Home Left

ଧର୍ମାନ୍ତରୀକରଣ ସନ୍ଦେହରେ ବୋମା ମାଡ଼

ନୀମୁଚ୍‌(ଏମ୍‌ପି), ୩।୧୦: ମଧ୍ୟପ୍ରଦେଶର ନୀମୁଚ୍‌ ଜିଲା ଅଧୀନ ଜଓ୍ବାଦ ତହସିଲ ଅଞ୍ଚଳରେ ଧର୍ମାନ୍ତରୀକରଣ ସନ୍ଦେହରେ କିଛି ମୁଖା ପିନ୍ଧା ବ୍ୟକ୍ତି ଭଙ୍ଗାରୁଜା କରିଛନ୍ତି। ଏପରି କି ସମ୍ପୃକ୍ତ ଧର୍ମସ୍ଥାନ ଉପରେ ବିସ୍ଫୋରଣ ଘଟାଇଛନ୍ତି। ବିସ୍ଫୋରଣ ଯୋଗୁ ଧର୍ମସ୍ଥାନ ଭାଙ୍ଗିରୁଜି ଯାଇଛି। ଆକ୍ରମଣରେ…

ଖୋଲିବାକୁ ଯାଉଛି ଇତିହାସର ସବୁଠୁ ବଡ଼ ଦୁର୍ନୀତି

ପାନାମା ସିଟି, ୩।୧୦: ପାନାମା ପେପର୍ସ ଭଳି ଆଉ ଏକ ବିଶ୍ୱସ୍ତରୀୟ ବଡ଼ ଦୁର୍ନୀତିର ରହସ୍ୟ ଉନ୍ମୋଚନ ହେବାକୁ ଯାଉଛି। ପାନାମା ପେପର୍ସ ସ୍କାଣ୍ଡାଲ ୨.୦ କୁହାଯାଉଥିବା ପାଣ୍ଡୋରା ପେପର୍ସକୁ ଇଣ୍ଟରନ୍ୟାଶନାଲ କନ୍‌ସୋର୍ଟିୟମ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟସ୍‌ (ଆଇସିଆଇଜେ) ପ୍ରକାଶ କରିବାକୁ…

୭ବର୍ଷୀୟା ଝିଅକୁୁ ଗ୍ଲୋବାଲ ଶାନ୍ତି ଫଟୋ ପୁରସ୍କାର

ବେଙ୍ଗାଲୁରୁ: କର୍ନାଟକର ରାଜଧାନୀରେ ଜଣେ ୭ ବର୍ଷୀୟା ଝିଅକୁ ଗ୍ଲୋବାଲ ଶାନ୍ତି ଫଟୋ ପୁରସ୍କାର (ବର୍ଷର ଶିଶୁ ଶାନ୍ତି ପ୍ରତିଛବି) ବିଜେତା ଭାବରେ ସମ୍ମାନିତ କରାଯାଇଛି। ପଦକ ସହ ତାଙ୍କୁ ଅଷ୍ଟ୍ରିଆର ସଂସଦ ପରିଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯାଇଛି। ଆଧ୍ୟା…

କାର୍ଯ୍ୟ ଆରମ୍ଭ କଲା ଆଫଗାନ୍‌ ମିଡିଆ

କାବୁଲ,୩।୧୦: ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବାର ୪୫ ଦିନ ପରେ ଗଣମାଧ୍ୟମ ସଂଗଠନ ଆଫଗାନ୍‌ ଜର୍ନାଲିଷ୍ଟସ୍‌ ସେଫ୍ଟି କମିଟି (ଏଜେଏସ୍‌ସି) କାର୍ଯ୍ୟରେ ଯୋଗ ଦେଇଛି। ଦେଶରେ ରାଜନୈତିକ ପରିବର୍ତ୍ତନ ପରେ ଏଜେଏସ୍‌ସି ଏହାର ଅଧିକାଂଶ କାର୍ଯ୍ୟ ବନ୍ଦ କରିଦେଇଥିଲା। ଏବେ…

ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ପାଟଣା,୩।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ରବିବାର ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଘଟଗାଁ ପୋଲିସ ଘଟଣାରେ ସମ୍ପୃକ୍ତ ନାବାଳକଙ୍କୁ କେନ୍ଦୁଝର ସ୍ଥିତ ଜୁଭିନାଇଲ ଜଷ୍ଟିସ ବୋର୍ଡରେ ଉପସ୍ଥାପିତ କରିଥିଲା। ପରେ ତାଙ୍କୁ…

ଆଉ ନାହାନ୍ତି ନଟୁ କାକା

ମୁମ୍ବାଇ,୩।୧୦: ଲୋକପ୍ରିୟ କମେଡ଼ି ସିରିଏଲ ତାରକ୍‌ ମେହେତା ଉଲଟା ଚଷମାର  ଅଭିନେତା ନଟୁ କାକାଙ୍କ ରବିବାର ପରଲୋକ ହୋଇଯାଇଛି। ନଟୁ କାକା ଭାବେ ପରିଚିତ ଥିବା ଏହି କଳାକାର ଜଣକ ହେଲେ ଘନଶ୍ୟାମ ନାୟକ। ୭୭ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ…

