କଂଗ୍ରେସକୁ ବଡ଼ ଝଟ୍କା: ୪୬ ବର୍ଷ ପରେ ଦଳର ହାତ ଛାଡ଼ିଲେ ଅଶ୍ୱିନୀ କୁମାର
ଚଣ୍ଡିଗଡ଼,୧୫।୨: ପଞ୍ଜାବ ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ଦଳକୁ ଏକ ବଡ଼ ଝଟ୍କା ଲାଗିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶ୍ୱିନୀ କୁମାର ୪୬ବର୍ଷ ପରେ ଦଳରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଅନ୍ୟପଟେ ଇସ୍ତଫା…
‘ଲୋକେ ଦ୍ୱିତୀୟ କିମ୍ ଜଙ୍ଗ ଚାହୁଁଛନ୍ତି କି ?’
ଲଖିମପୁର,୧୫।୨: “ଜନସାଧାରଣଙ୍କ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦରକାର ନା ଦ୍ୱିତୀୟ କିମ ଜଙ୍ଗ (ଉତ୍ତର କୋରିଆ) ଭଳି ପ୍ରତିନିଧି ଚାହୁଁଛନ୍ତି। ଲୋକଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ। ଆମେ କୌଣସି ରାଜ୍ୟରେ ଏକ ଛତ୍ରବାଦ ଶାସନ ଚାହୁଁ ନାହିଁ। ଆମେ…
ମୁଣ୍ଡରେ ଛତା, ହାତରେ ପାଣି ବୋତଲ ଧରି ଭୋଟ ମାଗୁଛନ୍ତି ପ୍ରାର୍ଥୀ
ଛତ୍ରପୁର,୧୫।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ସରପଞ୍ଚ ପାର୍ଥିନୀ ହିନା ସେଠୀ ମୁଣ୍ଡରେ ଛତା ଓ ହାତରେ ପାଣି ବୋତଲ ଧରି ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ସମିତି ସଭ୍ୟା ପାର୍ଥିନୀ…
ଗଛରେ ପିଟିଲା କାର୍, ଚାଲିଗଲା ଜଣଙ୍କ ଜୀବନ
ଫୁଲବାଣୀ ଅଫିସ,୧୫।୨: କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ କୁର୍ମିଙ୍ଗିଆ ଛକ ନିକଟରେ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଡ୍ରାଇଭର ଭାରସାମ୍ୟ ହରାଇ ଗଛରେ ପିଟିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତିି। ମୃତକ…
ଅଏଲି ସ୍କିନ୍ କେୟାର
ଅଏଲି ସ୍କିନ୍ ହୋଇଥିଲେ ସାଧାରଣତଃ ଅଧିକ ଯତ୍ନ ନେବାକୁ ହୋଇଥାଏ। ଆଉ ଏଥିପାଇଁ ରାସାୟନିକ ସାମଗ୍ରୀ ବଦଳରେ ଘରୋଇ ଉପାୟ ଆପଣେଇବା ଅଧିକ ଫଳପ୍ରଦ… ସାଧାରଣତଃ ତୈଳୀୟ ତ୍ୱଚାରେ ବ୍ରଣ, ଦାଗ ଆଦି ବିଭିନ୍ନ ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟାରୁ ସହଜରେ…
ନ କହିଲେ ଭଲ
ପାଖରେ ଶୁଏ, କାନରେ କୁହେ, ତା କଥା କି ଅନ୍ୟଥା ହୁଏ। ଏକଥା ଠିକ୍, କିନ୍ତୁ ଏମିତି ଅନେକ କଥା ଅଛି ଯାହା କହିବା ଉଚିତ୍ ନୁହେଁ। କାରଣ ଏହି କାନକୁହା କଥା ବି ବେଳେବେଳେ ବୁମେରାଂ ହୋଇପାରେ। ସୁଖୀ ଓ…
ମ୍ୟୁନିସିପାଲଟି କାର୍ଯ୍ୟଳୟରେ ଭିଜିଲାନ୍ସ ଚଢ଼ାଉ
ବାରିପଦା ଅଫିସ, ୧୫।୨: ମୟୂରଭଞ୍ଜ ଜିଲା ବାରିପଦା ମ୍ୟୁନିସିପାଲଟି କାର୍ଯ୍ୟଳୟରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ମ୍ୟୁନିସିପାଲଟି ଅଧୀନରେ ଥିବା ସମସ୍ତ ପାର୍କଗୁଡ଼ିକରେ ଆଦାୟ ହେଉଥିବା ଟିକସରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ଏହି ଚଢ଼ାଉ…
ଯୁଦ୍ଧ ପାଇଁ ରୁଷିଆ ପ୍ରସ୍ତୁତ: ସ୍ୟାଟେଲାଇଟ୍ରୁ ଆସିଲା ଫଟୋ
କ୍ୱିଭ୍,୧୫।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଘନେଇବାରେ ଲାଗିଛି। ୟୁକ୍ରେନକୁ ଆକ୍ରମଣ ପାଇଁ ରୁଷିଆ ଏକପ୍ରକାର ପ୍ରସ୍ତୁତି ଶେଷ କରିଛି। ଗତ ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ ସୀମାରେ ଅତ୍ୟଧିକ ସୈନ୍ୟ ମୁତୟନ କରିଛି ରୁଷିଆ। ସ୍ୟାଟେଲାଇଟ୍ରୁ ଏହାର ଫଟୋ…
ପ୍ୟାନ୍, ଆଧାରକାର୍ଡ ଦେଖାଇ ଦେଇପାରିବେ ଭୋଟ୍
ଭୁବନେଶ୍ୱର,୧୫।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ତେବେ ଭୋଟର କାର୍ଡ ନ ଥିଲେ ପ୍ୟାନ୍କାର୍ଡ, ଆଧାରକାର୍ଡ, ପାର୍ସପୋର୍ଟ ଦେଖାଇ ଜଣେ ଭୋଟ୍ ଦେଇପାରିବେ ବୋଲି ନିର୍ବାଚନ କମିଶନ ଆଦିତ୍ୟ ପାଢୀ ସୂଚନା ଦେଇଛନ୍ତି। ପ୍ରଥମ…
୮୭ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର
ନୂଆଦିଲ୍ଲୀ,୧୫।୨: ଜାତୀୟ ରାଜଧାନୀର ତିଲକ ନଗର ଅଞ୍ଚଳରେ ୮୭ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ବୃଦ୍ଧାଙ୍କୁ ବଳାତ୍କାର କରିବା ପରେ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ ନେଇ ଚାଲି ଯାଇଥିଲେ। ଅଭିଯୋଗ କରାଯିବାର ୧୬…
ଡେଞ୍ଜର ଲୁକ୍ରେ ଅକ୍ଷୟ କୁମାର
ମୁମ୍ବାଇ: ବଲିଉଡ୍ର ଆକ୍ସନ ମାଷ୍ଟର ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ନିଜ ଫିଲ୍ମର ଲୁକ୍ ଶେୟାର କରିବା ସହ ରିଲିଜ୍ ଡେଟ୍ ମଧ୍ୟ ଘୋଷଣା କରିଛନ୍ତି। କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ଫିଲ୍ମ ପୃଥ୍ବୀରାଜର ରିଲିଜ ଡେଟ୍ ଘୋଷଣା…
ଅପରାହ୍ନ ୪ଟାରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ
ନୂଆଦିଲ୍ଲୀ, ୧୫।୨: ଆଜି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଆଜିର ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ।…

