ସୋସିଆଲ ମିଡିଆରୁ ସମ୍ପର୍କ କରି ଯାଉଛନ୍ତି କି ଡେଟ୍ରେ…
ବର୍ତ୍ତମାନ ଇଣ୍ଟରନେଟ୍ ଯୁଗରେ ଯୁବପିଢ଼ୀ ନୂଆ ନୂଆ ଟେକ୍ନିକ୍ ସହିତ ବେଶ୍ ଜଡିତ। ଅନେକ ସମୟରେ ସେମାନେ ସୋସିଆଲ ମିଡିଆରେ ବନ୍ଧୁ ତିଆରି କରି ତାଙ୍କ ସହ ସମ୍ପର୍କକୁ ଆଗକୁ ନେବାକୁ ଚାହାନ୍ତି । ବନ୍ଧୁଙ୍କ ସହ କିଛି କଥାବାର୍ତ୍ତା ପରେ…
ଫେସବୁକ, ହ୍ବାଟ୍ସଆପ୍, ଇନଷ୍ଟାଗ୍ରାମ ହଠାତ୍ କାହିଁକି ହୋଇଗଲା ଡାଉନ୍: ଜାଣନ୍ତୁ ପ୍ରକୃତ କାରଣ
ଓ୍ବାଶିଟନ୍,୫।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ହ୍ବାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମ ସୋମବାର ରାତିରେ ହଠାତ୍ ଡାଉନ୍ ହୋଇଯାଇଥିଲା। ଫଳରେ ବିଶ୍ୱର କୋଟି କୋଟି ଉପଭୋକ୍ତା ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସର୍ଭର ଡାଉନ୍ ଯୋଗୁ ହ୍ବାଟସଆପ ବ୍ୟବହାରକାରୀମାନେ ବାର୍ତ୍ତା ପଠାଇବା କିମ୍ବା…
ପାର୍ବଣ ଫିକା, ୬୧ ଗାଁରେ ଲକଡାଉନ୍…
ଅହମଦନଗର,୫।୧୦: ଆଗକୁ ପାର୍ବଣ। ଏହି ସମୟରେ ଭିଡ଼ର ଆଶଙ୍କା ରହିଛି। ଏପରିସ୍ଥଳେ ମହାରାଷ୍ଟ୍ରରେ ପୁଣେଠାରୁ ପ୍ରାୟ ୧୨୨ କିଲୋମିଟର ଦୂରରେ ଥିବା ଅହମଦନଗର ଜିଲାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜିଲାର ୧୧ଟି…
ସ୍ପେଶାଲ ସ୍କ୍ବାଡ୍ ହାତରେ କୁଖ୍ୟାତ ଚୋର
ଭୁବନେଶ୍ୱର,୫। ୧୦(ବ୍ୟୁରୋ): ଚୋରି କରିବା ଥିଲା ନିଶା, ଆଉ ପେସା। ବାରମ୍ବାର ଚୋରି କରି ଗିରଫ ହେଉଥିଲେ, ଜେଲ ବି ଯାଉଥିଲେ। ହେଲେ ଜେଲରୁ ବାହାରିବା ପରେ ପୁଣି ସେହି ଧନ୍ଦା ଜାରି ରଖୁଥିଲେ। ଦୀର୍ଘ ୩୫ ବର୍ଷ ଧରି ଓଡ଼ିଶା…
ଏହି ଲୋକପ୍ରିୟ ଗୀତ ପାଇଁ ୩୦ ଥର ପୋଷାକ ବଦଳାଇଥିଲେ କରିସ୍ମା
ବଲିଉଡର ଲୋଲୋ ଅର୍ଥାତ୍ କରିସ୍ମା କପୁର ଏବେ ଫିଲ୍ମର ପରଦାରେ ଯଦିଓ ନଜର ଆସୁନାହାନ୍ତି, କିନ୍ତୁ ଆଜି ମଧ୍ୟ ତାଙ୍କ ଚଳଚ୍ଚିତ୍ର ସହ ଜଡିତ କାହାଣୀ ଚର୍ଚ୍ଚାରେ ରହିଛି। କରିସ୍ମା କପୁର ୧୭ ବର୍ଷ ବୟସରେ ଫିଲ୍ମ ‘ପ୍ରେମ କଏଦୀ’ ରୁ…
ବିବାହ, ବ୍ରତ, ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ଜଣ
ଭୁବନେଶ୍ୱର, ୫। ୧୦(ବ୍ୟୁରୋ): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଟିକାକରଣକୁ ତ୍ୱରାନ୍ବିତ କରାଯାଇଛି। ଦୈନିକ ସଂକ୍ରମଣ ମଧ୍ୟ ଏବେ ହ୍ରାସ ପାଇଛି। ତେବେ ଆଗକୁ ଶୀତଦିନ ଆସୁଥିବାରୁ ସଂକ୍ରମଣ ବଢିବା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର…
ସିବିଆଇ ତଦନ୍ତ ଦାବିରେ ପିଟିଶନ
କଟକ ଅଫିସ,୫। ୧୦: ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟାଇବାରେ ଓଡ଼ିିଶା ପୋଲିସ ବା କ୍ରାଇମବ୍ରାଞ୍ଚ ବିଫଳ ହୋଇଛନ୍ତି। ତେଣୁ ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ବା କୋର୍ଟ…
ସିବିଆଇ ତଦନ୍ତ, ୫୦ ଲକ୍ଷ କ୍ଷତିପୂରଣ ଦାବି
କଟକ ଅଫିସ,୫। ୧୦: ବରଗଡ଼ ଟାଉନ ଥାନା ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ସହ ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ଦାବି ନେଇ ସୋମବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।…
ସାକ୍ଷୀଙ୍କ ଉପସ୍ଥିତିରେ ଧୋନୀଙ୍କୁ ପ୍ରପୋଜ୍ କଲେ ଏହି ଯୁବତୀ: ଆଉ ତା’ପରେ
ଚେନ୍ନାଇ ସୁପର କିଙ୍ଗ୍ସର ବର୍ତ୍ତମାନର ଅଧିନାୟକ ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥାଇ ପାରନ୍ତି, କିନ୍ତୁ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ କ୍ରେଜ କମିନାହିଁ। ‘କ୍ୟାପଟେନ କୁଲ’ ମହେନ୍ଦ୍ର ସିଂ ଧୋନୀଙ୍କୁ ଅନୁସରଣ କରୁଥିବା ମହିଳା ପ୍ରଶଂସକ ମଧ୍ୟ ବହୁତ ଅଛନ୍ତି।…
ତୃତୀୟ ବିବାହ କରି ଚର୍ଚ୍ଚାରେ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଦେଶ ବିଦେଶର କ୍ରିକେଟରଙ୍କ ପ୍ରେମ ଏବଂ ବିବାହକୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। କେବଳ ବିବାହ ନୁହେଁ ବ୍ରେକ୍ଅପ୍କୁ ନେଇ ମଧ୍ୟ ଆଲୋଚନା ହୋଇଥାଏ। ଏମିତି କିଛି କ୍ରିକେଟର ଅଛନ୍ତି ସେମାନେ ୨-୨ଥର ବିବାହ କରିଛନ୍ତି। କିନ୍ତୁ ସେମାନଙ୍କଠାରୁ ଆଗରେ…
ବବିତାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ଏହି ଅଭିନେତା, କେବଳ କରୁଥିଲେ ଟାଇମ୍ ପାସ
ବଲିଉଡ୍ ଅଭିନେତା ରଣଧୀର କପୁର ଏବଂ ତାଙ୍କ ଝିଅ କରିସ୍ମା କପୁର ଏବେ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି। କିନ୍ତୁ ସେ ରିଆଲିଟି ଶୋ’ରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ନିକଟରେ ରଣଧୀର ତାଙ୍କ ଝିଅ ତଥା ଅଭିନେତ୍ରୀ କରିସ୍ମା କପୁରଙ୍କ ସହ…
ଗଜପତି ମୋ’ ପାଇଁ ସ୍ବତନ୍ତ୍ର: ନବୀନ
ଭୁବନେଶ୍ୱର (ବ୍ୟୁରୋ)/ପାରଳାଖେମୁଣ୍ଡି (ଡି.ଏନ୍.ଏ.)୫। ୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗଜପତି ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଜପତି ଜିଲା ସହ…
Archives


