Home Left

‘ଭୟଭିତ ହୁଅ ନାହିଁ’

ନୂଆଦିଲ୍ଲୀ,୧୬।୨: ୟୁକ୍ରେନରେ ବସବାସ କରୁଥିବା ଭାରତୀୟଙ୍କୁ ସ୍ବଦେଶ ଫେରିବା ପାଇଁ ଫ୍ଲାଇଟ୍‌ ମିଳୁନାହିଁ। ଏହାକୁ ନେଇ ଭୟବିତ ନ ହେବାକୁ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଏହାର ପଡ଼ୋଶୀ ରୁଷିଆ ଅନ୍ତର୍ଜାତୀୟ ସୀମାରେ ବିପୁଳ ପରିମାଣାରେ ସୈନ୍ୟ, ଟ୍ୟାଙ୍କ ଓ ଯୁଦ୍ଧ…

ୟୁକ୍ରେନ୍‌ ସଙ୍କଟ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ,୧୬।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ୟୁକ୍ରେନ ସୀମାରୁ ରୁଷିଆ ସୈନ୍ୟମାନଙ୍କୁ ପୁନର୍ବାର ଡକାଯିବା ସତ୍ତ୍ୱେ ଉତ୍ତେଜନା ଜାରି ରହିଛି। ୟୁକ୍ରେନରେ ବାସ କରୁଥିବା ହଜାର ହଜାର ଭାରତୀୟଙ୍କ ବିଷୟରେ ମଧ୍ୟ ଚିନ୍ତା ବଢିବାରେ ଲାଗିଛି।…

କରୋନା କଟକଣା ହଟାଇବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ,୧୬।୨: କରୋନାକୁ ନେଇ ଲାଗୁ ହୋଇଥିବା କଟକଣାକୁ ପୁନଃ ସମୀକ୍ଷା କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ଚିଠି ଲେଖାଯାଇଛି। ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ସାରା ଦେଶରେ କରୋନା ସଂକ୍ରମଣରେ ହ୍ରାସ ଘଟିଛି। ଏଭଳି…

୫ ବ୍ୟାଟର, ଦୁଇ ସ୍ପିନରଙ୍କ ସହ ଓହ୍ଲାଇଲା ଟିମ୍‌ ଇଣ୍ଡିଆ

କୋଲକାତା,୧୬।୨: ସ୍ଥାନୀୟ ଇଡେନ ଗାର୍ଡେନ ଷ୍ଟାଡିୟମରେ ବୁଧବାର ଖେଳାଯିବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ ଜରିଆରେ ଅନ୍ତର୍ଜାତୀୟ ସ୍ତରରେ…

ଦୁର୍ଘଟଣାରେ ଆହତ ସ୍ବାମୀ-ସ୍ତ୍ରୀଙ୍କୁ ନିଜ ଗାଡିରେ ହସ୍ପିଟାଲ୍‌ ନେଲେ ବିଧାୟକ

ଛତ୍ରପୁର,୧୬।୨(ଡି.ଏନ.ଏ.)- ଗଞ୍ଜାମ ଜ଼ିଲା ଛତ୍ରପୁର ଥାନା ଅନ୍ତର୍ଗତ ଉଜ୍ଜଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥରେ ବୁଧବାର ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାଇକରେ ଯାଉଥିବା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଗାଁର ଯୋଗେନ୍ଦ୍ର ମିଶ୍ର ଓ ତାଙ୍କ ସ୍ତ୍ରୀ…

ମତଦାନ କେନ୍ଦ୍ରରେ ପଶିଲେ ଅଜଣା ଲୋକ, ଫିଙ୍ଗିଲେ ବୋମା

ଯାଜପୁର ଅଫିସ/ଧର୍ମଶାଳା/ଯାଜପୁର ସଦର,୧୬।୨(ଡି.ଏନ.ଏ.):ଯାଜପୁର ଜିଲାରେ ବୁଧବାର ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ବ୍ୟାପକ ବିଭ୍ରାଟ ଦେଖାଯାଇଛି। ଯାଜପୁର ଓ ଧର୍ମଶାଳା ବ୍ଲକର ୪ଟି ବୁଥରେ କେତେକ ଅଜଣା ଲୋକ ପଶି ବାଲେଟ ପେପର ଲୁଟ, ଭଙ୍ଗାରୁଜା, ମାଡପିଟି ଭଳି ଅସାମାଜିକ…

ଗୋଟିଏ ମିଶନ ପାଇଁ ୩୦ ଲୋକଙ୍କୁ ୨ ଦିନ

ଥାଣେ,୧୬।୨: ମହାରାଷ୍ଟ୍ରର ଥାଣେ ଜିଲାରେ ଏକ ଚିତାବାଘର ମୁଣ୍ଡ ଏକ ପ୍ଲାଷ୍ଟିକ୍‌ ପାଣି କ୍ୟାନରେ ଫଶି ଯାଇଥିଲା। ପଶୁ କଲ୍ୟାଣ ଗୋଷ୍ଠୀଠାରୁ ଆରମ୍ଭ କରି ଜଙ୍ଗଲ ଅଧିକାରୀ, ସ୍ଥାନୀୟ ପ୍ରଶାସନ, ଗ୍ରାମବାସୀଙ୍କୁ ମିଶାଇ ପ୍ରାୟ ୩୦ ଜଣଙ୍କ ସହଯୋଗ କ୍ରମେ ଚିତାବାଘର…

ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ,୧୬।୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଫସିଯାଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ହାଇଦ୍ରାବାଦ ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଦଫା ୫୦୪ ଓ ୫୦୫(୨) ଅନୁସାରେ ମାମଲା କରାଯାଇଛି। ଏବେ…

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଥିଲା ବାପି ଲାହିରିଙ୍କ ପୁରୁଣା ସମ୍ପର୍କ

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି। ମାତ୍ର ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଶେଷରେ…

ଶ୍ରେୟାସଙ୍କୁ ଗୁରୁ ଦାୟିତ୍ୱ ଦେଲା କେକେଆର୍‌

କୋଲକାତା,୧୬।୨: ଆଗାମୀ ଆଇପିଏଲ ପାଇଁ ମିଡ୍‌ଲ ଅର୍ଡର ବ୍ୟାଟର ଶ୍ରେୟାସ ଆୟାରଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ଏ ନେଇ ଫ୍ରାଞ୍ଚାଇଜ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ବେଙ୍ଗାଲୁରୁରେ ଆୟୋଜିତ ମେଗା ଅକଶନରେ ତାଙ୍କୁ ୧୨.୨୫…

ପ୍ରଥମଥର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଲେ ପଞ୍ଚାୟତରାଜ ମନ୍ତ୍ରୀ

ନିଶ୍ଚିନ୍ତକୋଇଲି,୧୬।୨(ସ୍ବପ୍ର): କଟକ ଜିଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜର ମତଦାନ କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା। ସେ ମାହାଙ୍ଗାରେ ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ପୂର୍ବରୁ ସେ…

ଅମିତାଭଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ସସ୍‌ପେଣ୍ଡ

ମୁମ୍ବାଇ,୧୬।୨: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଡିଗାର୍ଡ ଭାବେ କାର୍ଯ୍ୟ କରୁଥିବା ମୁମ୍ବାଇ ପୋଲିସ କନଷ୍ଟେବଳ ଜିତେନ୍ଦ୍ର ଶିନ୍ଦେଙ୍କୁ ନିୟମର ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରାଯାଇଛି। ମଙ୍ଗଳବାର ତାଙ୍କ ସସ୍‌ପେଣ୍ଡ ଅର୍ଡର ଜାରି କରାଯିବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?