Home Left

ଚୋରି ପାଇଁ ବନ୍ଦୋବସ୍ତ

ଭୁବନେଶ୍ୱର,୪।୧୦: ୨୦୧୫ ଅଗଷ୍ଟରେ ସ୍ଥାନୀୟ ନୟାପଲ୍ଲୀ ମମ୍‌ତାଜ ହାଇସ୍କୁଲ ସମ୍ମୁଖ ଖୋଲା ନାଳରେ ପଡ଼ି ଜଣେ ଛାତ୍ର ପ୍ରାଣ ହରାଇଥିଲେ। ଉକ୍ତ ଘଟଣାକୁ ନେଇ ସହରବାସୀଙ୍କ ମଧ୍ୟରେ ପ୍ରବଳ କ୍ଷୋଭ ପ୍ରକାଶ ପାଇଥିଲା। ଏପରି କି ସରକାରଙ୍କ ଅପାରଗତା ଯୋଗୁ ଏଭଳି…

ଦୋକାନ କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ପାଟଣା,୪ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସର ଅୟସକାନ୍ତ ନାୟକଙ୍କ ମୋବାଇଲ ଦୋକାନର ପଛପଟ କାନ୍ଥ ତାଡ଼ି ରବିବାର ରାତିରେ କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ସରଞ୍ଜାମ ଲୁଟ୍‌ କରିନେଇଛନ୍ତି। କାନ୍ଥ…

ଏମିତି ସଟ୍‌ ମାରିଲେ ବ୍ୟାଟ୍ସମ୍ୟାନ୍‌, ଭାଙ୍ଗିଗଲା କ୍ୟାମେରା ଲେନ୍ସ; ଦେଖନ୍ତୁ ଭିଡିଓ

ଶାରଜା,୪।୧୦: ଆଇପିଏଲ ୨୦୨୧ର ୪୯ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ ନୀତୀଶ ରାଣାଙ୍କ ଉଗ୍ର ରୂପ ଦେଖିବାକୁ ମିଳିଥିଲା। ସେ କେବଳ ଚମତ୍କାର ବ୍ୟାଟିଂ କରି ଦଳର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିନାହାଁନ୍ତି, ବରଂ ତାଙ୍କର ଶକ୍ତିଶାଳୀ…

ଭିଟାମିନ୍‌ ‘ଡି’ ଓ ବ୍ଲାଡର କ୍ୟାନ୍‌ସର

ଆମ ଶରୀରରେ ଭିଟାମିନ୍‌ ‘ଡି’ ସନ୍ତୁଳିତ ହୋଇ ରହିବା ନିହାତି ଦରକାର। ଏହା ଅସ୍ଥିକୁ ମଜଭୁତ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିଥାଏ। ଏହାବ୍ୟତୀତ ସ୍ନାୟୁକୁ ମଧ୍ୟ ସୁସ୍ଥ ରଖିବାରେ ଅନେକାଂଶରେ ସାହାଯ୍ୟ କରେ। ହେଲେ ଏହାର ଅଭାବରେ…

ହଜିଯାଉଛି ଜୈବ ବିବିଧତା

ଜୀବମାନଙ୍କର ଭିନ୍ନତା ବା ବିବିଧତା ହେଉଛି ଜୈବ ବିବିଧତା। ଆମ ପରିବେଶରେ ବଞ୍ଚତ୍ଥିବା ସମସ୍ତ ଜୀବଜନ୍ତୁ, ଗଛଲତା, କୀଟପତଙ୍ଗ ଓ ଅଣୁଜୀବମାନଙ୍କର ଅବସ୍ଥିତିକୁ ମଧ୍ୟ ଜୈବ ବିବିଧତା କୁହାଯାଏ। ଆଜି କିନ୍ତୁ ଜୀବମାନଙ୍କର ବିବିଧତା ବିଲୁପ୍ତି ପଥରେ, ବିପନ୍ନ ଓ ବିଷଣ୍ଣ।…

ମଦନପୁର କଟ୍‌ ହେଲେ ବନ୍ୟା ନିୟନ୍ତ୍ରଣ ହେବ

ପଟ୍ଟାମୁଣ୍ଡାଇ, ୪ା୧୦(ସ୍ବ.ପ୍ର.): ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାକୁ ଭିତରକନିକା ଜାତୀୟ ଉଦ୍ୟାନ ଦେଶ, ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। କେନ୍ଦ୍ରାପଡ଼ାରେ ପ୍ରତିଷ୍ଠିତ ବଳଦେବ ଜୀଉ ପାୱାର ଲୁମ୍‌ ନିଜର ସତ୍ତା ହଜାଇଛି। ଏକଦା ବିଜୁବାବୁଙ୍କୁ ରାଜନୀତିରେ ଜୀବନ୍ୟାସ ଦେଇଥିବା ରାଜନଗର ନିର୍ବାଚନମଣ୍ଡଳୀରେ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ଶାରଜା,୪।୧୦: ଜମ୍ମୁ-କଶ୍ମୀର ପେସର ଉମ୍ରାନ ମଲିକ ଆଇପିଏଲରେ ଡେବ୍ୟୁ ମ୍ୟାଚରେ ଜବରଦସ୍ତ ବୋଲିଂ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ ରବିବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଡେବ୍ୟୁ କରିଥିଲେ। ଏହି ସମୟରେ, ଉମ୍ରାନ ମଲିକ…

