ପୋଖରୀରୁ ମିଳିଲା କାର, ମୃତଦେହ: ସନ୍ଦେହରେ ଚାଲିଛି ଖୋଜାଖୋଜି
କେନ୍ଦୁଝର,୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଜାମୁଡିହା ନିକଟ ଏନ୍ଏଚ୍-୪୯ରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର କେନ୍ଦୁଝର ଆଡ଼କୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ ପୋଖରୀରେ ଗଳିପଡ଼ିଥିଲା। ଖବର ପାଇ ପୋଲିସ ଓ ଦମକଳ ବାହିନୀ ପହଞ୍ଚତ୍…
ଆସନ୍ତା ୧୧ରୁ ନାଇଟ୍ କର୍ଫ୍ୟୁ, ଅପରାଧୀଙ୍କ ଉପରେ ରଖାଯିବ ନଜର: ପୋଲିସ କମିଶନର
ଭୁବନେଶ୍ୱର, ୯।୧୦(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣ ଋତୁ। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ବଢ଼ିବାରେ ଲାଗିଛି। ଏଥିଯୋଗୁ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ଥିବାରୁ ଆସନ୍ତା ୧୧ ତାରିଖରୁ ଦ୍ୱୈତନଗରୀରେ ନାଇଟ କର୍ଫ୍ୟୁ ଲାଗୁ ହେବ। ଏହି କଟକଣା…
ଚଳନ୍ତା ଟ୍ରେନ୍ରେ ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀଙ୍କୁ ଗଣବଳାତ୍କାର
ମୁମ୍ବାଇ,୯ା୧୦: ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ଜଣେ ମହିଳାଙ୍କୁ ଗଣବଳାତ୍କାର ହୋଇଥିବା ଖବର ସାମ୍ନାକୁ ଆସିଛି। ଏପରି ନିନ୍ଦନୀୟ ଘଟଣା ଶୁକ୍ରବାର ରାତିରେ ଘଟିଛି। ସୂଚନାଯୋଗ୍ୟ, ଇଗତପୁରୀ-କସାରା ମଧ୍ୟରେ ୮ ଦୁର୍ବୃତ୍ତ ଟ୍ରେନ୍ର ବଗି ନଂ-୨ରେ ଚଢ଼ିଥିଲେ। ଏହି ବଗିରେ…
ଅମିତାଭଙ୍କୁ ପ୍ରତି ମାସରେ ଏସ୍ବିଆଇ ଦେବ ୧୮.୯ ଲକ୍ଷ ଟଙ୍କା!
ମୁମ୍ବାଇ: ବଲିଉଡ୍ ଶେହେନଶାହା ଅମିତାଭ ବଚ୍ଚନଙ୍କୁ ଏବେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ)ମାସକୁ ପାଖାପାଖି ୧୮.୯ ଲକ୍ଷ ଟଙ୍କା ଦେବ ବୋଲି ଜଣାପଡିଛି । କାରଣ ହେଲା ଦେଶର ବୃହତ୍ତମ ବ୍ୟାଙ୍କ ମୁମ୍ବାଇର ଜୁହୁ ଅଞ୍ଚଳରେ ବିଗ୍ ବିଙ୍କ ମାଲିକାନାରେ ଥିବା…
୧୬ ଅକ୍ଟୋବରରେ ସିଡବ୍ଲ୍ୟୁସି ବୈଠକ…
ନୂଆଦିଲ୍ଲୀ,୯।୧୦: ସ୍ଥାୟୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ନ ଥିବା ନେଇ କଂଗ୍ରେସରେ କୁହୁଳୁଥିବା ଅସନ୍ତୋଷ ଏବେ ଥମିବାକୁ ଯାଉଛି। ଅକ୍ଟୋବର ୧୬ରେ କଂଗ୍ରେସ ଓ୍ବାର୍କିଂ କମିଟି(ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି। ଆଗକୁ ୫ ରାଜ୍ୟରେ ହେବାକୁ ଥିବା…
ଏନ୍ସିବି ବିରୋଧରେ ପାତର ଅନ୍ତର ଅଭିଯୋଗ, ୮ଗିରଫ ହୋଇଥିବାବେଳେ ୩ ଜଣଙ୍କୁ କାହା ନିର୍ଦ୍ଦେଶରେ ଛଡ଼ାଯାଇଛି…
ନୂଆଦିଲ୍ଲୀ,୯।୧୦: କ୍ରୁଜ୍ ଡ୍ରଗ୍ସ୍ ମାମଲାରେ ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କ ଗିରଫକୁ ନେଇ ଏବେ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। କଂଗ୍ରେସ ନେତା ନଓ୍ବାବ ମଲିିକ୍ ଏନ୍ସିବି ଚଢ଼ାଉକୁ ମିଥ୍ୟା ଏବଂ ଏକ…
