Posted inଜାତୀୟ

ପୂର୍ବାଞ୍ଚଳର କିଛି ଆସନରେ ଅସନ୍ତୁଷ୍ଟ ବିଗାଡି ପାରନ୍ତି ସମୀକରଣ

ଲକ୍ଷ୍ନୌ,୧୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର । ଏଠାରେ ନିର୍ବାଚନ ଲଢୁଥିବା ପ୍ରମୁଖ ଦଳ ଭାରତୀୟ ଜନତା ପାର୍ଟି(ଭାଜପା) ଓ ସମାଜବାଦୀ ପାର୍ଟିକୁ ଅସନ୍ତୁଷ୍ଟଙ୍କ ଭୟ ଘାରିଛି । ଉଭୟ ଦଳର କେତେଜଣ ନେତାଙ୍କୁ ଟିକେଟ ନ ନେଇ ଦଳ ନୂଆ ଚେହେରାକୁ ସାମ୍ନାକୁ ଆଣିଥିବା ବେଳେ ଏଥିରେ ଅସନ୍ତୁଷ୍ଟ ହୋଇଥିବା ନେତାମାନେ ଅନ୍ୟ ଦଳରେ ସାମିଲ ହୋଇ ଟିକେଟ ହାତେଇଛନ୍ତି ତ ଆଉ କେତେଜଣ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏମାନେ ପ୍ରମୁଖ ଦଳ ଭାଜପା ଓ ସମାଜବାଦୀ ପାର୍ଟି ପାଇଁ ବାଧା ହୋଇପାରନ୍ତି । ଏମାନଙ୍କ ଯୋଗୁ ବଡ ଦଳଙ୍କୁ କିଛି ଆସନ ହରାଇବାକୁ ପଡିପାରେ । ୨୦୧୭ରେ ବି ଏମିତି କେତେଜଣ ଅସନ୍ତୁଷ୍ଟଙ୍କ ପାଇଁ ଭାଜପା ଓ ସମାଜବାଦୀ ପାର୍ଟିଙ୍କୁ କିଛି କିଛି ଆସନ ହରାଇବାକୁ ପଡିଥିଲା ।
ସୂଚନାଯୋଗ୍ୟ, ପ୍ରମୁଖ ଦଳ ଗୁଡିକ କେତେଜଣ ବିଧାୟକଙ୍କ ଟିକେଟ କାଟି ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିଛନ୍ତି । ଏହାସହ କିଛି ଦଳ ସହ ମେଣ୍ଟ ଯୋଗୁ କେତେଜଣ ଆଶୟୀଙ୍କ ଟିକେଟ ମଧ୍ୟ କଟିଛି । ଏଥିରେ ଅସନ୍ତୁଷ୍ଟ ହୋଇ ବର୍ଷ ବର୍ଷ ଧରି ଦଳ ପାଇଁ କାମ କରିଥିବା କେତେଜଣ ଅସନ୍ତୁଷ୍ଟ ଅନ୍ୟ ଦଳରେ ସାମିଲ ହୋଇଛନ୍ତି ନଚେତ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଦିନ ଆନ୍ଦୋଳନ

ନୂଆଦିଲ୍ଲୀ,୨ା୩: : ପାଣିରେ ଭିଜିଲେ, ହାଡ଼ଭଙ୍ଗା ଶୀତରେ ଥରିଲେ। ଶତାଧିକ ଆଖି ବୁଜିଦେଲେ। କେତେବେଳେ ଖଲିସ୍ତାନୀ ଅପମାନ ତ ପୁଣି କେବେ ଆନ୍ଦୋଳନଜୀବୀ ନଚେତ୍‌ ଟୁଲ୍‌କିଟ୍‌...

ଭିଜିଟର୍ସ ବୁକ୍‌ରେ ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଜରାଟର ଅହମଦାବାଦ ବିମାନ ବନ୍ଦରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ ଜଣାଇଥିଲେ। ଏହାପରେ...

୨୪ ଘଣ୍ଟାରେ ୭ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୧୮।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୭ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏନେଇ...

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୬।୮: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩୨,୯୩୭ଟି...

ସୁପ୍ରିମକୋର୍ଟ ଗଲେ ସୁଶାନ୍ତଙ୍କ ପରିବାର

ନୂଆଦିଲ୍ଲୀ,୩୦।୭: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏବେ ବିହାର ପୋଲିସ ଯାଞ୍ଚ୍‌ ଆରମ୍ଭ କରିଛି। ଏହି ମାମଲାର ସିବିଆଇ ଯାଞ୍ଚ ଦାବିକୁ ନେଇ...

କୋଭିଡ-୧୯: ପୁଣିଥରେ ବିଶ୍ୱର ଟପ ୫ ସଂକ୍ରମିତ ଦେଶ ତାଲିକାରେ ସାମିଲ ହେଲା ଭାରତ

ନୂଆଦିଲ୍ଲୀ,୩।୪: ପୁଣିଥରେ ୨୦୨୦ ମସିହା ପରି ଡରାଇଲାଣି କରୋନା। ଭାରତ ପୁଣିଥରେ ବିଶ୍ୱର ସେହି ଦେଶମାନଙ୍କ ସହ ସାମିଲ ହୋଇଯାଇଛି ଯେଉଁସବୁ ଦେଇ ସଂକ୍ରମିତ ମାମଲାରେ...

ଦେଓଘର ରେସକ୍ୟୁ ଅପରେଶନରେ ସାମିଲ ଯବାନଙ୍କ ସହ କଥା ହେଲେ ମୋଦି, କହିଲେ ଦୁର୍ଘଟଣାରୁ ବହୁତ କିଛି ଶିକ୍ଷା ମିଳିଲା

ନୂଆଦିଲ୍ଲୀ,୧୪ ।୪: ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ଝାଡ଼ଖଣ୍ଡର ଦେଓଘର ରୋପୱେ ଦୁର୍ଘଟଣା ପରେ ଏହାର ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ବାୟୁସେନା, ସେନା, ଏନଡିଆରଏଫ୍‌, ଆଇଟିବିପି...

ଶରଦ ପାଓ୍ବାର-ଉଦ୍ଧବ ଠାକ୍‌ରେଙ୍କୁ ଆୟକର ନୋଟିସ୍‌

ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ୮ ଏମ୍‌ପିଙ୍କ ନିଲମ୍ବନ ନେଇ ଦେଶର ରାଜନୈତିକ କ୍ଷେତ୍ରରେ ଝଡ଼ ଉଠିଛି। ଏପରିସ୍ଥଳେ ମଙ୍ଗଳବାର ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର...

Advertisement
Archives

Model This Week