ଥାର୍ଡ ଅମ୍ପାୟାରଙ୍କୁ ବିଦା କର

ଶାରଜା,୩।୧୦: ଶାରଜା ଷ୍ଟାଡିୟମରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏକ ଭୁଲ ନିଷ୍ପତ୍ତି କାରଣରୁ ଥାର୍ଡ ଅମ୍ପାୟାରଙ୍କୁ ବିଦା କରିବା ପାଇଁ ଟୁଇଟରରେ ଦାବି ଉଠିଛି। ପଞ୍ଜାବର ସ୍ପିନର ରବି ବିଷ୍ଣୋଇଙ୍କ…

ଟ୍ରେନରେ ଯୁବତୀଙ୍କୁ ପିଟିବା ଘଟଣାର ତଦନ୍ତ ଆରମ୍ଭ

ରାଉରକେଲା ଅଫିସ, ୩।୧୦: ଗୀତାଞ୍ଜଳି ଏକ୍ସପ୍ରେସରେ ଯାଉଥିବା ବେଳେ ଜଣେ ମହିଳା ଇଞ୍ଜିନିୟରଙ୍କୁ ମାଡ଼ ଘଟଣାରେ ରାଉରକେଲା ଜିଆର୍‌ପିର ୫ଜଣିଆ ସ୍ବତନ୍ତ୍ର ଟିମ୍‌ ରବିବାର ଟାଟା ଗସ୍ତ କରିଛନ୍ତି। ଏହି ଟିମ୍‌ ଟାଟା ରେଲୱେ କଲୋନୀରେ ରହୁଥିବା ଆର୍‌ପିଏଫ୍‌ କନଷ୍ଟେବଳ ଅଜିତ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ କରୋନା ପଜିଟିଭ୍‌

ବାଲେଶ୍ୱର ଅଫିସ,୩।୧୦: ବାଲେଶ୍ୱର ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍‌ କରି ରବିବାର ଏହି ସୂଚନା ଦେଇଛନ୍ତି। ଥଣ୍ଡାରେ ପୀଡ଼ିତ ପରେ ଅସୁସ୍ଥ ଅନୁଭବ କରିବାରୁ ନମୁନା ପରୀକ୍ଷା କରାଇଥିଲେ। ରବିବାର…

ଘର ଉପରେ ଖସି ପଡ଼ିଲା ବିମାନ

ମିଲନ,୩।୧୦: ଇଟାଲିର ମିଲନ ସହରର ଏକ ଦୁଇ ମହଲା ବିଶିଷ୍ଟ କୋଠା ଉପରେ ରବିବାର ଖସି ପଡ଼ିଛି ଏକ ବେସରକାରୀ ବିମାନ। ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାଥମିକ ଭାବେ ବିମାନ ଚାଳକ ସମେତ ୬ଜଣଙ୍କ ମୃତ୍ୟୁ ଘଟିଥିବା…

୫ ଘଣ୍ଟା ପରେ ଉଦ୍ଧାର ହେଲା ହାତୀ

ବାଙ୍ଗିରିପୋଷି,୩।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ଅଧୀନ ଧୋବଣୀଶୋଳ ପଞ୍ଚାୟତ ଟେମ୍ବଟଲା ଗାଁରେ ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଥିବା ହାତୀକୁ ଉଦ୍ଧାର କରାଯାଇଛି। ଶିମିଳିପାଳ ଅଭୟାରଣ୍ୟରୁ କିଛି ହାତୀ ପାହାଡ଼ ତଳକୁ ଓହ୍ଲାଇ ଗଁା ଆଡ଼କୁ ଚାଲି ଆସିଥିଲେ। ହେଲେ ହାତୀଟି…

ଶାହାରୁଖଙ୍କ ପୁଅ ପାଖରୁ ମିଳିଥିବା ନିଶାଦ୍ରବ୍ୟର ତାଲିକା ଲମ୍ବା

ନୂଆଦିଲ୍ଲୀ,୩।୧୦: ହାଇ ପ୍ରୋଫାଇଲ ନିଶା କାରବାର ମାମଲାରେ ଗିରଫ ହୋଇଛନ୍ତି ବଲିଉଡ୍‌ର କିଙ୍ଗ୍‌ ଖାନ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ। ତାଙ୍କ ପାଖରୁ ଅନେକ ନିଶାଦ୍ରବ୍ୟ ମିଳିଛି। ଏହି ତାଲିକାରେ ୧୩ ଗ୍ରାମ କୋକେନ, ୨୧ ଗ୍ରାମ ଚରସ, ୨୨ଟି ଏମ୍‌ଡିଏମ୍‌ଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri