ଆଉ ଜଣେ ଯୁବ ସାମ୍ବାଦିକଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୫।୧୦(ବ୍ୟୁରୋ): କରୋନାରେ ଆଖି ବୁଜିଲେ ଆଉ ଜଣେ ଯୁବ ସାମ୍ବାଦିକ। ସେ ହେଲେ ଇଂରାଜୀ ଦୈନିକ ‘ଦ କମନ୍ ଟାଇମ୍ସ’ର ସମ୍ପାଦକ ୪୪ ବର୍ଷୀୟ ସତ୍ୟଜିତ ମହାପାତ୍ର। କୋଭିଡ ସଂକ୍ରମିତ ହେବା ପରେ ସେ ଗତ ଏକ ମାସ ଧରି ଚିକିତ୍ସିତ…
ଅକ୍ଟୋବର ୭ ପର୍ଯ୍ୟନ୍ତ ଏନ୍ସିବି ହେପାଜତରେ ଆର୍ୟନ
ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ ଅକ୍ଟୋବର ୭ ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ହେପାଜତରେ ରହିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଆର୍ୟନଙ୍କ ବିରୋଧରେ ଏନ୍ଡିପିଏସ୍ ଧାରା…
‘ବିରୋଧୀ ଏକଜୁଟ ହେବା ଆବଶ୍ୟକ’
ମୁମ୍ବାଇ,୫।୧୦: ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ମଙ୍ଗଳବାର ବିରୋଧୀଙ୍କୁ ଏକଜୁଟ୍ ହେବାକୁ ଆହ୍ବାନ ଦେଇଛନ୍ତି। ଲଖିମ୍ପୁର ଖେରି ଘଟଣା ପରେ ବିରୋଧୀ ଦଳ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ ଏବଂ ଆଜି ସାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ…
ଚର୍ମ ରୋଗରେ ପୀଡ଼ିତ ୟାମି
ମୁମ୍ବାଇ: ବଲିଉଡ୍ ନାୟିକା ୟାମି ଗୌତମ ଚର୍ମ ରୋଗରେ ପୀଡ଼ିତ । ଏକତା ସେ ନିଜେ ଜଣାଇଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ କି ମୁଁ ଏକ ଚର୍ମ ସମସ୍ୟାରେ ପୀଡ଼ିତ ଯାହାର କୌଣସି ଚିକିତ୍ସା…
ଲଖିମ୍ପୁର ଘଟଣାକୁ ‘ଜାଲିଓ୍ବାନାଓ୍ବାଲାବାଗ୍ ହତ୍ୟାକାଣ୍ଡ’ ସହ ତୁଳନା କଲେ ପାଓ୍ବାର
ନୂଆଦିଲ୍ଲୀ,୫।୧୦:ଉତ୍ତର ପ୍ରଦେଶର ଲଖିମ୍ପୁର ର ଖେରୀରେ ହୋଇଥିବା ହିଂସାର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏକ ଗାଡି ଜାଣିଶୁଣି ଆନ୍ଦୋଳନରତ କୃଷକଙ୍କ ଉପରେ ଚଢିଯାଉଥିବାର ଭିଡିଓରେ ଦେଖାଯାଇଛି। ଭିଡିଓ ଆସିବା ପରେ ୟୁପି ସରକାର ଘେରିଛନ୍ତି ବିରୋଧୀ। ଏନ୍ସିପି ନେତା…
ଖଜୁରିପଡ଼ା ଥାନାଧିକାରୀ ସସ୍ପେଣ୍ଡ
ଫୁଲବାଣୀ ଅଫିସ,୫ା୧୦-କନ୍ଧମାଳ ଜିଲା ଖଜୁରିପଡା ଥାନାଧିକାରୀ ରମାକାନ୍ତ ପାତ୍ରଙ୍କୁ ଡିଜିପି ଅଭୟ ମଙ୍ଗଳବାର ସସ୍ପେଣ୍ଡ କରିଛନ୍ତି। ଗତ ରବିବାର ସନ୍ଧ୍ୟାରେ ଥାନାଧିକାରୀ ପାତ୍ର ନିଜ କ୍ଷମତାର ଦୂରୁପଯୋଗ କରି ହାଟ କରିବାକୁ ଆସିଥିବା ଜଣେ ବ୍ୟବସାୟୀଙ୍କୁ ମାଡ଼ ମାରଥିଲେ। ଏହା ପ୍ରତିବାଦରେ…
ରେଷ୍ଟୁରାଣ୍ଟରେ ଖାଉଥିଲେ ଏମ୍ପି, କାର୍ ଲକ୍ କରିଦେଲା ପୋଲିସ: ଆଉ ତା’ପରେ
ଇନ୍ଦୋର,୫।୧୦: ମଧ୍ୟପ୍ରଦେଶର ଇନ୍ଦୋର ପୋଲିସ ଏକ କଡ଼ା ପଦକ୍ଷେପ ନେଇଛି। ନିୟମ ଭାଙ୍ଗିବାରୁ ଇନ୍ଦୋର ଏମ୍ପି ଶଙ୍କର ଲାଲଓ୍ବାନୀ ଚାଲାଣ କାଟିଦେଇଛି ପୋଲିସ। ସୋମବାର ଶଙ୍କର ଖଣ୍ଡଓ୍ବା ଆସିଥିଲେ। ସେ ମୁମ୍ବାଇ ବଜାରସ୍ଥିତ ଏକ ରେଷ୍ଟୁରାଣ୍ଟରେ ସେ ଖାଇବାକୁ ଅଟକି ଥିଲେ।…
କର୍ନ ସାଣ୍ଡୱିଚ୍
ଆବଶ୍ୟକ ସାମଗ୍ରୀ: ସିଝା ମକା ଦାନା-୧ କପ୍, ମାୟୋନିଜ୍- ୩ ଚାମଚ, ଟମାଟୋ କ୍ୟାଚଅପ୍- ୧ଚାମଚ, ବ୍ରାଉନ୍ ବ୍ରେଡ୍- କିଛି ସ୍ଲାଇସ୍, ଲହୁଣୀ-ଅଳ୍ପ, ଗୋଲମରିଚ ଗୁଣ୍ଡ- ଅଳ୍ପ, କଟା ଧନିଆପତ୍ର- ଅଳ୍ପ, ଲୁଣ ସ୍ବାଦ ଅନୁସାରେ ପ୍ରସ୍ତୁତି ପ୍ରଣାଳୀ: ଏକ…
ଭାଜପାକୁ ମିଳିଲା ବଡ଼ ବିଜୟ
ଗାନ୍ଧୀନଗର,୫।୧୦: ଗୁଜରାଟର ଗାନ୍ଧିନଗର ନଗର ନିଗମ ନିର୍ବାଚନରେ ସମସ୍ତ ୪୪ ଟି ଆସନ ପାଇଁ ଗଣନା ଶେଷ ହୋଇଛି। ଭାଜପା ୪୪ଟି ଆସନ ମଧ୍ୟରୁ ୪୦ଟି ଜିତିଛି। ଅନ୍ୟପକ୍ଷରେ କଂଗ୍ରେସ ମୋଟ ୩ଟି ଆସନ ଜିତିଛି। ଆମ ଆଦମୀ ପାର୍ଟିକୁ କେବଳ…
ଧରାପଡିଲେ ହରିଆଣାର ଏଟିଏମ୍ ଲୁଟେରା ଗ୍ୟାଙ୍ଗ
ବଲାଙ୍ଗୀର ଅଫିସ,୫।୧୦: ବଲାଙ୍ଗୀର ଜିଲାରେ ସକ୍ରିୟ ଥିବା ହରିଆଣାର ତିନି ଜଣ ଏଟିଏମ୍ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଏହି ଲୁଟେରାମାନେ ଅଭିନବ ଉପାୟରେ ଟଙ୍କା ଲୁଟ କରୁଥିଲେ। ସେମାନଙ୍କଠାରୁ ଦୁଇଟି ଏଟିଏମ୍ ସ୍କିମର ଓ କ୍ଲୋନିଂ ମେଶିନ ସହ ୩୭…
ଚର୍ଚ୍ଚରେ ୩,୦୦୦ରୁ ଅଧିକ ଶିଶୁଙ୍କୁ ଯୌନ ନିର୍ଯାତନା…
ପ୍ୟାରିସ୍,୫।୧୦: ଫ୍ରାନ୍ସ୍ରେ ଥିବା କ୍ୟାଥଲିକ୍ ଚର୍ଚ୍ଚରେ ଶିଶୁଙ୍କୁ ଯୌନ ନିର୍ଯାତନ ଦିଆଯାଉଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏଭଳି ଶିଶୁଙ୍କ ସଂଖ୍ୟା ୩,୦୦୦ରୁ ଅଧିକ ବୋଲି କୁହାଯାଉଛି। ମଙ୍ଗଳବାର ପ୍ରକାଶିତ ହୋଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ନିର୍ଯାତନା ଦେଇଥିବା…
ଶପଥ ନେଲେ ପିପିଲି ବିଧାୟକ
ଭୁବନେଶ୍ୱର,୫।୧୦(ବ୍ୟୁରୋ): ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଅଞ୍ଚଳର ବିକାଶ ମୋର ପ୍ରଥମ ଲକ୍ଷ୍ୟ । ଆଜି…
Archives


