ନୁଆ ଲୁକ୍ରେ ଗୋଲ୍ଡେନ୍ ବୟ
ମୁମ୍ବାଇ: ନୂଆ ଲୁକ୍ରେ ନଜର ଆସିଲେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା। ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ପରେ ସବୁବେଳେ ତାଙ୍କୁ ନେଇ ଚର୍ଚ୍ଚା। ଖେଳ ଏବଂ ବିଜ୍ଞାପନ ପରେ ଏବେ ଫ୍ୟାଶନ ରେ ମନ ଦେଲେଣି ସେ। ନିକଟରେ ନୀରଜ…
୨୦୨୫ ମଧ୍ୟରେ ଆମ ଉପରେ ଆକ୍ରମଣ କରିପାରେ ଚାଇନା: ତାଇଓ୍ବାନ
ତାଇପେଇ,୬ା୧୦: ଚାଇନା ୨୦୨୫ ମଧ୍ୟରେ ଆମ ଉପରେ ବ୍ୟାପକ ଆକ୍ରମଣ କରିପାରେ। ଏନେଇ ବୁଧବାର ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରୀ ଚିୟୁ କୁଓ-ଚେଙ୍ଗ କହିଛନ୍ତି ଯେ, ଚାଇନା ସହିତ ବର୍ତ୍ତମାନର ଅବସ୍ଥା ୪୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ। ନିକଟ ଅତୀତରେ ଚାଇନା…
୧,୭୧,୦୦୦ ହିତାଧିକାରୀଙ୍କୁ ଇ-ପ୍ରପର୍ଟି କାର୍ଡ ପ୍ରଦାନ କଲେ ମୋଦି
ଭୋପାଳ,୬।୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଧ୍ୟପ୍ରଦେଶରେ ସ୍ବାମୀତ୍ୱ ଯୋଜନାର ହିତାଧିକାରୀଙ୍କ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ସହ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ସେ ୧୯ଟି ଜିଲାର ୩୦୦୦ ଗାଁରେ ୧,୭୧,୦୦୦ ହିତାଧିକାରୀଙ୍କୁ ଇ-ପ୍ରପର୍ଟି କାର୍ଡ ବଣ୍ଟନ କରିଥିଲେ। ଏହି ସମୟରେ…
ପଶ୍ଚିମବଙ୍ଗରେ ଭାଜପାକୁ ଲାଗିପାରେ ଆଉ ଏକ ଝଟ୍କା
କୋଲକତା,୬।୧୦: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜିତିବା ପରେ ତୃଣମୂଳ କଂଗ୍ରେସ କ୍ରମାଗତ ଭାବରେ ଭାଜପାକୁ ଝଟକା ଦେଉଛି। ନିର୍ବାଚନ ଫଳାଫଳ ଆସିବା ପରେ ଭାଜପାର ଅନେକ ଏମ୍ପି ଓ ବିଧାୟକ ତୃଣମୂଳ କଂଗ୍ରେସ କଂଗ୍ରେସକୁ ଯିବା ଆରମ୍ଭ କଲେଣି। ଏହି ସମୟ…
କ୍ରିକେଟ ପରେ କ’ଣ ବଲିଉଡ୍? ଏଭଳି ପ୍ରଶ୍ନ ଶୁଣି ଧୋନୀ କହିଲେ…
ନୂଆଦିଲ୍ଲୀ,୬।୧୦: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ କମାଣ୍ଡ କରୁଥିବା ଏମ୍ଏସ୍ ଧୋନୀ ବର୍ତ୍ତମାନ ତାଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଅଛନ୍ତି। ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଧୋନୀଙ୍କୁ ତାଙ୍କ ଅବସର ସମ୍ପର୍କିତ ପ୍ରଶ୍ନ…
ମଝିରାସ୍ତାରେ ଓଲଟିଲା ଅଟୋ: ଜଣେ ମୃତ, ୬ ଗୁରୁତର
ପାଟଣା,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା କରଞ୍ଜିଆ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥର ଖଜୁରିଡିହା ତଳ ଛକ ନିକଟରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋ ସାହାରପଡା ପଟରୁ ପାଟଣା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ…
‘ଆମ ଘର ଆମ ହାଣ୍ଡିଶାଳ ସିଜନ୍-୨’ ଲୋକାର୍ପିତ
ଭୁବନେଶ୍ୱର,୬।୧୦(ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଟିଡିସି ପକ୍ଷରୁ ବୁଧବାର ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣ ଲୋକାର୍ପିତ ହୋଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଲୋକାର୍ପଣ କରିବା ସହ ପ୍ରତିଯୋଗିତାରେ…
ଆଜିଠାରୁ ମା’ ଭଗବତୀଙ୍କ ପୀଠରେ ୧୪୪ ଧାରା
ଖୋର୍ଦ୍ଧା ଅଫିସ,୬।୧୦: ଖୋର୍ଦ୍ଧା ବାଣପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ବୁଧବାର ୧୪୪ ଧାରା ଲାଗୁ ହେବ। ଏହା ସନ୍ଧ୍ୟାରେ ଲାଗୁ ହେବା ନେଇ ଜଣାପଡ଼ିଛି। ପାର୍ବଣରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ପୀଠରେ ଷୋଡ଼ଶ…
ଖେଳୁଖେଳୁ ଚାଲିଗଲା ୨ ନିଷ୍ପାପ ଶିଶୁଙ୍କ ଜୀବନ
ପାରାଦୀପ,୬।୧୦(ସ୍ବ.ପ୍ର.): ଖେଳୁ ଖେଳୁ ଚାଲିଗଲା ୨ ନିଷ୍ପାପ ଜୀବନ। ବୁଧବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲା ପାରାଦୀପ ଲକପଡ଼ା ବସ୍ତିରେ। ଘର ନିକଟ କେନାଲ ବନ୍ଧ ନିକଟରେ ଖେଳିବା ସମୟରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ମୃତ…
ଏନ୍ସିବି ରିମାଣ୍ଡରେ ଥାଇ ବିଜ୍ଞାନ ବହି ମାଗିଲେ ଶାହାରୁଖଙ୍କ ପୁଅ; ସାଧାରଣ କଏଦୀ ଭଳି ଖାଇଲେ…
ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ରିମାଣ୍ଡରେ ଅଛନ୍ତି ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନ। ଅଭିନେତାଙ୍କ ପୁଅ ହୋଇଥିଲେ ହେଁ ଏନ୍ସିବି ତାଙ୍କୁ ସାଧାରଣ କଏଦୀ ଭଳି ବ୍ୟବହାର କରୁଛି। ଘରୁ ଆସୁଥିବା ଖାଇବା ତାଙ୍କୁ ଦିଆଯାଉ ନାହିଁ।…
ଦୁବାଇରେ ଐଶ୍ୱର୍ଯ୍ୟା, ଭାଇରାଲ ହେଉଛି ଫଟୋ
ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ବିଦେଶ ଯାତ୍ରାରେ ଯାଇଛନ୍ତି। ସ୍ବାମୀ ଅଭିଷେକ ଏବଂ ଝିଅ ଆରାଧ୍ୟାଙ୍କ ସହ ବିଦେଶ ଯାଇ ସେ ପ୍ରଫେଶନାଲ ଆସାଇନମେଣ୍ଟ ପୂରା କରିଛନ୍ତି। ଐଶ୍ ଏବେ ଦୁବାଇରେ ଏକ୍ସପୋ ୨୦୨୦ରେ ଯୋଗ ଦେଇଛନ୍ତି। ସୋସିଆଲ…
ବେକରି ଫ୍ୟାକ୍ଟ୍ରିକୁ ଯାଉଥିଲା ପଚା ଅଣ୍ଡା: ରାସ୍ତାରେ ଜବତ କଲା ସିଏମ୍ସି
କଟକ ଅଫିସ,୬।୧୦: କଟକ ମହାନଗର ନିଗମ (ସିଏମ୍ସି) ବୁଧବାର ଅଟୋରେ ଯାଉଥିବା ୧୦ ପେଟି ପଚା ଅଣ୍ଡା ଜବତ କରିଛି। ଏହି ଅଣ୍ଡାକୁ ପାଉଁରୁଟି, କେକ ତିଆରି ପାଇ ଏକ ବେକରି ଫ୍ୟାକ୍ଟ୍ରିକୁ ନିଆଯାଉଥିବା ଜଣାପଡ଼ିଛି। ଯେଉଁ ଗାଡ଼ିରେ ଏହା ନିଆଯାଉଥିଲା…
Archives