ବିଦ୍ୟାଭାରତୀଙ୍କ ନାମରେ ୩୦୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କଲା କ୍ରାଇମ୍ବ୍ରାଞ୍ଚ, ନିଆଯିବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୯।୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ତ୍ରୀ ଦିବ୍ୟାଭାରତୀଙ୍କ ବିରୋଧରେ ଶୁକ୍ରବାର ରାତିରେ ପାରଳାଖେମୁଣ୍ଡି କୋର୍ଟରେ ଚାର୍ଜଶିଟ୍ ଦାଖଲ କରିଛି। ୩ ଶହ ପୃଷ୍ଠାର…
ଶାହାରୁଖଙ୍କୁ ବଡ ଝଟ୍କା
ମୁମ୍ବାଇ,୯ ।୧୦: କ୍ରୁଜ ଶିପରେ ଡ୍ରଗ୍ସ ପାର୍ଟି କରିବା ଅଭିଯୋଗରେ ଆର୍ଯ୍ୟନ ଖାଁ ଗିରଫ ହୋଇଛନ୍ତି । ଏହାପରେ କିନ୍ତୁ ତାଙ୍କ ପିତାଙ୍କ ସମସ୍ୟା ବଢି ଯାଇଛି । ପିତା ଶାହାରୁଖଙ୍କୁ ଏଥର ବଡ ଝଟ୍କା ଲାଗିଛି । ଶାହାରୁଖ ଦେଶର…
ଶ୍ରମିକଙ୍କ ମୁଣ୍ଡରେ ପଡ଼ିଲା ୭୦ କେଜିର କଦଳୀ କାନ୍ଧି, ମାଲିକଙ୍କୁ ଦେବାକୁ ପଡ଼ିଲା ଏତିକି କୋଟି ଟଙ୍କା, ଜାଣିଲେ…
କାନବେରା,୯ା୧୦: ଏକ କଦଳୀ କ୍ଷେତରେ କାମ କରୁଥିବା ଜଣେ ଶ୍ରମିକଙ୍କ ମୁଣ୍ଡରେ କଦଳୀ କାନ୍ଧିଟି ଖସି ପଡ଼ିଯିବାରୁ ମାଲିକଙ୍କୁ ବିପୁଳ ପରିମାଣର ଅର୍ଥ ଜରିମାନା ଆକାରରେ ଦେବାକୁ ପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆର କୁକ୍ଟାଉନ ନିକଟରେ ଥିବା ଏକ କଦଳୀ…
ସତ ମାନିଲେ ଆର୍ୟନ୍, ଜୋତା ଭିତରୁ ବାହାରିଥିଲା ଡ୍ରଗ୍ସ ପ୍ୟାକେଟ୍
ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଶେଷରେ ସତ ମାନିଛନ୍ତି। ଏନ୍ସିବି ଆଗରେ ଚରସ ସେବନ କରୁଥିବା ନେଇ ସେ ନିଜେ ସ୍ବୀକାର କରିଛନ୍ତି। କ୍ରୁଜ ପାର୍ଟି ଦିନ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚେଣ୍ଟ ଜୋତା ଭିତରେ ଡ୍ରଗ୍ସ ଲୁଚାଇ…
ରେଷ୍ଟୁରାଣ୍ଟରେ କଫି ମାଗିଲେ ମହିଳା, ୫ ମିନିଟ୍ ବିଳମ୍ବ ହେବାରୁ ରାଗରେ କଲେ ଏମିତି
ଓ୍ବାଶିଂଟନ,୯ା୧୦: ଆମେରିକାର ଏକ ରେଷ୍ଟୁରାଣ୍ଟକୁ ଜଣେ ମହିଳା କଫି ପିଇବାକୁ ଯାଇଥିଲେ। କଫି ତିଆରିରେ ବିଳମ୍ବ ହେବାରୁ ମହିଳା ଜଣଙ୍କ ରାଗି କି ରେଷ୍ଟୁରାଣ୍ଟ ଭିତରେ ଅଜବ କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ଯାହା ଦେଖି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।…
ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିଲା ମଦ, ଅଧା ରାସ୍ତାରେ ବାନ୍ଧିଲା ପୋଲିସ
ବାଲେଶ୍ୱର ଅଫିସ,୯।୧୦: ୫୭ ନଂ ରାଜ୍ୟ ରାଜପଥ ବାଲେଶ୍ୱର ଜିଲା ବାଟଗ୍ରାମଠାରେ ଚଢ଼ାଉ କରାଯାଇ ଆନୁମାନିକ ୧୦ ଲକ୍ଷ ଟଙ୍କାର ମଦ ଜବତ କରାଯାଇଛି। ଦୁର୍ଗାପୂଜା ପାଇଁ ଏହି ନକଲି ମଦ ଭ୍ୟାନ୍ ଯୋଗେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିଲା। ଭୋଗରାଇ ତହସିଲଦାରଙ୍କ…
Archives


