୍ଷ ଅବଦୁଲ୍ଲା ଶହିଦ କୋଭିଶିଲ୍ଡ ଟିକା ନେଇଛନ୍ତି। ବ୍ରିଟିଶ-ସୁଇଡିଶ୍ ଔଷଧ କମ୍ପାନୀ ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ ଏବଂ ପୁଣେସ୍ଥିତ ସିରମ ଇନ୍ଷ୍ଟିଚ୍ୟୁଟ୍ ପ୍ରସ୍ତୁତ କୋଭିଶିଲ୍ଡ ଟିକାର ସେ ଦୁଇଟି ଡୋଜ୍ ନେଇଛନ୍ତି।…
ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ
ଦୁବାଇ, ୨।୧୦: ଆବୁଧାବିର ଏକ ଏୟାର ଆମ୍ବୁଲାନ୍ସ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। କ’ଣ ପାଇଁ ଦୁର୍ଘଟଣା ଘଟିଲା ତାହା ଜଣାପଡି ନାହିଁ। ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ, ଜଣେ ଡାକ୍ତର ଓ ଜଣେ…
ଲଦାଖରେ ବିଶ୍ୱର ବଡ଼ ପତାକା ଉଡ଼ିଲା
ନୂଆଦିଲ୍ଲୀ,୨।୧୦: ବିଶ୍ୱର ସବୁଠୁ ବଡ ତ୍ରିରଙ୍ଗା ପତାକା ଉନ୍ମୋଚିତ ହୋଇଛି। ଶନିବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜୟନ୍ତୀ ଅବସରରେ ଲେହଠାରେ ଲଦାଖର ଗଭର୍ଣ୍ଣର ଆର୍.କେ. ମାଥୁର ଏହି ବିଶାଳ ପତାକାକୁ ଉନ୍ମୋଚନ କରିଛନ୍ତି। ଏହି ତ୍ରିରଙ୍ଗା ଖଦୀରେ…
ପ୍ଳେ-ଅଫ୍ ପାଇଁ ରାଜସ୍ଥାନର ସଂଘର୍ଷ
ଆବୁଧାବି,୨।୧୦: ଚଳିତ ଆଇପିଏଲ୍ର ଶନିବାର ଦ୍ୱିତୀୟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ। ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ। ବ୍ୟାଟିଂ କରିବାକୁ ଆସି ଚେନ୍ନାଇ ୬ ଓଭରରେ ବିନା ଉଇକେଟରେ…
Archives


