ଗଛରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଜବତ
ପାଟଣା,୧୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଖଡିକାପଦା ଗାଁ ନିକଟରେ ଥିବା ଏକ କେନ୍ଦୁ ଗଛରୁ ଗୁରୁବାର ଗ୍ରାମର ଜଣେ ନାବାଳକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତ ନାବାଳକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଗଣେଶ ମୁଣ୍ଡା। ସୂଚନାନୁସାରେ,…
ଖବରଦାତାଙ୍କୁ ଆକ୍ରମଣ ଘଟଣା: ୮ ଜଣଙ୍କୁ ଗିରଫ କଲା ପୋଲିସ
ପୁରୀ ଅଫିସ, ୧୭।୨: ତ୍ରିସ୍ତରୀୟ ପଞ୍ଚାୟତ ମତଦାନ ବେଳେ ଖବର ସଂଗ୍ରହ କରୁଥିବା ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ପୁରୀ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସତ୍ୟପ୍ରିୟ ମହାରଣା, ବିଜୟ ସ୍ବାଇଁ, ସୁବାସ ମାଝି, ନିକୁଞ୍ଜ ସ୍ବାଇଁ,…
ଆଗକୁ ସ୍ଥିତି ଆହୁରି ସୁଧୁରିବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର,୧୭।୨(ବ୍ୟୁରୋ) : କୋଭିଡ୍ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତିି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ନିଜ ରାଜ୍ୟର ସ୍ଥାନୀୟ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଅତିରିକ୍ତ କଟକଣା ଲଗାଇଛନ୍ତି। ନିୟମ କୋହଳ କରିବା ଲାଗି…
ହଠାତ୍ ଉଭେଇ ଗଲା ନଦୀ, ଶୁଖିଲାରେ ମାଛ ହେଲେ ଛଟପଟ…
ଶ୍ରୀନଗର,୧୭।୨ : ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ପ୍ରସିଦ୍ଧ ପାହାଡି ନଦୀର ନାଳ ବ୍ରେଙ୍ଗୀରେ ହଠାତ୍ ଭୂସ୍ଖଳନ ହେତୁ ଏକ ଗଭୀର ସିଙ୍କହୋଲ ସୃଷ୍ଟି ହୋଇଥିଲା। ଫଳରେ ନଦୀ ଜଳ ଏହି ଗଭୀର ସିଙ୍କହୋଲରେ ପଡ଼ିବା ଆରମ୍ଭ କଲା। ଏହି ଗଭୀର…
ପୋଲିସକୁ ଆକ୍ରମଣ ପରେ ମହିଳାଙ୍କ ହାତ ବାନ୍ଧି ବସାଇ ଦେଲେ
ଗୟା,୧୭।୨: ବାଲି ଖଣି ଅକ୍ଶନ ପ୍ରକ୍ରିୟାରେ ସରକାରୀ ଅଧିକାରୀଙ୍କୁ ସହଯୋଗ କରୁଥିବା ପୋଲିସ କର୍ମୀଙ୍କୁ ପଥର ମାଡ଼ କରିଥିଲେ ଗ୍ରାମବାସୀ। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପକ୍ଷରୁ ଲୁହାବୁହା ଗ୍ୟାସ ସହ ଲାଠି ମାଡ଼ କରାଯାଇଥିଲା। ଏହାପରେ ମହିଳା ବିକ୍ଷୋଭକାରୀଙ୍କ ହାତ…
ଆଇପିଏଲ ନିଲାମରେ ୧୦.୭୫ କୋଟି ଟଙ୍କାରେ ବିକ୍ରି ହେବା ଖୁସିରେ ୧୫ ହଜାର ଟଙ୍କାର ପିଜ୍ଜା ମଗାଇଲେ ଏହି କ୍ରିକେଟର୍
କୋଲକତା,୧୭।୨: ଆଇପିଏଲ ନିଲାମ ୨୦୨୨ରେ, ହାଇଦ୍ରାବାଦ ଦଳ ୧୦.୭୫ କୋଟି ଟଙ୍କା ଦେଇ ଓ୍ବେଷ୍ଟଇଣ୍ଡିଜ୍ର ନିକୋଲାସ ପୁରାନ କିଣିଛି। ଗତ ସିଜନରେ ପଞ୍ଜାବ ପକ୍ଷରୁ ଖେଳିଥିବା ପୁରନ ଏବେ ହାଇଦ୍ରାବାଦ ପାଇଁ ଖେଳୁଥିବାର ନଜର ଆସିବେ। ନିଲାମରେ ୧୦.୭୫ କୋଟି ପାଇବା…
ଆପାର୍ଟମେଣ୍ଟ କିଣିଲେ କାଜୋଲ, ଦାମ୍ ଜାଣିଲେ…
ବଲିଉଡ୍ ଅଭିନେତ୍ରୀ କାଜୋଲ ଜୁହୁର ଅନନ୍ୟା ବିଲ୍ଡିଂରେ ୨ଟି ଆପାର୍ଟମେଣ୍ଟ କିଣିଛନ୍ତି। ବର୍ତ୍ତମାନ ତାଙ୍କର ଆଲିଶାନ ବଙ୍ଗଳାରେ ଜୁହୁର ଏହି ୨ଟି ଫ୍ଲାଟଗୁଡିକ ମଧ୍ୟ ସାମିଲ ହୋଇଗଲା । ଉଭୟ ଫ୍ଲାଟ ଗୁଡିକ ବିଳାସପୂର୍ଣ୍ଣ ସହ ମହଙ୍ଗା ଅଟେ। ଏହାର ମୋଟ…
‘ରବିଙ୍କ ପାଖରେ କିଛି ଭିନ୍ନ ଅଛି’
କୋଲକାତା,୧୭।୨: ଯୁବ ଲେଗ୍ ସ୍ପିନର ରବି ବିଷ୍ଣୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ଚମତ୍କାର ବୋଲିଂ କରିଥିଲେ। ଜୋଦପୁରର ୨୧ ବର୍ଷୀୟ ସ୍ପିନର ୪ ଓଭରରେ ୧୭ ରନ୍ ବିନିମୟରେ ହାତେଇଥିଲେ ୨ ଉଇକେଟ। ତାଙ୍କ ବୋଲିଂରେ ପ୍ରତିପକ୍ଷ ଓ୍ବେଷ୍ଟଇଣ୍ଡିଜ…
ଯବାନଙ୍କୁ ସଲାମ: ଆଣ୍ଠୁଏ ବରଫରେ କରୁଛନ୍ତି ପ୍ରାଟୋଲିଂ
ନୂଆଦିଲ୍ଲୀ,୧୭।୨: ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)ର ଯବାନମାନେ ଉତ୍ତରାଖଣ୍ଡ ହିମାଳୟର ଚାରିପାଖରେ ଶୂନ ଡିଗ୍ରୀ ତାପମାତ୍ରାରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ଯବାନମାନେ ୧୫,୦୦୦ ଫୁଟ ଉଚ୍ଚରେ ଜଗି ରହିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ…
୫୨କେଜି ନକଲି କୀଟନାଶକ ଔଷଧ ଜବତ
କେସିଙ୍ଗା,୧୭।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଶ୍ରୀହରିଓମ ସିଡ୍ସ ଓ ଫର୍ଟିଲାଇଜର ଦୋକାନୀ ଉପରେ କୃଷି ବିଭାଗ ପକ୍ଷରୁ ଚଢାଉ କରାଯାଇ ନକଲି କୀଟନାଶକ ଔଷଧ ଜବତ କରାଯାଇଛି। ଟିଟିଲାଗଡ ବ୍ଲକର ଶାଗଣାମୁଣ୍ଡା ଗ୍ରାମର ପ୍ରଶାନ୍ତ ନନ୍ଦ ନାମକ ଜଣେ…
ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର
କୋଲକାତା,୧୭।୨: ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବୁଧବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍ରେ ଭାରତ ୬ ଉଇକେଟରେ ବିଜୟ ହାସଲ କରିଛି। କିନ୍ତୁ ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଦୁଇ ଖେଳାଳି ଆହତ ହୋଇଛନ୍ତି। ସେମାନେ ହେଲେ ଦୀପକ ଚହର…
ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍, ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ
ଭୁବନେଶ୍ୱର,୧୭।୨(ବ୍ୟୁରୋ): ତ୍ରିସ୍ତରୀୟ ନିର୍ବାଚନ ପାଇଁ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍। ଶୁକ୍ରବାର ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ। ତେବେ ଭୋଟ ପରିଚାଳନା ପାଇଁ ବୁଥ୍ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି । ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।…

