Home Left

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଅହିଂସାର ପ୍ରତୀକ ତଥା ସ୍ବାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ଅହିଂସା ମନ୍ତ୍ରକୁ ପାଥେୟ କରି ଲୋକଙ୍କ କଲ୍ୟାଣ ସହ ଦେଶକୁ ଶାନ୍ତି ଓ ମୈତ୍ରୀର…

ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ କି? ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ ଜିନିଷ; ବଢ଼ିଯିବ…

ଶରୀରରେ ଥାଇରକ୍ସିନ ନାମକ ହରମୋନ୍‌ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ ହୁଅନ୍ତି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ ଲୋକ ଏହି ରୋଗଗ୍ରସ୍ତ ହୁଅନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ଏହି ରୋଗ ପୁରୁଷମାନଙ୍କ ତୁଳନାରେ…

ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨।୧୦(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୨୦୯କୁ ବୃଦ୍ଧି ପାଇଛି। ୭ ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲାରୁ ୨ ଜଣ ଲେଖାଏ ଆକ୍ରାନ୍ତ ଆଖି ବୁଜିଥିବା…

ଆଜି ରାଜ୍ୟରୁ ୪୭୮ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨।୧୦(ବ୍ୟୁରୋ): ଶନିବାର ରାଜ୍ୟରୁ ୪୭୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୭,୪୩୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୮୧ ଜଣ ଚିହ୍ନଟ…

ସର୍ବବୃହତ ତ୍ରିରଙ୍ଗା, ଓଜନ ୧୪୦୦ କିଲୋଗ୍ରାମ୍‌…

ଲେହ,୨।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ଅବସରରେ ଲଦାଖର ଲେହରେ ଖଦୀରେ ନିର୍ମିତ ସର୍ବବୃହତ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାର ଉନ୍ମୋଚନ କରାଯାଇଛି। ସେନାମୁଖ୍ୟ ଏମ୍‌.ଏମ୍‌. ନରାଓ୍ବଣେ ଏବଂ ଲଦାଖର ଉପରାଜ୍ୟପାଳ ଆର୍‌.କେ. ମାଥୁରଙ୍କ ଦ୍ୱାରା ଏହା ଉନ୍ମୋଚିତ…

ପ୍ରେସର କୁକର୍‌କୁ ବିବାହ କରି ଚର୍ଚ୍ଚାରେ ଏହି ଯୁବକ; ଫଟୋ ଶେୟାର କରି…

ବିବାହ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ। ସେ ପୁଅ ହୁଅନ୍ତୁ ଅବା ଝିଅ, ଏହି ଦିନକୁ ନେଇ ସମସ୍ତେ କିଛି ନା କିଛି ସ୍ବପ୍ନ ଦେଖିଥାନ୍ତି। ଜୀବନସାଥୀ ତାଙ୍କୁ ବହୁତ ଭଲପାଆନ୍ତୁ ବୋଲି ସମସ୍ତେ ଚାହାନ୍ତି। ହେଲେ ବିବାହକୁ ନେଇ ଏପରି…

ଛତିଶଗଡ଼ କଂଗ୍ରେସରେ କନ୍ଦଳ, ଲଗାତାର ଦିଲ୍ଲୀ ପହଞ୍ଚୁଛନ୍ତି ବିଧାୟକ

ନୂଆଦିଲ୍ଲୀ,୨ ।୧୦: ଛତିଶଗଡ଼ରେ ଅଢେଇ ବର୍ଷିୟା ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ମଧ୍ୟରେ ଛତିଶଗଡ଼ର ବିଧାକମାନେ ଲଗାତାର ଦିଲ୍ଲୀ ଗସ୍ତ କରୁଥିବା ଜଣାପଡିଛି । ଶନିବାର ଆଉ ୪ ଜଣ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ଏବେ ପର୍ଯ୍ୟନ୍ତ ୧୯…

ଚର୍ଚ୍ଚାରେ କୋଲକାତାର ଏହି ଅଲରାଉଣ୍ଡର; ଗାଭାସ୍କର କହିଲେ ‘ଟିମ୍‌ ଇଣ୍ଡିଆ ଯାହାକୁ ଖୋଜୁଥିଲା ସେ…’

ଦୁବାଇ,୨।୧୦: ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟ ଟିମ୍‌ରେ ଜଣେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଆବଶ୍ୟକତା ଥିବା ବେଳେ ଖେଳାଳି ଚୟନ ହୋଇପାରୁ ନାହିଁ। ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଥିଲେ ହେଁ ତାଙ୍କର ଫିଟନେସ୍‌ କ୍ରମାଗତ ଭାବେ ଧୋକା ଦେଉଛି। ଏହାକୁ…

ଚାଇନାର ଦାଦାଗିରି, ତାଇଓ୍ବାନ ସୀମାରେ ଉଡ଼ାଇଲା ୩୮ ଯୁଦ୍ଧ ବିମାନ…

ବେଜିଂ,୨।୧୦: ବାୟୁସେନା ଦିବସ ପାଳନ ଅବସରରେ ଚାଇନା ତାଇଓ୍ବାନ ଉପରେ ଦାଦାଗିରି ଦେଖାଇଛି। ଚାଇନାର ୩୮ଟି ଯୁଦ୍ଧ ବିମାନ ତାଇଓ୍ବାନ ସୀମାରେ ଉଡ଼ାଣ କରିଛି। ତାଇଓ୍ବାନର ପ୍ରତାସ ଦ୍ୱୀପସମୁହର ଆକାଶ ମାର୍ଗରେ ଦୁଇଟି ପର୍ଯ୍ୟାୟରେ ଚାଇନା ବାୟୁସେନା ପକ୍ଷରୁ ଏଭଳି କରାଯାଇଛି।…

ମଦ ନିଶାରେ ଆଖି ଲାଲ କରି ଶ୍ରୀଦେବୀଙ୍କ ରୁମ୍‌ରେ ପଶିଯାଇଥିଲେ ଏହି ଅଭିନେତା; ଚିତ୍କାର କରି ଷ୍ଟୁଡିଓ…

ବମ୍ବେ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ବଲିଉଡ୍‌ର ସବୁଠାରୁ ବିବାଦୀୟ ଅଭିନେତାଙ୍କ ମଧ୍ୟରୁ ଜଣେ। ନିଜ କ୍ୟାରିୟରର ପ୍ରାରମ୍ଭିକ ଦିନରୁ ନେଇ ଆଜିଯାଏ, ସେ ନିଜର ବିଚିତ୍ର ଆଚରଣକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ଅନେକ ଥର ସେ ନିଜର ଏଭଳି ବ୍ୟବହାର…

ଆଖି ପିଛୁଳାକେ ମହିଳାଙ୍କ ପଛରୁ ଆସୁଛି ବାଘ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଐଶ୍ୱର୍ଯ୍ୟାଙ୍କୁ ନିଜ ମା’ ବୋଲି କହିଥିଲେ ୨୯ ବର୍ଷର ଯୁବକ, ସତ ସାମ୍ନାକୁ ଆସିବା ପରେ…

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଜୀବନରେ ଏପରି ଅନେକ ଘଟଣା ଘଟିଥିଲା ଯେତେବେଳେ ସେ ଚର୍ଚ୍ଚାର ବିଷୟ ପାଲଟିଥିଲେ। ଏକଦା ଜଣେ ଯୁବକ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ମା’ ବୋଲି କହିଥିଲେ। ଏହା ପରେ ଐଶ୍ୱର୍ଯ୍ୟା ଚର୍ଚ୍ଚାରେ ରହିଥିଲେ। ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ମା’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri