ଆଉ ୪ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୯।୧୦(ବ୍ୟୁରୋ): ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୨୪୨କୃ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ନବରଙ୍ଗପୁରରୁ ୨ ଜଣ, ଜଗତସିଂହପୁର-ବଲାଙ୍ଗୀରରୁ ଜଣେ ଲେଖାଏ ରହିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ…
ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶ
ସୁନ୍ଦରଗଡ଼,୯।୧୦(ଡି.ଏନ୍.ଏ.): ନାବାଳିକା ସାବତ ଝିଅକୁ ୪ବର୍ଷ ଧରି ବଳାତ୍କାର କରିବା ମାମଲାରେ ଅଭିଯୁକ୍ତ ସାବତ ବାପାଙ୍କୁ ସୁନ୍ଦରଗଡ଼ ପକ୍ସୋ ଅଦାଲତ ଶୁକ୍ରବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାଉରକେଲାରେ ୨୦୧୩ ଅଗଷ୍ଟ ୬ରେ ହୋଇଥିବା ଏହି ମାମଲାର ବିଚାରକରି ସୁନ୍ଦରଗଡ଼ ଅତିରିକ୍ତ…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୨୬ ଆକ୍ରାନ୍ତ; ଅଛନ୍ତି ୬୮ ପିଲା
ଭୁବନେଶ୍ୱର,୯।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୮ଜଣ ୧୮ ବର୍ଷରୁ କମ୍ ବର୍ଗର। ଏହାଛଡ଼ା କ୍ୱାରାଣ୍ଟାଇନ୍ରୁ ୩୦୩ ରହିଥିବା ବେଳେ ୨୨୩ ସ୍ଥାନୀୟ ସଂକ୍ରମଣ ରହିଛି। ଏହାକୁ ମିଶାଇ ରାଜ୍ୟରେ…
ସୀମାନ୍ତ ରାଜ୍ୟରେ ଓଡ଼ିଆକୁ ୨ୟ ଭାଷାରୁ ବାଦ୍
ଭୁବନେଶ୍ୱର,୯।୧୦(ବ୍ୟୁରୋ): ଓଡ଼ିଆ ଭାଷା ଗୃହ କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। କମିଟି ଅଧ୍ୟକ୍ଷ ତଥା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ବିଧାନସଭା ସଚିବାଳୟ ୫୪ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ…
ବିସ୍ଥାପିତ ହେବେ ୪୧୦ ପରିବାର
ଅମ୍ବାଭୋନା,୯।୧୦(ଡି.ଏନ.ଏ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କୁରୁମକେଲ ଗ୍ରାମରେ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ପୁନର୍ବାସ ଯୋଜନା ଅନୁଯାୟୀ ଶୁକ୍ରବାର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ହୀରାକୁଦ ବନ୍ୟପ୍ରାଣୀ ସଂରକ୍ଷଣ ଡିଏଫ୍ଓ ଅଂଶୁପ୍ରଭା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ଭାରତର ରହସ୍ୟମୟ ଷ୍ଟେଶନ: ସନ୍ଧ୍ୟା ପରେ ମାଛି ବି ଉଡନ୍ତି ନାହିଁ, ଶୂନ୍ଶାନ୍ ହୋଇଯାଏ…
ଦୁନିଆ ରହସ୍ୟମୟ ଜିନିଷରେ ପରିପୂର୍ଣ୍ଣ। ସେଥିରୁ କିଛି ଚମକାଇବା ଭଳି ଥାଏ। ଯେମିତିକି କୋଲକାତାରେ ଥିବା ବେଗନ କୋଡାର ଷ୍ଟେଶନ। ସାଧାରଣତଃ ଷ୍ଟେଶନରେ ସବୁ ସମୟରେ ଭିଡ ପରିଲକ୍ଷିତ ହୋଇଥାଏ। ହେଲେ ସନ୍ଧ୍ୟା ପରେ ଉକ୍ତ ଷ୍ଟେଶନକୁ ଯିବାକୁ ଲୋକେ ଡରିଥାନ୍ତି।…
ଖୋଲିବ ରୁଚି ଫ୍ରୋଜିଟ୍ର ସର୍ବବୃହତ୍ ଷ୍ଟୋର
କଟକ ଅଫିସ,୯।୧୦: ରୁଚି ଫ୍ରୋଜିଟ୍ର ସର୍ବବୃହତ୍ ଷ୍ଟୋର ରବିବାର କଟକ ମହାନଦୀ ବିହାରରେ ଶୁଭାରମ୍ଭ ହେବ। ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ଅଭିନେତା ଶୁଭାଶିଷ୍ ଏହାର ଉଦ୍ଘାଟନ କରିବେ। ଶୁକ୍ରବାର ସ୍ଥାନୀୟ ଲିଙ୍କ୍ ରୋଡ୍ସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା…
ନନ୍ଦନକାନନକୁ ୪ପ୍ରଜାତିର ୮ ପଶୁପକ୍ଷୀ ଆସିଲା
ବାରଙ୍ଗ, ୯।୧୦(ଡି.ଏନ୍.ଏ.): ନନ୍ଦନକାନନକୁ ଶୁକ୍ରବାର ରାତିରେ ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ଜୟପୁର ନହରଗଡ଼ ଜୈବ ଉଦ୍ୟାନରୁ ୪ପ୍ରଜାତିର ୮ଟି ନୂଆ ଅତିଥି ଆସିଛନ୍ତି। ନୂଆ ଅତିଥି ହେଲେ ହଳେ କଲରାପତରିଆ ବାଘ, ହଳେ ଧୂସର ଗଧିଆ, ୨ଟି ଅଣ୍ଡିରା ଘଡ଼ିଆଳ କୁମ୍ଭୀର,…
ଡେଟିଂ ଆପ୍ରେ ପ୍ରେମ କରି ବିବାହ କଲେ ୭୯ ବର୍ଷୀୟ ବୃଦ୍ଧା
ପ୍ରେମ କେତେ ବେଳେ କାହ ସହ ହୋଇଯାଏ ଜାଣି ହୁଏନା। ଏହା ନା ବୟସ, ନା ଧନ କିଛି ଦେଖେ ନାହିଁ। ପ୍ରେମ ବୟସ ମାନେ ନାହିଁ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ୭୮ ବୟସ୍କ ବୃଦ୍ଧ ଓ…
ସିଆର୍ପିଏଫ୍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ
ସୋନପୁର,୯।୧୦:ସିଆର୍ପିଏଫ୍ରେ କାର୍ଯ୍ୟରତ ସୁବର୍ଣ୍ଣପୁର ସହର ମଝିପଡ଼ାର ପ୍ରତାପ କୁମାର ନାଏକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମାଆଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ପ୍ରତାପ ନିଜ ଘରକୁ ଫେରୁଥିଲେ। ସେ ଗତ ୧ ତାରିଖରେ ନାଗାଲାଣ୍ଡରୁ ତିନିଶୁକିଆ-ବାଙ୍ଗାଲୋର ସୁପରଫାଷ୍ଟ ଟ୍ରେନ୍ରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ।…
ପ୍ରକାଶ ପାଇଲା ଚିଠା ସଂରକ୍ଷଣ ବିଜ୍ଞପ୍ତି
ଭୁବନେଶ୍ୱର,୯।୧୦(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଜିଲାସ୍ତରରେ ଓ୍ବାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ପଦବୀ ଲାଗି ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ତେବେ ମିିଳିଥିବା ସୂଚନା ଅନୁଯାୟୀ ୧୪ ଜିଲା ଚିଠା ସଂରକ୍ଷଣ ତାଲିକା ପ୍ରକାଶ…
ଏହିଠାରେ ନିର୍ମାଣ ହେଉଛି ଦେଶର ସବୁଠୁ ସୁନ୍ଦର ବ୍ରିଜ୍, ଖର୍ଚ୍ଚ ହେବ ୨୫୦ କୋଟିରୁ ଅଧିକ
ତାମିଲନାଡୁରେ ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ରେଲ୍ଓ୍ବେ ସି’ ବ୍ରିଜ୍ ନିର୍ମାଣ ଚାଲିଛି। ଏହି ବ୍ରିଜ୍ର ନାମ ନ୍ୟୁ ପମ୍ବନ। ଏହି ବ୍ରିଜ୍ ଆସନ୍ତା ମାର୍ଚ୍ଚରେ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା…
Archives