ସୁନାବେଶ ଦେଖିବେନି ଶ୍ରଦ୍ଧାଳୁ

ବଅଁରପାଳ,୪ା୧୦(ଡି.ଏନ.ଏ.)  ପୂଜା ଆସିବାର ଯଥେଷ୍ଟ ପୂର୍ବରୁ ତଳମୂଳରେ ଆରମ୍ଭ ହୋଇଥାଏ ପ୍ରସ୍ତୁତି। କାରଣ ୧୬ ଦିନରେ ମା’ ଏଠାରେ ୧୬ଟି ବେଶରେ ପୂଜା ପାଇଥାନ୍ତି। ଏହି ସ୍ବତନ୍ତ୍ର ପୂଜା ହିଁ ଏଠାକାର ମୁଖ୍ୟ ବିଶେଷତ୍ତ୍ୱ। ଏଥିସହ ଷଷ୍ଠୀରୁ ଦଶହରା ଯାଏ ଗଁାରେ ସାଂସ୍କୃତିକ…

ଚତୁର୍ଥ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସମନ୍ଥା-ନାଗ ଚୈତନ୍ୟାଙ୍କ ବିଚ୍ଛେଦ…

ମୁମ୍ବାଇ,୪।୧୦: ସାଉଇ୍‌ ସୁପରଷ୍ଟାର ନାଗେ ଚୈତନ୍ୟା ଏବଂ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ବିବାହ ବିଚ୍ଛେଦ ଘଟିଛି। ୪ର୍ଥ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସମନ୍ଥା-ନାଗ ଚୈତନ୍ୟା ପରସ୍ପରଠାରୁ ଅଲଗା ହୋଇ ଯାଇଛନ୍ତି। ସମନ୍ଥା ସୋସିଆଲ ମିଡ଼ିଆରେ ଏନେଇ ସୂଚନା…

ଅମିତାଭ ବଚ୍ଚନଙ୍କୁ ପ୍ରେମ କରୁଥିଲେ କି, ରେଖା ଦେଲେ ଏମିତି ଉତ୍ତର

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ରେଖା ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ଉଭୟ ‘ସିଲସିଲା’ ଏବଂ ‘ମୁକଦ୍ଦର କା ସିକନ୍ଦର’ ପରି ଅନେକ ହିଟ ଫିଲ୍ମରେ ଏକାଠି କାମ କରିଥିଲେ। ଏକ ସମୟ ଥିଲା, ଅମିତାଭ ଏବଂ…

ମନ ମୋହୁଛି ମନୋଜଙ୍କ ନିଆରା କଳାକୃତି

କଟକ ଅଫିସ, ୪ା୧୦: ସେ ପାଠ ପଢ଼ିବା ପାଇଁ କଟକ ଆସିଥିଲେ। ଟ୍ୟୁଶନ କରି ପାଠ ପଢ଼ୁଥିଲେ। ହଠାତ କୋଭିଡ୍‌ ସ୍ଥିତି ଯୋଗୁ ଲକ୍‌ଡାଉନ୍‌ ଘୋଷଣା ହେଲା। ଏହି ସମୟରେ ଟ୍ୟୁଶନ ବନ୍ଦ ହୋଇଗଲା। ତେଣୁ କ’ଣ କରିବେ ସେନେଇ ଚିନ୍ତାରେ…

ଐଶ୍ୱର୍ଯ୍ୟାଙ୍କ ସହ ବ୍ରେକ୍‌ଅପ୍‌ରେ ସଲମାନଙ୍କ ବାପା କହିଥିଲେ ଏମିତି

ଅଭିନେତା ସଲମାନ ଖାନ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ମୋଷ୍ଟ ଇଲିଜିବଲ ବ୍ୟାଚଲର। ଯାହାଙ୍କୁ ଏମିତି ପ୍ରଶ୍ନ ସର୍ବଦା ପଚରା ଯାଏ ସେ କେବେ ବିବାହ କରିବେ। ତେବେ ସଲମାନଙ୍କ ଜୀବନରେ ସଂଗୀତା ବିଜଲାନି, ଐଶ୍ୱର୍ଯ୍ୟା ରାୟ, ସୋମି ଅଲି ଖାନ, କ୍ୟାଟ୍ରିନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri