Home Left

ମାଛ ଧରିବାକୁ ଯାଇଥିଲେ ୧୮ ମତ୍ସ୍ୟଜୀବୀ, ଓଲଟି ପଡ଼ିଲା ଡ଼ଙ୍ଗା

ପାରାଦୀପ,୪।୧୦(ସ୍ବ.ପ୍ର.): ଜଗତସିଂହପୁର ଜିଲା ପାରାଦୀପ ନେହରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ସୋମବାର ଏକ ମାଛ ଧରା ଡଙ୍ଗା ଓଲଟି ପଡ଼ିଛି। ତେବେ ଡଙ୍ଗାରେ ଥିବା ୧୮ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଖବର ପାଇ ମେରାଇନ ଥାନା ପୋଲିସ ଘଟଣାସ୍ଥଳରେ…

ଭଉଣୀଙ୍କୁ ଏମିତି ଉପଦେଶ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୪।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ପରେ ଘଟଣାସ୍ଥଳକୁ ଯାଉଥିବା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କୁ ନଜରବନ୍ଦୀ କରାଯାଇଛି। ସୋମବାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପ୍ରିୟଙ୍କାଙ୍କୁ ଉପଦେଶ ଦେଇ କହିଛନ୍ତି,ସେମାନେ ତୁମ ସାହସକୁ ଭୟ କରୁଛନ୍ତି,…

ଭୁଶୁଡ଼ି ପଡ଼ିଲା ସରକାରୀ କୋଠାର କାନ୍ଥ: ଘରର ସ୍ଥାୟିତ୍ୱ ନେଇ ଉଠିଛି ପ୍ରଶ୍ନ

ନୟାଗଡ ଅଫିସ,୪।୧୦: ନୟାଗଡ଼ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନବନିର୍ମିତ କୋଠାର କାନ୍ଥ ସୋମବାର ଭୁଶୁଡ଼ି ପଡିଛି। ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା କୋଠାର କାନ୍ଥ ଭୁଶୁଡିବା ପରେ ଘରର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି।…

ସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ପରେ ମୁହଁ ଖୋଲିଲେ ଅମରିନ୍ଦରଙ୍କ ସ୍ତ୍ରୀ

ଚଣ୍ଡିଗଡ଼,୪।୧୦: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହଟାଇଯିବା ପରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ଏଭଳି ପରିସ୍ଥିତିରେ କ୍ୟାପଟେନଙ୍କ ସ୍ତ୍ରୀ ତଥା ଏମ୍‌ପି ପ୍ରିନୀତି କୌର କଂଗ୍ରେସ ହାଇକମାଣ୍ଡ ଉପରେ ରାଗିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଯଦି…

ବିମାନରେ ଥିଲେ ୧୦୦ ଯାତ୍ରୀ, ହଠାତ୍‌ ଲାଗିଗଲା ନିଆଁ; ଆଉ ତା’ ପରେ…

ଓ୍ବାଶିଂଟନ,୪ା୧୦: ଆମେରିକାରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳି ଯାଇଛି। ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବିମାନଟି ଉଡ଼ାଣ କରିବାର ଥିଲା। ଏହି ସମୟରେ ଏକ ପକ୍ଷୀ ଇଞ୍ଜିନରେ ପିଟି ହୋଇଯିବାରୁ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଦେଖି…

ଅକ୍ସଫୋର୍ଡରେ ପାଠ ପଢି, ବ୍ୟାଙ୍କରେ କାମ କରୁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ପଟୌଦି ଖାନଦାନରେ ଜନ୍ମ ନେଇଥିବା ବଲିଉଡ୍ ଅଭିନେତ୍ରୀ ସୋହା ଅଲ୍ଲି ଖାଁ ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୭୮ ମସିହା ଅକ୍ଟୋବର ୪ରେ ଜନ୍ମ ନେଇଥିଲେ ସୋହା । ୩ ଭାଇଭଉଣୀଙ୍କ ମଧ୍ୟରେ ସୋହା ସବୁଠାରୁ…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ,୪।୧୦: ଆସନ୍ତା ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବାକୁ ଥିବା ଟି -୨୦ ବିଶ୍ୱକପ ବିଷୟରେ ଏକ ଖୁସି ଖବର ଅଛି। ଏହି ଟୁର୍ନାମେଣ୍ଟ ସମୟରେ ୭୦ ଦର୍ଶକଙ୍କୁ ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାକୁ ଅନୁମତି ଦିଆଯିବ। ଆଇସିସି…

ଶୌଚାଳୟ କବାଟ ଖୋଲି ବାହାରିଲା ସିଂହ…

ନୂଆଦିଲ୍ଲୀ,୪।୧୦: ଜଙ୍ଗଲରେ ସିଂହ ଦେଖିବା ଅବା ସଫାରୀରେ ସିଂହ ଦଳଙ୍କୁ ଦେଖି ମଜା ନେବା ନିଆରା। ତେବେ ହଠାତ୍‌ ଶୌଚାଳୟ କବାଟ ଖୋଲି ସିଂହ ବାହାରକୁ ଆସିବା ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଏବେ ଏଭଳି ଏକଭିଡ଼ିଓ ସୋସିଆଲ ମିଡ଼ିଆରେ…

୩ ଦିନ ପରେ ହେବାର ଥିଲା ମ୍ୟାଚ୍‌;ଚୋର ନେଇଗଲେ ଖେଳାଳିଙ୍କ ବ୍ୟାଗ୍‌

କୁଇନ୍ସଲ୍ୟାଣ୍ଡ,୪।୧୦: ଯଦି କୌଣସି ଦଳକୁ ୩ ଦିନ ପରେ କ୍ରିକେଟ ମ୍ୟାଚ ଖେଳିବାକୁ ପଡିବ ଏବଂ ଏହାର ଖେଳାଳିଙ୍କ କିଟ ବ୍ୟାଗ ଚୋରି ହୁଏ, ତେବେ ଏହାର କ’ଣ ହେବ ତାହା ଅନୁମାନ କରିବା କଷ୍ଟକର ନୁହେଁ। ଅଷ୍ଟ୍ରେଲିଆର ଘରୋଇ କ୍ରିକେଟ…

ମଶା ପାଇଁ ଲାଗିଧିଲା ନିଆଁ ଆଉ ଶେଷରେ ଜଳିଗଲା…..

ଭଣ୍ଡାରିପୋଖରୀ,୪।୧୦(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ପୁରିପଡା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର କୈଳାଶ ଚନ୍ଦ୍ର ରାଉତଙ୍କ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟି ୪ ଗୋରୁ ଜୀବନ୍ତ ଦଗ୍ଧ ହୋଇଛି। ଏହା ସହ ତାଙ୍କର…

ଆର୍ୟନଙ୍କ ସହ ମାତ୍ର ଦୁଇ ମିନିଟ୍‌ କଥା ହେଲେ ପିତା ଶାହାରୁଖ, କାନ୍ଦି ପକାଇଲେ ପୁଅ

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ରେଭ୍‌ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ରବିବାର ବଲିଉଡ୍‌ କିଙ୍ଗ୍‌ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ ଗିରଫ ହେବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ତାଙ୍କୁ ଲଗାତର ପଚରାଉଚରା ଜାରି ରଖିଛି।…

ବିଲକୁ ଯାଇ ଆଉ ଫେରିଲେନି ଚାଷୀ

ବାରିପଦା ଅଫିସ,୪।୧୦: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳ ଭଦୁଆଶୋଳ ଗ୍ରାମର ଅର୍ଜୁନ ହାଁସଦା(୬୫)ଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମତ୍ୟୁ ଘଟିଛି। ଅର୍ଜୁନ ବିଲକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଯାଇଥିଲେ । ସେଠାରେ ହାତୀ ଆକ୍ରମଣରେ ତାଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri