Posted inଫୁରସତ

ମାତୃଭାଷାର ବିକାଶରେ ସମାଜର ବିକାଶ

ଜନ୍ମ ପରେ ଶିଶୁ ନିଜର ମାତୃଭାଷାରେ ହିଁ ଭାବର ଆଦାନ ପ୍ରଦାନ କରିବା ଲାଗି ଶିକ୍ଷାଲାଭ କରିଥାଏ। ମାତୃଭାଷା ମାଧ୍ୟମରେ ଶିଶୁର ବୋଧଗମ୍ୟତାର ପରିପ୍ରକାଶ ଘଟିଥାଏ। ମାତୃଭାଷା ଶିଶୁର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମାତୃଭାଷାର ଗୁରୁତ୍ୱକୁ ଉପଲବ୍ଧି କରିବା ଲାଗି ପ୍ରତିବର୍ଷ ଫେବୃୟାରୀ ୨୧ରେ ଅର୍ନ୍ତଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥାଏ।
ଦ୍ୱାରା ପ୍ରଥମେ ୧୭ ନଭେମ୍ବର ୧୯୯୯ରେ ଏହି ଦିବସ ପାଳନ ସମ୍ପର୍କରେ ଘୋଷଣା କରାଯାଇଥିଲା। ୨୦୦୨ରେ ଜାତିସଂଘ ସାଧାରଣ ସଭାରେ ଏହାକୁ ଆନୁଷ୍ଠାନିକ ସ୍ବୀକୃତି ମିଳିଥିଲା। ପୃଥିବୀର ବିଭିନ୍ନ ଅଞ୍ଚଳରେ ବ୍ୟବହୃତ ହେଉଥିବା ସମସ୍ତ ଭାଷାର ସଂରକ୍ଷଣ ଏବଂ ସୁରକ୍ଷା ଲାଗି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ୧୯୫୨ ଫେବୃୟାରୀ ୨୧ରେ ବାଂଲାଦେଶରେ ବଙ୍ଗଳା ଭାଷା ଆନ୍ଦୋଳନକୁ ସ୍ମରଣ କରାଯାଇ ଏହି ଦିବସ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁର ନଦୀ, ଭିଡିଓ ଦେଖିଲେ…

ପ୍ରକୃତିର ଅନେକ ରୂପ ଆମେ ପୃଥିବୀରେ ଦେଖିଥାଉ। କେଉଁଠି ଜଳ ବ୍ୟାପିଛି ତ କେଉଁଠି ପାହାଡ଼, ପର୍ବତ ରହିଛି। ସେହିପରି ଆଉ କେଉଁଠି ଶୀତଳ ଆଚ୍ଛାଦିତ...

ଏଠାରେ ରଙ୍ଗ ନୁହେଁ, ପଚାଅଣ୍ଡାରେ ପାଳନ ହୁଏ ହୋଲି

ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଦିନ ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି। ତେବେ ଭାରତରେ ହୋଲିକୁ ଅବିର...

ପାଣି ଭିତରେ ଓଲଟା ମୁନ୍‌ଓ୍ବାକ୍‌ କଲେ ମଡେଲ, ଭିଡିଓ ଦେଖିଲେ…

ବେଳେବେଳେ ଲୋକମାନେ ଏମିତି କଳାକୌଶଳ ପ୍ରଦର୍ଶନ କରନ୍ତି ଯେ, ଦେଖିଲେ ଆଖି ଲାଖିଯାଏ। ଏମିତି ପ୍ରତିଭା ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏବେ...

କରୋନାରୁ ରକ୍ଷା ପାଇବା ପାଇଁ ଗୋବର, ଗୋମୂତ୍ରରେ ସ୍ନାନ କରୁଛନ୍ତି ଭାରତୀୟ; ଡାକ୍ତର କହିଲେ…

ନୂଆଦିଲ୍ଲୀ,୧୨।୫: କରୋନା ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ ଭାରତରେ ଅଧିକ ମାତ୍ରାରେ ପ୍ରଭାବିତ କରିଛି। ସହରବାସୀଙ୍କ ସହିତ ଗାଁର ଲୋକମାନେ ମଧ୍ୟ ଏହି ସଂକ୍ରମଣରୁ କେମିତି...

କାଲିଫର୍ନିଆରେ ସ୍ବସ୍ତିକକୁ ସ୍ବୀକୃତି

ଓ୍ବାଶିଂଟନ୍‌: ଆମେରିକାର କାଲିଫର୍ନିଆ ବିଧାନସଭା ରାଜ୍ୟର ଦଣ୍ଡବିଧି ଆଇନରେ ପବିତ୍ର ସ୍ବସ୍ତିକ ଚିହ୍ନକୁ ସ୍ଥାନିତ କରିବା ପାଇଁ ସ୍ବୀକୃତି ଦେଇଛି। ଏଥିସହ ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ...

ପୃଥିବୀ ନିକଟରେ ଥିବା ଏହି ଗ୍ରହରେ ୩୭ ଜ୍ୱାଳାମୁଖୀ, ଏହାକୁ କୁହାଯାଉଛି କରୋନା

ପୃଥିବୀ ନିକଟରେ ଏମିତି ଏକ ଗ୍ରହ ଅଛି, ଯାହା ଉପରେ ୩୭ଟି ଜ୍ୱାଳାମୁଖୀ ବର୍ତ୍ତମାନ ସକ୍ରିୟ ଅଛନ୍ତି। ଏହି ସମୟରେ ଏହା ବିସ୍ଫୋରଣ ହେଉଛି। ଏପରିକି...

ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨ କୋଟି ଟଙ୍କାର ମନ୍ଦିର ନିର୍ମାଣ କଲେ ଆନ୍ଧ୍ର ବିଧାୟକ

ହାଇଦ୍ରାବାଦ: ବିଶ୍ୱସ୍ତତା ଏବଂ ସମର୍ଥନର ଏକ ଅପ୍ରତ୍ୟାଶିତ ପ୍ରଦର୍ଶନସ୍ବରୂପ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ଜଣେ ଆନ୍ଧ୍ରପ୍ରଦେଶ ବିଧାୟକ ଚିତ୍ତୋର ଜିଲାର ଶ୍ରୀକାଲାହାଷ୍ଟୀରେ ଏକ ବିରାଟ ମନ୍ଦିର...

ସାଇକେଲରେ ୬ ଥର ଦେଶ ଭ୍ରମଣ କରିସାରିଲେଣି ଏହି ବ୍ୟକ୍ତି, ଲୋକଙ୍କୁ ଦେଉଛନ୍ତି ଏମିତି ବାର୍ତ୍ତା

ଭୋପାଳ,୧୪।୩: ଯୌତୁକ ପ୍ରଥା ରୋକିବା ପାଇଁ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରାଯାଉଛି। ମାତ୍ର ଏକ ସ୍ବତନ୍ତ୍ର ଢଙ୍ଗରେ ଯୌତୁକ ପ୍ରଥା ବନ୍ଦ ପାଇଁ ସଚେତନତା...

Advertisement
Archives

Model This Week