‘ମୁସଲିମ ଗୁଣ୍ଡାମାନେ ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା କରିଛନ୍ତି’
ଶିବମୋଗା,୨୧।୨: ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ଲାଗି କର୍ନାଟକର ଜଣେ ମନ୍ତ୍ରୀ ମୁସଲିମ ଗୁଣ୍ଡାମାନଙ୍କୁ ଦୋଷ ଦେଇଛନ୍ତି। ଏଥିଯୋଗୁ ଶିବମୋଗା ଜିଲାରେ ଉତ୍ତେଜନା ସୃଷ୍ଟି ହୋଇଛି। ବଜରଙ୍ଗ ଦଳର କର୍ମୀ ହର୍ଶ(୨୬)ଙ୍କୁ ରବିବାର ରାତିରେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ…
ପଣସର ଦାମ୍ ଜାଣିଲେ ଉଡ଼ିଯିବ ହୋସ୍
ଭାରତୀୟ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ପଣସ। ତେଣୁ ଦେଶର ପ୍ରତ୍ୟେକ ଘରେ ଏହାକୁ କଞ୍ଚା ଏବଂ ପାଚିଲା ଖିଆଯାଏ। ଯଦି କେହି ଆପଣଙ୍କୁ କୁହନ୍ତି କଞ୍ଚା ପଣସ ହଜାର ହଜାର ଟଙ୍କାରେ ବିକ୍ରି ହେଉଛି, ତେବେ ନିଶ୍ଚିତ ଭାବରେ…
ଆମେରିକା ପାଇଁ ନେପାଳରେ ହିଂସା
କାଠମାଣ୍ଡୁ,୨୧।୨: ନେପାଳକୁ ଆମେରିକାର ୫୦୦ ନିୟୁତ ଡଲାର ସହାୟତା ଚୁକ୍ତିନାମାକୁ ବିରୋଧ କରି ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ନେପାଳ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭକାରୀମାନେ ପୋଡ଼ାଜଳା କରିବା ସହ ଜବରଦସ୍ତ ନିଷିଦ୍ଧାଞ୍ଚଳ ମଧ୍ୟକୁ ପ୍ରବେଶ କରିବାରୁ ପୋଲିସ ସହ ସଂଘର୍ଷ…
୯୦ ବର୍ଷ ବୟସରେ ଆରମ୍ଭ କଲେ ବ୍ୟବସାୟ, ମାତ୍ର ୫ ବର୍ଷରେ ଲକ୍ଷ ଲକ୍ଷ ଟଙ୍କାର ମାଲିକାଣୀ
ଯଦି ମନରେ ସାହସ ଏବଂ ଉତ୍ସାହ ଥାଏ,ତେବେ ଯେକୌଣସି ବୟସରେ ସଫଳତା ହାସଲ କରିହୁଏ। ନିକଟରେ ଜଣେ ଭିକାରି ୬୦ ବର୍ଷ ବୟସରେ ମଡେଲ ହୋଇ ଏହାର ଯଥାର୍ଥତା ପ୍ରତିପାଦନ କରିଥିଲେ। ଠିକ ସେହିପରି ଏବେ ଜଣେ ୯୫ ବର୍ଷୀୟା ବୃଦ୍ଧା…
ନାବାଳିକା ବଳାତ୍କାର, ହତ୍ୟା ମାମଲାରେ ପ୍ରଥମ ଥର ପାଇଁ ମୃତ୍ୟୁଦଣ୍ଡାଦେଶ
ଗୁରୁଗ୍ରାମ,୨୧।୨: ୧୨ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ବିଚାର କରି ପାନିପତ୍ର ଏକ ଫାଷ୍ଟ ଟ୍ରାକ୍ କୋର୍ଟ ୨ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ୪ ବର୍ଷ ପୂର୍ବେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା। ପୋକ୍ସୋ ମାମଲାରେ ହରିୟାଣାରେ ଏହା ସମ୍ଭବତଃ…
ଅନ୍ଲାଇନ ଚେସ୍ରେ ବିଶ୍ୱର ନମ୍ବର ଓ୍ବାନ କାର୍ଲସେନଙ୍କୁ ହରାଇ ଦେଲେ
ଚେନ୍ନାଇ,୨୧।୨: ଯୁବ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରାଗନାନନ୍ଧା ବିଶ୍ୱର ନମ୍ବର ଓ୍ବାନ ଚେସ୍ ଖେଳାଳି ମାଗନସ କାର୍ଲସେନଙ୍କୁ ହରାଇ ଦେଇଛନ୍ତି। ଅନଲାଇନ ରାପିଡ୍ ଚେସ୍ ଟୁର୍ନାମେଣ୍ଟ ଏୟାରଥିଙ୍ଗ୍ସ ମାଷ୍ଟର୍ସର ୮ମ ରାଉଣ୍ଡରେ ଏତିହାସିକ ସଫଳତା ହାତେଇଛନ୍ତି ପ୍ରାଗନାନନ୍ଧା। କଳା ଗୋଟିରେ ଖେଳୁଥିବା…
ମୁହଁ ଦେଖାରେ ବୋହୂଙ୍କୁ ଏମିତି ଉପହାର ଦେଇ ଉଦାହରଣ ସୃଷ୍ଟି କଲେ ଶ୍ୱଶୁର
ଜୟପୁର,୨୧।୨:ରାଜସ୍ଥାନର ସିକର ଜିଲାର ନିମ୍କା ଥାନା ଅଞ୍ଚଳରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏକ ବିବାହରେ ବରର ପିତା ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। କନ୍ୟା ଘରୁ କୌଣସି ଯୌତୁକ ନ ଆଣିବା ସହ ମୁହଁ ଦେଖାରେ କନ୍ୟାଙ୍କୁ ସେ…
ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯,୦୨୬କୁ ବୃଦ୍ଧି
ଭୁବନେଶ୍ୱର,୨୧ା୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ହ୍ରାସ ପାଇଛି ମୃତ୍ୟୁସଂଖ୍ୟା କିନ୍ତୁ କମିବାର ନାଁ ନେଉନି। ଆଜି ଆଉ ୧୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
ସାଦ ଖାଇଲେ କାଜଲ
ଅଭିନେତ୍ରୀ କାଜଲ ଅଗ୍ରୱାଲ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ତାଙ୍କ ଗର୍ଭଧାରଣ ପର୍ଯ୍ୟାୟକୁ ଉପଭୋଗ କରୁଛନ୍ତି। ନିକଟରେ କାଜଲଙ୍କ ସାଦଖିଆ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ସେ ଖୁସି ଥିବା ଜଣାପଡୁଛନ୍ତି। ଏହାର ଫଟୋଗୁଡିକ ସେ ନିଜ…
ଛୁରି, ଟାଙ୍ଗିଆରେ ଆକ୍ରମଣ: ଜଣେ ମୃତ, ୩ ଅଟକ
ବଡ଼ବିଲ,୨୧ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀସ୍ଥିତ ସିରାଜୁଦ୍ଦିନ ହଟିଂରେ ରବିବାର ରାତିରେ କୌଣସି କାରଣରୁ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ନାରଣ…
ଭୁଶୁଡ଼ିବାରେ ଲାଗିଛି ମୁଖ୍ୟ ରାସ୍ତା
ପାରଳାଖେମୁଣ୍ଡି,୨୧।୨(ଡି.ଏନ୍.ଏ.) ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟରାସ୍ତା ଯଥା ଶଙ୍କୁରି ପୋଖରୀଠାରୁ ବସ୍ଷ୍ଟାଣ୍ଡ ରାସ୍ତାରେ ଥିବା ଏସାର ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତା ଭୁଶୁଡ଼ିବାରେ ଲାଗିଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିପଡୁନି। ବିଗତ ୪ବର୍ଷ ପୂର୍ବେ ଶଙ୍କୁରି ପୋଖରୀର…
ବିଏମ୍ସି ରାସ୍ତା ନିର୍ମାଣ ବେଳେ ଅଲୋଡ଼ା ହେଲା ଚିଠି ବାକ୍ସ
ବ୍ରହ୍ମପୁର ଅଫିସ,୨୧।୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ବର୍ତ୍ତମାନ ସ୍ମାର୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି ସ୍ମାର୍ଟ ରାସ୍ତା ନିର୍ମାଣ ସମୟରେ କେତେବେଳେ ଟ୍ରାଫିକ ସମସ୍ୟା ଉପୁଜୁଛି ତ ଆଉ କେତେବେଳେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଏଭଳି…

